Daily Archives

ବ୍ଳକର ବିଭିନ୍ନ ସ୍କୁଲରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଯୋଗଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଅବହେଳା ଯୋଗୁଁ ଦୀର୍ଘ ବର୍ଷ ହେବ ଅନେକ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପଦବୀ ଖାଲି ପଡ଼ିଛି ଯାହା ଫଳରେ ଅନେକ ଥର ସ୍ଥାନୀୟ ଜନସାଧାରଣ ଜିଲ୍ଲା ପ୍ରଶାସନଙ୍କୁ ଅନକେ ଥର ଦାବୀ ମଧ୍ୟ କରି ଆସୁଥିଲେ ।…
Read More...

ଆଦିବାସୀ ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : ଆଦିସ୍କନ୍ଦ ସମାଜ ମ.ରାମପୁର ବ୍ଲକର କାର୍ଯ୍ୟକାରିଣୀ ବୈଠକ ବୁରାଟଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୧୯ଟି ପଂଚାୟତ ସ୍ତରୀୟ ସଭାପତି, ସମ୍ପାଦକ ବ୍ଲକ କମିଟି ସଭ୍ୟ ଉପସ୍ଥିତ ଥିଲେ । ବ୍ଲକ ସଭାପତି ପଦମ ସିଂ ମାଝୀଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇ…
Read More...

ଖୁବଶୀଘ୍ର ଛତ୍ରପୁର ସହରକୁ ମ୍ୟୁନିସିପାଲଟି ଭାବେ ଘୋଷଣା କରିବାକୁ ନାଗରିକ କମିଟିର ଦାବୀ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଅଣ୍ଟା ଭଡିଲା ନାଗରିକ କମିଟି । ଏନେଇ ଶନିବାର ସ୍ଥାନୀୟ ପିଏନ୍‌ୟୁଏ କଲେଜ ପରିସରରେ ଅନୁଷ୍ଠିତ ଏକ ଆଲୋଚନା ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଆଲୋଚନା କରାଯାଇଥିବା ସହରର ବିଭିନ୍ନ ସମସ୍ୟାର…
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨୪୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୨୧୨୯କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୧୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୨୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା…
Read More...

ନାବାଳିକା ଝିଅକୁ ରାଜସ୍ଥାନୀ ବର : ବାଲ୍ୟ ବିବାହ ରୋକିବାରେ ସଫଳ ହେଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ସ୍ଥିତ ସାଉନ୍ତଉପେର ଗ୍ରାମରେ ନାବାଳିକା ଝିଅକୁ ରାଜସ୍ଥାନୀ ବର ସାଙ୍ଗରେ ବିବାହ କରିବା ପାଇଁ ପରିବାର ଲୋକେ ଉଦ୍ୟମ କରୁଥିଲେ । ଖବର ପାଇବା ପରେ ପ୍ରଶାସନ ପହଞ୍ଚି ବିବାହକୁ ବନ୍ଦ କରିବାରେ ସଫଳତା ହାସଲ…
Read More...