Daily Archives

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ୨ ଗିରଫ, ୮୦ଲିଟର ରନ୍ଧା ମଦ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌): ନାଇକେନପାଲି ଓ ଡାହିମାଲରେ ବଲାଙ୍ଗିର ଅବକାରୀ ବିଭାଗ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ୮୦ ଲିଟର ରନ୍ଧା ମଦ ଜବତ କରିଥିବା ସୂଚନା ମିଳିଛି । କୌଣସି ସୂତ୍ରରୁ ନାଇକେନପାଲି ଓ ଡାହିମାଲରେ ଦେଶୀ ମଦ ରନ୍ଧା ଯାଉଥିବା ଖବର ପାଇ ବଲାଙ୍ଗିର ଅବକାରୀ ବିଭାଗ
Read More...

ଡ୍ରେନ୍‌ ଭିତରେ ମିଳିଲା ଜରି ଗୋଟାଳି ଯୁବକଙ୍କ ମୃତ ଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସୁଦପଡ଼ା ବଲାଙ୍ଗିର ରୋଡ଼୍‌ ରେଳଷ୍ଟେସନ ନିକଟରେ ଏକ ଡ୍ରେନ୍‌ ଭିତରେ ଜଣେ ଜରି ଗୋଟାଳି ଯୁବକଙ୍କ ମୃତ ଦେହ ପଡ଼ିଥିବା ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକଙ୍କ ଅନୁସାରେ ‘ପଲଉ’ ନାମରେ ମୃତ ଯୁବକଙ୍କୁ ଜାଣନ୍ତି । ତେବେ
Read More...

କୋଭିଡ଼ ସଂପର୍କରେ ରାଜ୍ୟ ସରକାରଙ୍କ ସହ ନିର୍ବାଚନ ଆୟୋଗଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସଂପ୍ରତି ଦିନକୁ ଦିନ ଦ୍ରୃତ ଗତିରେ କୋଭିଡ଼ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ସରକାରଙ୍କ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର
Read More...

ବଲାଙ୍ଗିର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଦ୍ୱିତୀୟ ଆୟୁର୍ବେଦୀୟ ସ୍ୱାସ୍ଥ୍ୟ ଶିବିର ତଥା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଦ୍ୱିଦିବସୀୟ ସ୍ୱାସ୍ଥ୍ୟ ସେବା ଶିବିର, ଆହର ପର୍ବ ଆଜି ବିଧାୟକ ନରସିଂହ ମିଶ୍ରଙ୍କ କର କମଳରେ ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡା.ଅରୁଣ କୁମାର ଦାସ,
Read More...

ବଲାଙ୍ଗିର ସିଭିଲ କୋର୍ଟ ମୁଖ୍ୟ କିରାଣୀ ପଞ୍ଚାନନ ପଟ୍ଟନାୟକ ଓ ଜିଲ୍ଲା ଜଜ୍‌ କୋର୍ଟ ପେସ୍କାର କୃଷ୍ଣ ପ୍ରସାଦ ମିଶ୍ରଙ୍କ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସିଭିଲ କୋର୍ଟ ମୁଖ୍ୟ କିରାଣୀ ପଞ୍ଚାନନ ପଟ୍ଟନାୟକ ଓ ଜିଲ୍ଲା ଜଜ୍‌ କୋର୍ଟ ପେସ୍କାର କୃଷ୍ଣ ପ୍ରସାଦ ମିଶ୍ର ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ସିଭିଲ କୋର୍ଟ ପରିସରରେ ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ପ୍ରକାଶ କୁମାର ନେପାକଙ୍କ
Read More...

ଅଗ୍ନିକାଣ୍ଡରେ ଗୁହାଳ ଘର ଜଲିଗଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଅରିଶଲ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିଗାଁ ଗ୍ରାମର ବିଶ୍ଵମ୍ବର ମଲ୍ଳିକଙ୍କ ଗୁହାଳ ଘରେ ଶୁକ୍ରବାର ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗିଯାଇଥିବା ବେଳେ ତିନୋଟି ଗାଈ ଓ ଗୋଟିଏ ବାଛୁରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଡେଲାଙ୍ଗ
Read More...

ପୋଲିସ ସାମ୍ନାରେ ନିଶାସକ୍ତ ଯୁବକଙ୍କ ଉତ୍‌ପାତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ରାତି ନାଇଟ୍‌ କର୍ଫ୍ୟୁ ସମୟରେ ସ୍ଥାନୀୟ ପାଟଣା ଛକରେ ତିନି ଜଣ ଯୁବକ ଏକ ମୋଟର ସାଇକେଲରେ ଯିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇଥିବା ବେଳେ ନିଶାସକ୍ତ ଯୁବକଙ୍କ ଉତ୍‌ପାତ୍‌ ଦେଖିବାକୁ ମିଳଛି । ପୋଲିସ୍‌ ସହ ଯୁକ୍ତିତର୍କ କରିବା ସହ ଠେଲାପେଲା ଯାଏଁ
Read More...

ଅରିଶଲରେ ଧାନମଣ୍ଡି ଶୁଭ ଉଦ୍‌ଘାଟନ କଲେ ବିଧାୟକ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଚାଷୀଙ୍କ ଧାନକୁ କାର୍ଯ୍ୟକରିବା ପାଇଁ ଶୁକ୍ରବାର ଅରିଶଲ ସେବା ସମବାୟ ସମିତିର ଧାନମଣ୍ଡିକୁ ଶୁଭ ଉଦ୍‌ଘାଟନ କଲେ ମୁଖ୍ୟଅତିଥି ରୁଦ୍ର ପ୍ରତାପ ମହାରଥୀ । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମହାରଥୀଙ୍କ ସହ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଡେଲାଙ୍ଗ
Read More...

ଦିଲ୍ଲୀରେ ବର୍ଷା : ଅସମ୍ଭାଳ ଶୀତ, ଜନଜୀବନ ବେହାଲ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ । ଏହା ସାଙ୍ଗକୁ କାଳ ସାଜିଛି ଅଦିନିଆ ବର୍ଷା । ବର୍ଷା ଯୋଗୁଁ ରାଜଧାନୀର ରାସ୍ତା ମାନଙ୍କରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶୀତ ସାଙ୍ଗକୁ ଏହି ଅଦିନିଆ ବର୍ଷାରେ ବେହାଲ ହୋଇପଡିଛି ଦିଲ୍ଲୀର
Read More...

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା : ମହିଳାଙ୍କ ପାଇଁ ୧୫ଟି ଅଧ୍ୟକ୍ଷ ପଦ…

ଭୁବନେଶ୍ୱର : ବହୁ ବାଦବିବାଦ ପରେ ପ୍ରକାଶ ପାଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା । ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ପାଇଁ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବା ବେଳେ ପଂଚାୟତିରାଜ ବିଭାଗ ପକ୍ଷରୁ ମୋଟ ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ
Read More...