Monthly Archives

July 2022

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ସ୍କାମ : ଅର୍ପିତା ମୁଖାର୍ଜୀଙ୍କ ୮ଟି ବ୍ୟାଙ୍କ ଆକାଉଣ୍ଟରୁ ୮ କୋଟି କାରବାର, ଇଡି…

କୋଲକାତା : ବହୁ କୋଟି ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଡବ୍ଲୁବିଏସସି) ନିଯୁକ୍ତି ଅନିୟମିତତା ସ୍କାମର ଯାଞ୍ଚ କରି ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅର୍ପିତା ମୁଖାର୍ଜୀଙ୍କ ଆଠଟି ବ୍ୟାଙ୍କ ଆକାଉଣ୍ଟରେ ୮ କୋଟି ଟଙ୍କା କାରବାର ଅନୁସଂଧାନ କରିଛି । କେନ୍ଦ୍ରୀୟ ଏଜେନ୍ସି ଏହି
Read More...

ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗିରିଶ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ । ସମାଜର ବାର୍ଷିକ ଆୟ ବ୍ୟୟ ହିସାବ କରାଯାଇଥିଲା । ସଂଗଠନକୁ କିପରି ମଜଭୁତ କରି ଲୋକାଭିମୁଖୀ
Read More...

ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପଲସଦା ଆୟୁର୍ବେଦ ଚିକିତ୍ସା ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ପଲସଦା ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ବରିଷ୍ଠ ଅଧିକାରୀ ଡା ମନୋରଞ୍ଜନ ଦେବତା ପବିତ୍ର ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହ ଆୟୁର୍ବେଦ କେନ୍ଦ୍ର ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ, ନୃସିଂହନାଥର ପ୍ରଥମ
Read More...

ଶୁଦ୍ଧିକ୍ରିୟା ଅବସରରେ ନିଷ୍ଠା ପରିବାରର ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ସରୋଜ ମେହେରଙ୍କ ଶୁଦ୍ଧିକ୍ରିୟା ଅବସରରେ ତାଙ୍କ ବାସଭବନ ଜାଣ୍ଡୋଲ, ଭେଡେନ, ବରଗଡ଼ଠାରେ ନିଷ୍ଠା ପରିବାର ସହଯୋଗରେ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ଏହି ଶିବିରରେ ସାତ ଯୋଡ଼ା ଦମ୍ପତ୍ତି,
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ରୋତ ଗ୍ରା.ପ.ରୁ ଜଣେ, ବୁଦୁଲା ଗ୍ରା.ପ.ରୁ ଜଣେ, ଭରସୁଜା ଗ୍ରା.ପ.ରୁ ୨ଜଣ, ନଅଗାଁ-କ ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର
Read More...

୧୯ ବର୍ଷ ବୟସରେ ଜେରେମି ଲାଲରିନୁଙ୍ଗା ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତି ରେକର୍ଡ ସୃଷ୍ଟି କଲେ

ନୂଆଦିଲ୍ଲୀ : ଭାରତୀୟ ଯୁବ ଭାରୋତ୍ତୋଳକ ଜେରେମି ଲାଲରିନୁଙ୍ଗା କମନ୍‌ୱେଲ୍‌ଥ୍‌ ଗେମ୍ସ ୨୦୨୨ ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ୧୯ ବର୍ଷ ବୟସ୍କ ଭାରୋତ୍ତୋଳକ ପୁରୁଷ ୬୭ କିଲୋଗ୍ରାମ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କମନ୍‌ୱେଲ୍‌ଥ୍‌ ଗେମ୍ସ ୨୦୨୨ ରେ ଏହା ହେଉଛି ଭାରତର
Read More...

କୃଷକ ସଭା ପକ୍ଷରୁ ଚକାଜାମ ଆନ୍ଦୋଳନ

କଳାହାଣ୍ଡି, (ନରୋତ୍ତମ ସେଲମା) : ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଓଡିଶା କୃଷକ ସଭା, ରିଷିଡା ଶାଖା ପକ୍ଷରୁ ଆଜି କର୍ଲାମୁଣ୍ଡା ବ୍ଲକର ରିଷିଡାଠାରେ ଚକାଜାମ ଆନ୍ଦୋଳନ କରାଯାଇଛି । ସିପିଆଇଏମ୍‌ ଶାଖା ସମ୍ପାଦକ କମ୍ରେଡ ଶତୃଘନ ରଣାଙ୍କ ନେତୃତ୍ୱରେ କର୍ମୀମାନେ ଏକ ଶୋଭାଯାତ୍ରାରେ
Read More...

କବିତା : ମୁଁ ଯେ ନିର୍ଝର କିଛି ଅଶ୍ରୁର

ଦୁର୍ଗା ପଣ୍ଡା ମୁଁ ଯେ ନିର୍ଝର କିଛି ଅଶ୍ରୁରକେଉଁ ପ୍ରଣୟ ପିଆସୀ ହୃଦୟରଆଜି ପରାଜିତ ଏକ ନାୟକ ମୁଁକେଉଁ ପରକୀୟା ପ୍ରୀତି କାହାଣୀର । ପ୍ରୀତି ହେଲା ପରେ ପ୍ରତାରଣାନିଜେ ବରି ନେଲି ସିନା ପରାଜୟଆଜି କ୍ଲାନ୍ତ ଅବଶ ମନ ନେଇଖାଲି ବଂଚିବା ହେଲା ଅଭିନୟମୁଁ ଯେ ଅଶ୍ରୁଳ ଏକ ଶିଳାଲିପିକେଉଁ
Read More...

ଡା. ରାମଚନ୍ଦ୍ର ହୋତାଙ୍କ ଆଜି ୭୪ତମ ଜନ୍ମ ଦିବସ : ଛୁଟୁଛି ଶୁଭେଚ୍ଛାର ସୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଜଣେ ବିଶିଷ୍ଟ ଡାକ୍ତର ଭାବରେ ଡା. ରାମଚନ୍ଦ୍ର ହୋତାଙ୍କ ବିଶେଷ ସୁନାମ ରହିଛି । ଆଜି ତାଙ୍କର ୭୪ତମ ଜନ୍ମ ଦିବସ । ଏହି ଅବସରରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଜଣେ ସ୍ପଷ୍ଟବାଦୀ ତଥା
Read More...

ବୈଦିକ ବ୍ରାହ୍ମଣ ସମାଜର ବୃକ୍ଷ ରୋପଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ବୈଦିକ ବ୍ରାହ୍ମଣ ସମାଜ ଟ୍ରଷ୍ଟ ପକ୍ଷରୁ ବାର୍ଷିକ ବୃକ୍ଷରୋପଣ କାର୍ୟ୍ୟକ୍ରମ ଘାଟିକିଆ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା । ଟ୍ରଷ୍ଟର ଅଧ୍ୟକ୍ଷ ପଣ୍ଡିତ ସତ୍ୟବ୍ରତ ମିଶ୍ର
Read More...