Monthly Archives

June 2021

ଧର୍ମପରାୟଣା ମହିଳା କମଳିନୀ ସାହୁଙ୍କ ପରଲୋକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭଦ୍ରା ଏମ.ଇ. ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବିଆରସିସି ପର୍ଶୁରାମ ସାହୁଙ୍କ ଧର୍ମପତ୍ନୀ କମଳିନୀ ସାହୁ(୫୮)ଙ୍କ ଗୁରୁବାର ଦିନ ପରଲୋକ ହୋଇଯାଇଛି । ସେ ଗତବର୍ଷ କର୍କଟ ରୋଗରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ
Read More...

ମୋ ପରିବାର ତରଫରୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ତତ୍ବାବଧାନରେ ଓଡିଶା ସରକାରଙ୍କ ତରଫରୁ ଆଜି ବ୍ରହ୍ମପୁର ୨୫ନମ୍ବର ୱାର୍ଡ ଶାସ୍ତ୍ରୀ ନଗରରେ ଶୁଖିଲା ରାସନ ସାମଗ୍ରୀ କରାଯାଇଛି । ଏହିପରି ବ୍ରହ୍ମପୁରର ପ୍ରତି ୱାର୍ଡରେ
Read More...

ଜୁଲାଇ ୨୫ ଯାଏଁ ଶ୍ରୀମନ୍ଦିର ବନ୍ଦ : ରଥ ଯାତ୍ରା ପରେ ଦର୍ଶନ ନିଷ୍ପତ୍ତି

ପୁରୀ : ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବାରୁ ରାଜ୍ୟ ସରକାର ଜୁଲାଇ ୧ ତାରିଖ ଯାଏଁ ଲକ୍‌ଡାଉନ୍‌ କଟକଣାରେ କୋହଳ କରିଛନ୍ତି । ହେଲେ ମନ୍ଦିର ପୂର୍ବବତ ବନ୍ଦ ରହିବ । ଚଳିତ ବର୍ଷ ବିନା ଭକ୍ତରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେବ । ହେଲେ ରଥଯାତ୍ରା ଭଳି ଏଥର ବିନା
Read More...

ଗାଁ ଭିତରେ ଭାଲୁ : ଘଉଡ଼ାଇବାକୁ ନାକେଦମ ହେଲେ ବନ ବିଭାଗ

ନୀଳଗିରି : ଗାଁ ଭିତରେ ଭାଲୁ । ଭାଲୁକୁ ଜଙ୍ଗଲକୁ ଘଉଡ଼ାଇବାକୁ ନାକେଦମ ହେଲେ ବନ ବିଭାଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ମିତ୍ରପୁର ବଣିଆ ଗାଁ ଅଂଚଳରେ । ସୂଚନା ଅନୁସାରେ, ଗତକାଲି ରାତିରେ ଭାଲୁ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ
Read More...

ବିଚିତ୍ର ଶିଶୁକନ୍ୟା ଜନ୍ମ : ନାକ ନାହିିଁ, ଗୋଟିଏ ଜାଗାରେ ୨ଟି ଆଖି

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ ମେଡିକାଲରେ ବୁଧବାର ଦିନ ଏକ ବିଚିତ୍ର ଶିଶୁକନ୍ୟା ଜନ୍ମ ନେଇଥିବା ଜଣାପଡ଼ିଛି । ଶିଶୁକନ୍ୟାର ନାକ ନାହିିଁ । ଗୋଟିଏ ଜାଗାରେ ରହିଛି ଦୁଇଟି ଆଖି । ସୂଚନା ଅନୁସାରେ କନ୍ଧମାଳ ଜିଲା କ.ନୂଆଗାଁ ଥାନା ଅନ୍ତର୍ଗତ ଡାମେରକିଆ ଗ୍ରାମର ଗୌତମ
Read More...

ବୋନ କ୍ୟାନସେରରେ ପୀଡିତ ନବ ନାହାକର ସ୍ୱାସ୍ଥ୍ୟ ପରିସ୍ଥିତି ଦିନକୁ ଦିନ ଜଟିଳ ହେଲାଣି

ଚିକିତ୍ସା ସହାୟତା ପାଇଁ ବିଭିନ୍ନ ମହଲରେ ଦାବୀବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରାଞ୍ଚଳ ୯ ନମ୍ବର ୱାର୍ଡର ବରପଲ୍ଲୀ ବାସିନ୍ଦା ଜଣେ ଗ୍ରାମ୍ୟ ଯୁବ ସମାଜସେବୀ, ତଥା ଜଣେ କୁଶଳୀ ପାଇପ ଶ୍ରମିକ ଭାବେ ଜୀବନ ବିତାଉଥିବା ନବ ନାହାକ(୨୮) ଦୀର୍ଘ ୫ ମାସ ହେଲା
Read More...

କର୍ଲାମୁଣ୍ଡା ବ୍ଲକର ନୂତନ ବିଇଓ ଭାବେ ଯୋଗଦେଲେ ହୃଷିକେଶ ଗହୀର

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ପଦବୀ ଦୀର୍ଘ ଦିନ ହେଲା ଖାଲି ଥିବା ବେଳେ ଆଜି ହୃଷିକେଶ ଗହୀର ନୂତନ ବିଇଓ ଭାବେ ଯୋଗଦେଇଛନ୍ତି । ସେ ଏହା ପୂର୍ବରୁ ଥୁଆମୂଳ ରାମପୁରର ବିଇଓ ଥିଲେ । ଆଜି କାର୍ୟ୍ୟରେ ଯୋଗଦେବା ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ
Read More...

ଦେଶରେ ୨୪ ଘଣ୍ଟାରେ ମଧ୍ୟରେ ୬୭୨୦୮ ଆକ୍ରାନ୍ତ ଚିହ୍ନଟ : ୨୩୩୦ ମୃତ

ନୂଆଦିଲ୍ଲୀ : ଦେଶରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ଘଣ୍ଟାରେ ୬୭୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୩୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୨୩୩୦ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ
Read More...

ଡବ୍ଲ୍ୟୁଟିସି ଫାଇନାଲ : ଭାରତ-ନ୍ୟୁଜିଲାଣ୍ଡ ଲଢେ଼ଇ ୧୮ରୁ ୨୨, ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟରେ ଉଭୟ ଦଳ : ମ୍ୟାଚରେ…

ସାଉଥମ୍ପଟନ୍ : ଚଳିତ ବର୍ଷର ସବୁଠାରୁ ପ୍ରତୀକ୍ଷିତ କ୍ରିକେଟ୍ ମୁକାବିଲା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଶୁକ୍ରବାର ଠାରୁ ସ୍ଥାନୀୟ ଏଜିସ୍ ବାୱେଲ ଷ୍ଟାଡିୟମ୍‌ରେ ଆରମ୍ଭ ହେବ । ଏହି ଲଢ଼େଇ ‌ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଓ
Read More...

ରାଜ୍ୟରେ ଗତ ୨୪ଘଣ୍ଟାରେ ୩୯ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪୭୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬ଜଣ
Read More...