ପଦ୍ମପୁର ଗୋୟଲ ଟ୍ରେଡର୍ସରେ ସିଟି ଏଣ୍ଡ ଜିଏସଟି ଟିମ୍ର ଚଢ଼ାଉ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବସନା ରାସ୍ତାରେ ଥିବା ଗୋୟଲ ଟ୍ରେଡର୍ସରେ ବରଗଡ଼ ଓ ସମ୍ବଲପୁର ସିଟି ଏଣ୍ଡ ଜିଏସଟି ଟିମ୍ ମିଳିତ ଚଢ଼ାଉ କରିଛି । ଜିଏସଟି ଏସିଷ୍ଟାଣ୍ଡ କମିଶନର ରଜନୀକାନ୍ତ ସେଠଙ୍କ ନେତୃତ୍ୱରେ ଟିମ୍ ଆଜି ଦିନ ପ୍ରାୟ ୧୧ଟା ସମୟରେ ଚଢ଼ାଉ ଆରମ୍ଭ କରିଛନ୍ତି ।!-->…
Read More...
Read More...