Daily Archives

ଓୟୁଜେ ପକ୍ଷରୁ ସାମ୍ବାଦିକ ଡ଼ମ୍ବରୁଧରଙ୍କୁ ଚେକ୍ ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବାର୍ଦ୍ଧକ୍ୟଜନିତ କାରଣ ଯୋଗୁଁ ଅସୁସ୍ଥ ଥିବା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ଅଫ୍‌ ବରଗଡ଼(ଜାବ) ପ୍ରତିଷ୍ଠାତା ସଦସ୍ୟ ଡ଼ମ୍ବରୁଧର ରଣାଙ୍କୁ ଓଡ଼ିଶା ୟୁନିଅଫ୍ ଜର୍ଣ୍ଣାଲିଷ୍ଟ(ଓୟୁଜେ) ପକ୍ଷରୁ ସହାୟତା ରାଶିର ଚେକ ପ୍ରଦାନ କରାଯାଇଛି । ଜାବର ବରିଷ୍ଠ ସଭ୍ୟ
Read More...

ଓଡ଼ିଆ ପୁଅ ପ୍ରଶାନ୍ତଙ୍କ ପ୍ରଚେଷ୍ଟାରେ ଦୁବାଇରେ ‘ଆମର୍ ସାହିତ୍ୟ’ ୱେବ୍ ସାଇଟ୍ ଲୋକାର୍ପିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଇତି ମଧ୍ୟରେ ବିଜୟା ଦଶମୀ ଦିନ ଲୋକାର୍ପିତ ହୋଇ ଯାଇଛି 'ଆମର୍ ସାହିତ୍ୟ' ୱେବ୍ ସାଇଟ୍ । ଦୁବାଇରେ ରହୁଥିବା ପ୍ରଶାନ୍ତ ମେହେରଙ୍କର ପ୍ରଚେଷ୍ଟାରେ ଓ ଅନ୍ୟାନ୍ୟ ଉଦ୍ୟମୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି ୱେବ୍ ସାଇଟ୍ ତିଆରି ହୋଇ କବି, ଲେଖକ, ପାଠକ ଓ
Read More...

ବିସିଏ ପରୀକ୍ଷାରେ ଇମ୍ପେରିଆଲ କଲେଜର ସଫଳତା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିସିଏ ସ୍ନାତକ ପରୀକ୍ଷାରେ ବିଦ୍ୟାବିହାରସ୍ଥିତ ଇମ୍ପେରିଆଲ କଲେଜର ତିନିଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇଛନ୍ତି । ଏଞ୍ଜେଲ ବେହେରା ୮୬•୩୭% ସପ୍ତମ ସ୍ଥାନ, ଅଙ୍କିତ ନାଗ ୮୬•୧୧% ଅଷ୍ଟମ ସ୍ଥାନ
Read More...

ପେନ୍‌ସନ୍‌ ଭୋଗୀଙ୍କ ଅଧିବେଶନ ଏବଂ ବ୍ରହ୍ମପୁର ଡାକ-ମଣ୍ଡଳର ଡାକ ସପ୍ତାହ ପାଳନ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଡାକ ସପ୍ତାହର ଶେଷ ଦିବସରେ ବ୍ରହ୍ମପୁର ଡିଭିଜନ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ଡାକ-ଅଧିକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ପୌରୋହିତ୍ୟ ତଥା ସହକାରୀ ଡାକ ଅଧିକ୍ଷକ ମନୋଜ କୁମାର ବେହେରା, ସୁଧାଂଶୁ କୁମାର ପାଢ଼ୀ, ବ୍ରହ୍ମପୁର ପୋଷ୍ଟ ମାଷ୍ଟର ତାରିଣୀ
Read More...
error: Content is protected !!