Monthly Archives

July 2021

ଉତ୍କଳମଣିଙ୍କ ୯୩ ତମ ଶ୍ରାଦ୍ଧବାର୍ଷି ସମାରୋହ

ଛତ୍ରପୁର, (କେ.ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଗୋପବନ୍ଧୁ ସ୍ମୃତି କମିଟୀ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୯୩ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ପବିତ୍ର ନେତ୍ରୋତ୍ସବ ଅବସରରେ
Read More...

ରାଜସ୍ୱ ଅମଲା ମାନଙ୍କୁ କରୋନା ଯୋଦ୍ଧା ଘୋଷଣା ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ ବରଗଡ଼) : ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବ ଅନୁସାରେ, ରାଜସ୍ୱ ଅମଲା ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲାପାଳଙ୍କୁ
Read More...

ରମ୍ଭା ସାହିତ୍ୟ ଘରର ପ୍ରଥମ ଭର୍ଚୁଆଲ କବିତା ଆସର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସାହିତ୍ୟ ଘର ରମ୍ଭା ଏନ୍‌ଏସିର ସଭାପତି ଜୟକୃଷ୍ଣ ତ୍ରିପାଠୀଙ୍କ ସଭାପତିତ୍ୱରେ ସାହିତ୍ୟ ଘର ରମ୍ଭା ଏନ୍‌ଏସିର ପ୍ରଥମ ଭର୍ଚୁଆଲ ଅନଲାଇନ କବିତା ଆସର ସନ୍ଧ୍ୟା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଭର୍ଚୁଆଲ ଅନଲାଇନ କବିତା ଆସରରେ ମୁଖ୍ୟ ଅତିଥି ଭାବେ
Read More...

ଋଷିକୂଲ୍ୟା ନଦୀ ଘାଟରେ ଅବସ୍ଥିତ କଂସାରୀଗଣ୍ଡ ଉନ୍ନତି ନିମନ୍ତେ ୨୪୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ପ୍ରସ୍ତାବ ଆଗତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁଣ୍ୟତ୍ତୋୟ ଋଷିକୂଲ୍ୟା ନଦୀଘାଟ ଅଞ୍ଚଳ ଛତ୍ରପୁର ବ୍ଲକ୍ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତ ଅଧିନ ହଂସପୁର ଠାରେ ଅବସ୍ଥିତ କଂସାରୀଗଣ୍ଡରେ ବ୍ୟାରେଜ ନିର୍ମାଣ କରାଯାଇ ଏକ ବୃହତ୍ତମ ଜଳ ପ୍ରକଳ୍ପର ନିର୍ମାଣ କରାଯିବା ନେଇ ବହୁ ଦିନ ଧରି
Read More...

ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ନିମନ୍ତେ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଛତ୍ରପୁର ଠାରେ ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ସମସ୍ତ ଗଣ୍ୟମାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗଞ୍ଜାମ
Read More...

ଛତ୍ରପୁରର ସମର୍ଥ ଆବାସିକ ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟ ତଥା ଗଞ୍ଜାମ ଜିଲ୍ଲା ଶାରିରୀକ ଅକ୍ଷମ ସଂଗଠନର ୨୨ତମ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ସମର୍ଥ ଆବାସିକ ସ୍ୱତନ୍ତ୍ର ବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗଂଜାମ ଜିଲ୍ଲା ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର କେ. ଆନନ୍ଦ ରାଓ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ
Read More...

ଛତ୍ରପୁରର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ରାଜା ରାଜୁଡା ସମୟରୁ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଯଥା ରୀତିରେ ଷୋଡଶ ବିଧାନକ୍ରମେ ସମାହିତ ହୋଇଯାଇଛି । ସ୍ୱଳ୍ପ ସଂଖ୍ୟକ ଭକ୍ତଙ୍କ ସମାଗମରେ ଚତୁର୍ଦ୍ଧା ଦିଅଁଙ୍କ
Read More...

ପୋଲିସ ପହଂଚିଲାନି : ଅଟକ ଗୋରୁ ବୋଝେଇ ଗାଡିକୁ ଛାଡିଦେଲେ ଲୋକେ

ଲୋଇସିଂହା, (କେପିଏନ୍‌ଏସ୍‌) : ଗୋ ଚାଲାଣ ହେଉଥିବା ବେଳେ ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡ। ଠାରେ ୫ଟି ଗୋରୁ ବୋଝେଇ ହୋଇଥିବା ବୋଲେରୋ ପିକଅପ୍‌ ଗାଡ଼ିକୁ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଲୋକେ ଅଟକ ରଖିଥିଲେ । ତେବେ ପୋଲିସକୁ ଖବର ଦିଆଯିବା ସତ୍ତ୍ୱେ ଘଟଣାସ୍ଥଳକୁ ପୋଲିସ ନ ଯିବା
Read More...

ଇଂ ଅମ୍ଳାନ ଷଡ଼ଙ୍ଗୀ ହେଲେ ୟୁଥ୍ ଫର୍ ଆକ୍ସନ କମିଟିର ରାଜ୍ୟ ଉପସଭାପତି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ଯୁବ ନେତା ତଥା ଯୁବ ସମାଜ ସେବୀ ଇଂ ଅମ୍ଳାନ ଷଡ଼ଙ୍ଗୀ ରାଜ୍ୟ ସ୍ତରୀୟ ଅଣରାଜନୈତିକ ସାମାଜିକ ସଂଗଠନ ୟୁଥ୍ ଫର୍ ଆକ୍ସନ କମିଟିର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଟିଟିଲାଗଡ ତଥା ବଲାଙ୍ଗିର ଜିଲ୍ଲାରେ
Read More...

ଅପରାଜିତାଙ୍କ ‘ୟୁଥ୍‌ ଫର୍‌ ଆକ୍ସନ’ରେ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ସନ୍ତୋଷ କୁମାର ପଟ୍ଟନାୟକ ମନୋନୀତ

ବଲାଙ୍ଗିର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତତ୍ୱାବଧାନରେ ଗଢା ଯାଇଥିବା ସାମାଜିକା ସଂଗଠନ ‘ୟୁଥ୍‌ ଫର୍‌ ଆକ୍ସନ’ରେ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିବା ବେଳେ ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସାଂସଦ ଅପରାଜିତା
Read More...