Daily Archives

ମିଠାପାଲି ପଞ୍ଚାୟତରେ ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ରାଜୀବ ଭବନଠାରେ ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମିଠାପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ସହଦେବ ଧରୁଆଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।
Read More...

ଉତ୍କଳୀୟମ୍ ଫାଉଣ୍ଡେସନ୍ ଦ୍ୱାରା ସମ୍ମାନିତ ହେଲେ ସମାଜସେବୀ ରଶ୍ମିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଉତ୍କଳୀୟମ୍ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ୱାରା ରାଜ୍ୟସ୍ତରୀୟ କରୋନା ଯୋଦ୍ଧା ସମ୍ମାନ - ୨୦୨୧ କାର୍ଯ୍ୟକ୍ରମ ଉତ୍କଳ ସାମ୍ବାଦିକ ସଂଘ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର କରୋନା ଯୋଦ୍ଧା ଯଥା ପୋଲିସ, ଡାକ୍ତର,
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନ ୧୧ ଟାରେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ସଭାଗୃହରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ, ପାଇକମାଲ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ରାସନ କାର୍ଡ଼ରେ ଦୁର୍ନୀତିର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜଗଲପାଟ ଗ୍ରାମ ପଞ୍ଚାୟତରେ ବାରମ୍ବାର ଦୁର୍ନୀତି ବଢ଼ିବାରେ ଲାଗିଛି । କିଛିଦିନ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଡ଼ସାହାଜବାହାଲର କିଛି ଜଣ ଦୁର୍ନୀତିର ପ୍ରତିବାଦରେ କିରାସିନି ଢାଳି ହେଇ
Read More...

ମଧ୍ୟପ୍ରଦେଶରେ ଏବେ ନାଇଟ୍‌ କର୍ଫ୍ୟୁ ଜାରି ଅଛି, ଅନ୍ୟ କୌଣସି ପ୍ରତିବନ୍ଧକ ଲାଗୁ ହେବ ନାହିଁ, କରୋନା ସମୀକ୍ଷା ବୈଠକରେ…

ଭୋପାଳ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ଏବଂ ଓମିକ୍ରନର ବିପଦ କାରଣରୁ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବବୈଠକ କରିଛନ୍ତି । ବୈଠକରେ ସିଏମ୍ ଶିବରାଜ ରାତିର କର୍ଫ୍ୟୁ ବ୍ୟତୀତ ଅନ୍ୟ କୌଣସି ପ୍ରତିବନ୍ଧକ ନ
Read More...

ଅସୁରକ୍ଷିତ ଢେଙ୍କାନାଳ : ଦିନ ଦ୍ୱିପହରରେ ଗ୍ରୀଲ ତାଡି ଘରୁ ଚୋରି ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସହର ଟାଉନ ପ୍ଳାନିଙ୍ଗ ସ୍ଥିତ ଟିଚର୍ସ କଲୋନୀରେ ଆଜି ଦିନ ଦ୍ୱିପହରରେ ଘରର ଗ୍ରୀଲ ତାଡି ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ କଲୋନୀରେ ରହୁଥିବା ଅଖିଳ ବେହେରାଙ୍କ ଘର ଲୋକ କୌଣସି କାମ ପାଇଁ ବାହାରକୁ ଯାଇଥିବା ବେଳେ ଦିନ ପ୍ରାୟ
Read More...

ଆଇଆଇଟି କାନପୁରର ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ଆତ୍ମନିର୍ଭରଶୀଳତାର ମନ୍ତ୍ର

କାନପୁର : ଆଇଆଇଟି କାନପୁରର ୫୪ତମ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରମାନଙ୍କୁ ଆତ୍ମନିର୍ଭରଶୀଳତାର ମନ୍ତ୍ର ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ଚାହୁଁଛି ଯେ, ଆପଣମାନେ ମଧ୍ୟ ଆତ୍ମନିର୍ଭରଶୀଳ ଭାରତର ଅଂଶ ହୁଅନ୍ତୁ । ସେ ଆହୁରି କହିଛନ୍ତି ଯେ, ଆତ୍ମନିର୍ଭରଶୀଳ ଭାରତ ହେଉଛି
Read More...

ଗନ୍ଧରେଲରେ ଏଆଇଡିଏସ୍‌ଓର ୬୮ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗନ୍ଧରେଲ ଏଆଇଡିଏସ୍‌ଓ ଅଫିସ ପରିସରରେ ଏଆଇଡିଏସ୍‌ଓର ୬୮ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । କୁଶ ପୃଷ୍ଟି ବାଗ ଏଥିରେ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଏଆଇଡିଏସ୍‌ଓର ଅଲ୍‌ ଇଣ୍ଡିଆ ଭାଇସ୍‌ ପ୍ରେସିଣ୍ଡେଣ୍ଟ ଅଶୋକ ମିଶ୍ର,
Read More...

ଦିଲ୍ଲୀରେ ୟଲୋ ଆଲର୍ଟ ଜାରି, ଲାଗୁ କରାଯିବ ପ୍ରତିବନ୍ଧକ : କେଜ୍ରିୱାଲ କହିଲେ, ୧୦ ଗୁଣ ଅଧିକ ପ୍ରସ୍ତୁତି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲାରେ ବୃଦ୍ଧି ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ 'ଗ୍ରେଡେଡ଼ ରେସପନ୍ସ ଆକ୍ସନ୍ ପ୍ଲାନ୍' ଅଧୀନରେ ଦିଲ୍ଲୀରେ ୟଲୋ ଆଲର୍ଟ ଜାରି କରାଯାଇଛି ଏବଂ ପ୍ରତିବନ୍ଧକ ମଧ୍ୟ ଲାଗୁ ହେବ । ସେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୫୫ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ
Read More...