Daily Archives

ସାରେଙ୍ଗପଡ଼ାରେ ବିଦ୍ୟାଳୟ ବନ୍ଦ ପରେ କୈବଲ୍ୟ ଏଡ଼ୁକେସନ୍ ଫାଉଣ୍ଡେସନ୍ ଖୋଲିଲା ପାଠାଗାର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଭ୍ୟନ୍ତରୀଣ ଇଲାକା ସାରେଙ୍ଗପଡ଼ାଠାରେ ଛାତ୍ରଛାତ୍ରୀ କମ୍ ଥିବା ଦର୍ଶାଇ ବିଦ୍ୟାଳୟକୁ ଅନ୍ୟତ୍ର ମିଶାଇ ଦିଆଯାଇଛି । କିନ୍ତୁ ବର୍ତ୍ତମାନ ଏହି ଗାଁରେ ଉପଯୁକ୍ତ ଛାତ୍ରଛାତ୍ରୀ ରହିଥିବା ଏକ କ୍ଷେତ୍ର ସର୍ଭେରେ ଜଣାଯିବା ପରେ
Read More...

ଅମର ଅସଲମ୍ କାର୍ଯ୍ୟକ୍ରମ : ମ.ରାମପୁର ପ୍ରେସ୍ କ୍ଲବ୍ ତରଫରୁ ଅସଲମଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି

ମ.ରାମପୁର, (ହେମନ୍ତ ସାହୁ) : ସାମ୍ବାଦିକ ଜଗତର ଜଣେ ନିର୍ଭିକ ସାମ୍ବାଦିକଙ୍କୁ ହରାଇଲୁ ଆମେ । ଜଣେ ନିଷ୍ଠାପର, କର୍ତ୍ତବ୍ୟନିଷ୍ଠ ତଥା ଅସହାୟଙ୍କ ସ୍ୱର ପାଲଟି ଥିବା ସ୍ୱଗର୍ତ ମହମ୍ମଦ ଅସଲମଙ୍କ ବିୟୋଗରେ ମ.ରାମପୁର ପ୍ରେସ କ୍ଲବ ତରଫରୁ ଆୟୋଜିତ ଅମର ଅସଲମ କାର୍ଯ୍ୟକ୍ରମରେ ଅତିଥିମାନେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨୦ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କୁ ଗତକାଲି ଦ୍ୱାଦଶାହ ଅବସରରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ସଭାପତି ବିଭୁତି ଭୁଷଣ କର ଅଧ୍ୟକ୍ଷତା କରି ସ୍ୱର୍ଗତ ବେହେରାଙ୍କୁ ଜଣେ ବହୁ ମୁଖୀ
Read More...

ବରିଷ୍ଠ ସାମ୍ବାଦିକଙ୍କ ବିକ୍ରମ ପାଣିଙ୍କ ବିୟୋଗ

ଢେଙ୍କାନାଳ, (ତାପସ ଦାସ) : ବରିଷ୍ଠ ସାମ୍ବାଦିକଙ୍କ ବିକ୍ରମ ପାଣିଙ୍କ ବିୟୋଗ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ବିକ୍ରମ ପାଣି ଦୀର୍ଘ ଦିନ ହେବ ସଂଘ ସହ ଯୋଡି ହୋଇ ସଂଘକୁ ସୁଦୃଢ କରିଆସୁଥିଲେ । ବିଭିନ୍ନ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିବା ସହ ୨୦୧୫ରୁ ୧୮ ପର୍ଯ୍ୟନ୍ତ
Read More...

ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ସହିଦ ବୀରପୁତ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତାମିଲନାଡୁ କୂନ୍ନୂର ନିକଟରେ ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ସେନା ମୁଖ୍ୟ ଜେନେରାଲ ବିପିନ ରାଉତଙ୍କ ସହ ଉକ୍ତ ହେଲିକପ୍ଟରରେ ସହଯାତ୍ରୀ ଥିବା ତାଙ୍କ ଧର୍ମପତ୍ନୀ ମଧୁଲୀକା ସମେତ ୧୧ଜଣ ବୀରପୁତ୍ରଙ୍କ ଅକାଳ ବିୟୋଗ ଘଟିଛି । ଦେଶର ଏହି ଅପୂରଣୀୟ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୩ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ
Read More...

ସୋନପୁର ଡାଏଟରେ ବିଦ୍ୟାଳୟର କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ ସଂପର୍କିତ ତାଲିମ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସଦର ଡାଏଟ ପ୍ରାଙ୍ଗଣରେ ୫ ଦିବସୀୟ ବିଦ୍ୟାଳୟ ସ୍ତରୀୟ ଶିଶୁଙ୍କ ଉଦ୍ଦେଶ୍ୟରେ ଆୟୁଷ୍ମାନ ଭାରତ ତରଫରୁ ଓଡିଶା ସରକାର ସ୍ୱାସ୍ଥ୍ୟ ବିଭାଗ ଏବଂ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ସଂପର୍କିତ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ
Read More...

ରବିବାର ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଚୂଡ଼ାନ୍ତ

ପ୍ରଥମେ ମା'ତାରାତାରିଣୀଙ୍କ ଦର୍ଶନ ଓ ପରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ ନୂତନ ପ୍ରକଳ୍ପର ଶିଳାନ୍ୟାସ ଓ ଆନୁଷ୍ଠାନିକ ଉଦ୍‌ଘାଟନ କାର୍ଯ୍ୟକ୍ରମ ସହ
Read More...

ଗତ ୨୪ ଘଂଟାରେ ୧୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦୦୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୨ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...