Daily Archives

ବରଗଡ଼ର ଝିଅ ଉତ୍କଳ ବିଶ୍ୱବିଦ୍ୟାଳୟରେ ସମ୍ମାନୀତ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ବରଗଡ଼ ସହର ୱାର୍ଡ ନଂ ୧୮ ଭାରତୀନଗର ବାସିନ୍ଦା ପିତା ବାସୁଦେବ ପ୍ରଧାନ ଓ ମାତା ଚନ୍ଦ୍ରମାଙ୍କ ଝିଅ ସୁଶ୍ରୀ ଅଙ୍କିତା ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର (ବାଣୀବିହାର)ରେ ଅଧ୍ୟୟନ କରି ରସାୟନ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି
Read More...

ଗଞ୍ଜାମ ଜିଲ୍ଲାର ଖବରକାଗଜ ବିତରକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଖବର କାଗଜ ବିତରକମାନଙ୍କୁ ସେମାନଙ୍କ ହକ ଦେବା ଓ ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସକାଶେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ ୨୩/୧୨/୨୦୨୧ ଦିନ ସେମାନଙ୍କୁ ଆର୍ଥିକ ସହାୟତା ଓ ସାମାଜିକ
Read More...

ବ୍ରହ୍ମପୁର ବଡ଼ମେଡ଼ିକାଲରେ ଅଗ୍ନିକାଣ୍ଡ ଘଟି ଫାଇଲ ଓ ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷ ପୋଡି ନଷ୍ଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସ୍ଥ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ (ଏମ୍‌କେସିଜି) ପ୍ରଶାସନିକ କୋଠାରେ ସୋମବାର ଭୋର ୪ଟା ବେଳେ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ସାର୍ଟସର୍କିଟ ଯୋଗୁଁ ଅଧ୍ୟକ୍ଷଙ୍କ କୋଠରୀ ନିକଟରେ ଥିବା ଏଷ୍ଟାବ୍ଲିସମେଣ୍ଟ ବିଭାଗରେ
Read More...

ଉଦ୍‌ଯାପିତ ହେଲା ଦ୍ୱିତୀୟ ପଦ୍ମପୁର ଲୋକ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ଏପ୍ରିଲ ୨୯ ତାରିଖରୁ ପଦ୍ମପୁର ଟାଉନ କ୍ଲବ ଆନୁକୂଲ୍ୟରେ ଅଶୋକ ଖେଳ ପଡିଆରେ ଆୟୋଜିତ ଦ୍ବିତୀୟ ପଦ୍ମପୁର ଲୋକ ମହୋତ୍ସବ ୧ ତାରିଖ ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । କେଶ ରଞ୍ଜନ ପ୍ରଧାନ ଓ ଅଶୋକ କୁମାର ବହିଦାରଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଉଦ୍‌ଯାପନୀ
Read More...

ପତ୍ନୀର ବାହାଘର ରୋକିବା ପାଇଁ ପୁଅକୁ ଧରି ଥାନାର ଦ୍ଵାରସ୍ଥ ହେଲେ ସ୍ୱାମୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପତ୍ନୀର ବାହାଘର ରୋକିବା ପାଇଁ ପିଲାକୁ ଧରି ଥାନାର ଦ୍ଵାରସ୍ଥ ହେଲେ ସ୍ୱାମୀ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ଗ୍ରାମରେ । ଅଭିଯୋଗ ଅନୁସାରେ ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ଗ୍ରାମର ପିତବାସ ମାଝୀ ଗତ
Read More...

ଲଳିତ ନାୟକ ଫାଉଣ୍ଡେସନ୍ ପକ୍ଷରୁ ଶ୍ରମିକ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ କେବିକେ ଆଇ.ଟି.ଆଇ ପରିସରରେ ଶ୍ରମିକ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଟିଟିଲାଗଡ ସୋନପୁରର ସି.ଡବ୍ଲୁ.ସି ଶ୍ରମିକ, ବିଦ୍ୟୁତ ଶ୍ରମିକ, ଅଟୋ ଚାଳକ ଶ୍ରମିକ ସଂଘ, ମିଟର ରିଡର ସଂଘ, ରିସ୍କା ଚାଳକ ସଂଘ ଓ ବଲାଙ୍ଗିର
Read More...

ବିଜେପି ନବ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ସହ ନିର୍ବାଚନୀ ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ଦଳ ତରଫରୁ ଶ୍ରୀ ନୃସିଂହନାଥ ଆଇଓସିଏଲ୍‌ ଗେଷ୍ଟ ହାଉସ ଠାରେ ବିଜେପି ସମର୍ଥିତ ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ, କାଉନସିଲର ମାନଙ୍କୁ ସମ୍ବର୍ଦ୍ଧିତ
Read More...

୧୫ ଦିନ ହେଲା ଜିଓ ଇଣ୍ଟରନେଟ୍‌ ସେବା ବନ୍ଦ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ବେନକେରା ଗାଁରେ ଥିବା ଏକ ଜିଓ ଟାୱାର ପ୍ରାୟ ୧୫ଦିନ ହେବ ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଛି । ଯାହାଫଳରେ ଅନ୍-ଲାଇନ କାମ, ଅନ୍ ଲାଇନ୍ ଶିକ୍ଷାଦାନ, ଏଣ୍ଟରନେଟ କାମ ବନ୍ଦ ହୋଇଯାଇଥିବା ବେଳେ ନାହିଁ ନଥିବା ଅସୁବିଧାର
Read More...

କିଷାନ ଭାଗିଦାରୀ ପ୍ରାଥମିକତା ହମାରୀ ଅଭିଯାନ

ବଲାଙ୍ଗିର, (ଦେବାଶଷିଷ ମିଶ୍ର) : ଆଗଲପୁର ଡୁଡୁକା ବ୍ଲକ ଅନ୍ତର୍ଗତ କୁଟାସିଂହ ଗ୍ରାମର କପିଳେଶ୍ୱର ପ୍ରାଙ୍ଗଣ କଣ୍ଟାପାଲି ଠାରେ ତ୍ରିରଙ୍ଗା ଯୁବକ ସଂଘ ଓ ଅଭୟା କୃଷକ ଉତ୍ପାଦକ କମ୍ପାନୀର ଆୟୋଜନ କ୍ରମେ ଏମ୍‌ଡି ନରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର

ବରଗଡ଼, (ସତ୍ୟନରାୟଣ ପ୍ରଧାନ) : ବରଗଡ଼ ସହର ନିକଟସ୍ଥ ଗୋବିନ୍ଦପୁର ସ୍ଥିତ ଜିଲ୍ଲା ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଏକ ଅଘଟଣ ଘଟିଛି । ଗତକାଲି ପୋଲିସ ବାରେକରେ ରହୁଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ୧୮୯ ବାଟାଲିଆନର ଜଣେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି ।
Read More...