Daily Archives

ରୁଷରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ୁଛି : ଗୋଟିଏ ଦିନରେ ୧,୧୫୯ ଜଣଙ୍କ ମୃତ୍ୟୁ, ମସ୍କୋରେ କଡ଼ାକଡ଼ି ହେଲା…

ମସ୍କୋ : ରୁଷରେ କୋଭିଡ -୧୯ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଲୋକେ ଘରେ ରହି ଭାଇରସ୍‌ ବିସ୍ତାରକୁ ରୋକିବା ପାଇଁ ମସ୍କୋରେ ଗୁରୁବାର ଦିନ ୧୧ ଦିନିଆ ନିଷେଧାଦେଶ ଜାରି ହୋଇଛି । ସରକାରୀ କରୋନା ଭାଇରସ୍ ଟାସ୍କଫୋର୍ସ ରିପୋର୍ଟ କରିଛି ଯେ, ୨୪ ଘଣ୍ଟା ମଧ୍ୟରେ ୧,୧୫୯ ଲୋକ ଏହି
Read More...

ପ୍ରିୟଙ୍କା ଗାନ୍ଧୀଙ୍କ ମିଶନ ୟୁପି : ଲଲିତପୁର ଯିବା ପୂର୍ବରୁ ଲକ୍ଷ୍ନୌ ଷ୍ଟେସନରେ କୁଲି ଭାଇମାନଙ୍କୁ ଭେଟିଲେ

ଲକ୍ଷ୍ନୌ : ୟୁପି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ରାଜ୍ୟରେ ଦଳର ଆଧାରକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ, ଲକ୍ଷ୍ନୌରୁ ଲଲିତପୁର ଟ୍ରେନ୍ ଯିବା ପୂର୍ବରୁ ସେ ଲକ୍ଷ୍ନୌର ଚାରବାଗ ରେଳ ଷ୍ଟେସନରେ କୁଲି ଭାଇମାନଙ୍କୁ
Read More...

ବିଜେପି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବଙ୍କ ପୁଅଙ୍କର ନାଁରେ ସାଂଘାତିକ ଅଭିଯୋଗ : ମନରେଗା ଯୋଜନା ମିଥ୍ୟା ବିଲ କରି…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ । ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ପେଟପାଟଣା ପାଇଁ ଯାଆନ୍ତି । ହେଲେ ରାଜ୍ୟ ସରକାର ଦାଦନ ରୋକିବାରେ ବିଫଳତା ହୋଇଛନ୍ତି । ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଥିବା
Read More...

ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ିଲା, କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ । ଆସନ୍ତା ତିନି ବର୍ଷ ପାଇଁ ସରକାର ତାଙ୍କୁ ଆରବିଆଇର ଗଭର୍ଣ୍ଣର ଭାବରେ ପୁନଃ ନିଯୁକ୍ତ କରିଛନ୍ତି । ଏକ ସରକାରୀ ବିବୃତ୍ତିରେ କୁହାଯାଇଛି,
Read More...

ବିଜେପି ସଂଗଠନ ଘୁମୁସର ଜିଲ୍ଲା ପକ୍ଷରୁ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ଘେରାଉ : ପୋଲିସ ସହ ଧସ୍ତାଧସ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍‌ ସ୍ଥ ସନସାଇନ୍ ପବ୍ଲିକ ସ୍କୁଲର ମମିତା ମେହେରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବିଳମ୍ବରେ ଗିରଫ କରାଯାଇଥିବା ବେଳେ ଏ କ୍ଷେତ୍ରରେ
Read More...

ମମିତା ମେହେର ହତ୍ୟା ଘଟଣା : ଭାଜପା ପକ୍ଷରୁ ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ

ନୂଆପଡ଼ା, (ନିରାକାର ମେହେର) : ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ, ଗୃହରାଷ୍ଟ୍ର
Read More...