Daily Archives

ଓଲଟିଲା ପରିବା ବୋଝେଇ ଟ୍ରକ୍

ବିନିକା : ସୋନପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଭବିଷ୍ୟ ବିଦ୍ୟାଳୟ ନିକଟରେ ଏକ ପରିବା ବୋଝେଇ ଟ୍ରକ୍‌ ରାୟୁପୁରରୁ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିବା ସୂଚନା ମିଳିଛି । ସୂଚନା ମୁତାବିକ, ଟ୍ରକଟି ପରିବା
Read More...

ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ବିପର୍ଯ୍ୟୟ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ମଧ୍ୟରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦୨ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣ
Read More...

ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ନେହେରୁ ନଗର ଧାରେଙ୍ଗପାଲି ଛକରେ ଗତକାଲି ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଗଲପୁର ନିବାସୀ ସହଦେବ ମେହେର ଓ ତାଙ୍କ ପୁତୁରା ବିଶାଳ
Read More...

ନାଗସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

କୋକସରା : ନାଗସାପ କାମୁଡାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ପିପିଲିଝାପର ଗ୍ରାମର ରୁପାଲି ମାଝୀ(୩୦) ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ରୁପାଲି ଘରେ ଶୋଇଥିବା ସମୟରେ ଏକ ନାଗସାପ ତାଙ୍କୁ କାମୁଡିଥିଲା । ପରିବାର ଲୋକେ ତାଙ୍କୁ କୋକସରା
Read More...

ଗରିମା ପାଳିଲା ରଜ ମହୋତ୍ସବ ୨୦୨୨ ଓ ଗରିମା ରାଜକୁମାରୀ

ସଂଘମିତ୍ରା ହେଲେ ଗରିମା ରାଜକୁମାରୀ ଓ ତନୁଶ୍ରୀ ପ୍ରଥମ ରନର୍ସ ଅପ୍‌ ରାଉରକେଲା, (ସସ୍ମିତା ପ୍ରଡଧାନ) : ଉତ୍କଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗରିମା ରାଜକୁମାରୀ ୨୦୨୨ ମହା ଆନନ୍ଦ ଉଲ୍ଲାସରେ ସେକ୍ଟର ୨ ସେହେନାଇ ମଣ୍ଡପଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ
Read More...

ବର୍ଷକରେ ପେଟ୍ରୋଲ କାର୍‌ ଦାମ୍‌ରେ ମିଳିବ ଇଭି

ନୂଆଦିଲ୍ଲୀ : ବର୍ଷକ ଭିତରେ ପେଟ୍ରୋଲ କାର୍‌ ଦାମରେ ଇଲେକ୍ଟ୍ରିକ୍‌ କାର୍‌ ମିଳିବ ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡକରୀ କହିଛନ୍ତି । ଏହାଦ୍ୱାରା ପେଟ୍ରୋଲ ଓ ଡିଜେଲ ଭଳି ଜୀବାଶ୍ମ ଇନ୍ଧନ ପାଇଁ ହେଉଥିା ଖର୍ଚ୍ଚ ସଞ୍ଚୟ କରିବାକୁ ଚେଷ୍ଟା କରାଯାଉଛି । ପେଟ୍ରୋଲ ଓ
Read More...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା ବେଲପାହାଡ ବଜାର ପଡାରେ ରହୁଥିବା ଅଭିଜିତ ଘୋଷଙ୍କ ଗତକାଲି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ପରିବାର ଲୋକଙ୍କ କହିବା ଅନୁସାରେ ଅଭିଜିତ ଗାଧୁଆ ଘରୁ ବାହାରିବା ସମୟରେ ପଡିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ବେଲପାହାଡ ସରକାରୀ ହସ୍ପିଟାଲକୁ
Read More...

ଜୋର ଜବରଦସ୍ତ ଋଣ ଅସୁଲ ହେବ ବନ୍ଦ

ମୁମ୍ବାଇ : ଦେଶରେ କେତେକ ଋଣ ପ୍ରଦାକାରୀ ସଂସ୍ଥା ଲୋକଙ୍କଠାରୁ ଜେର ଜବରଦସ୍ତ ଋଣ ଅସୁଲ କରୁଛନ୍ତି । ଏହି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହା ଏକ ଗୁରୁତର ଚିନ୍ତା ବିଷୟ । ଋଣ ଅସୁଲ ନେଇ କେତେକ ନିୟନ୍ତ୍ରିତ ଏବଂ ଅଣନିୟନ୍ତ୍ରିତ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ମହିଳା ମୃତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ପାଖରେ ଜଣେ ମହିଳା ବାଇକରୁ ଖସିପଡି ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ଦିନ ପ୍ରାୟ ୨ଟା ସମୟରେ ଗୋଟିଏ ବାଇକରେ ଜଣେ ବାଇକ ଚାଳକ ୨ଜଣ ମହିଳାଙ୍କୁ ତୁରେକଲା ପଟୁ ଲାଠୋର ଛାଡିବା ପାଇଁ ଲିଫ୍ଟ
Read More...
error: Content is protected !!