Daily Archives

ନିରୁପମା ନାୟକ ଓ ଦୁଷ୍ମନ୍ତ ନାୟକ ପାଇଲେ ଜ୍ଞାନଗୁରୁ ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂସାର ଜ୍ଞାନମୟ । ଜ୍ଞାନର ପ୍ରଦୀପରେ ଏ ଜଗତ ହୁଏ ଆଲୋକିତ । ଏହି ଜ୍ଞାନରୂପୀ ମହୋଦଧିରେ ସନ୍ତରଣ କରିବା ପାଇଁ ଆବଶ୍ୟକ ହୁଏ ଜ୍ଞାନଗୁରୁଙ୍କ ଆଶୀର୍ବାଦ । ବହୁଳ ପ୍ରସାରିତ ପାର୍ଥନା ଟେଲିଭିଜନ ଚାନେଲରେ ହେଉଥିବା ଜ୍ଞାନଗୁରୁ କାର୍ଯ୍ୟକ୍ରମରେ ରାଉରକେଲା
Read More...

ଜିଲ୍ଲା କ୍ରୀଡା ପ୍ରତିଯୋଗିତା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଜିଲ୍ଲା କ୍ରୀଡା ପ୍ରତିଯୋଗିତା ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାଗ ନେବାକୁ ଥିବା ଜିଲ୍ଲା କ୍ରୀଡା ସଂସଦର ପଞ୍ଜିକୃତ ସଂସ୍ଥା ତଥା ସ୍କୁଲ୍, କଲେଜ ଓ
Read More...

ବିଶ୍ଵ ଏଡସ୍‌ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିଶ୍ଵ ଏଡସ୍‌ ଦିବସ ଅବସରରେ ୟୁଥ୍ ଫର୍ ଭିଲେଜ୍ ପାଠାଗାର ପ୍ରାଙ୍ଗଣରେ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ସଭାପତି ଚୈତନ୍ୟ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ
Read More...

ଐତିହାସିକ ପୋତାଗଡ଼ ପରିଦର୍ଶନ କଲେ ଜିଲ୍ଲାପାଳ : ବିଶ୍ରାମାଗାର ଓ ଶୌଚାଳୟ ଉପରେ ଗୁରୁତ୍ୱାରୋପ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଅପରାହ୍ନରେ ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ପରିଦର୍ଶନ କରିଥିଲେ । ଉପଜିଲ୍ଲାପାଳ ନୀଳମାଧବ ଭୋଇ, ତହସିଲଦାର ଅରୁଣ କୁମାର ନାୟକ, ଏନଏସି ଇଓ ରୋନିତ କୁମାର, ଗ୍ରାସୀମ ଲୋକ ସମ୍ପର୍କ
Read More...

ଦୀପାଙ୍କ ଟ୍ୱିଟ ପରେ ମାନବିକତା ପ୍ରଦର୍ଶନ କଲା ରେଲ ବିଭାଗ : ବିନା ବୈଧ ଟିକେଟରେ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ଟ୍ୱିଟର ଗାର୍ଲ ଭାବେ ପରିଚିତ ଦୀପା ବାରିକ ଅନବରତ ଭାବେ ଅସହାୟ ଲୋକଙ୍କ ସେବା କରିବା ପାଇଁ ସବୁଆଡ଼େ ପରିଚିତ । ସେଥିପାଇଁ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି । ଏହି କ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୬ ଜଣ
Read More...