Monthly Archives

February 2021

ଅବ୍ୟବସ୍ଥା ଘେରରେ ବାଲିଗୁଡାର ଶ୍ମଶାନ : ବାଇକ ଆଲୁଅରେ ଶବଦାହ କରାଯାଉଛି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିରେ ଥିବା ଶ୍ମଶାନ ଅବ୍ୟବସ୍ଥା ମଧ୍ୟରେ ରହିଛି । ବାଲିଗୁଡାର ସର୍ବ ପୁରାତନ ସାହି ନୁଆସାହିର ୱାର୍ଡ ନମ୍ବର ୫ ଓ ୬ରେ ବସବାସ କରୁଥିବା ଲୋକେ ଦୀର୍ଘ ପଚାଶବର୍ଷରୁ ଉର୍ଦ୍ଧ ହେବ ଜରାଶ୍ରମ ନିକଟରେ ଥିବା ଶ୍ମଶାନ…
Read More...

ଏନଏଚ ତଳକୁ ଖସିଲା ପିକଅପ : ଚାଳକ ଫେରାର

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ରାତିରେ ଏକ ମହିନ୍ଦ୍ରା ପିକଅପ୍ (ଡବ୍ଲୁବି ୩୧ ଏ ୩୭୫୦)ଗାଡ଼ି ଦେଓଗାଁ ପଟରୁ ବଲାଙ୍ଗୀର ଆଡ଼କୁ ଯାଉଥିବା ବେଳେ ସିନଖମନ ନିକଟରେ ଦୁର୍ଘଟଣା ଘଟିଛି । ଗାଡି ଚାଲକ ଜଣକ ଫେରାର ମାରିଥିବା ବେଳେ ଗାଡ଼ିଟି ବାଲେଶ୍ଵର ଯାଉଥିବା ସୂଚନା ମିଳିଛି ।
Read More...

ସଡକ ଦୁର୍ଘଟଣାରେ ଜଣେ ଆହତ ଓ ଜଣେ ମୃତ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ଥାନା ଅନ୍ତର୍ଗତ ଚାହାଂରଭଟା ପାଖରେ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟ ହେବା ସହ ଅନ୍ୟ ଜଣେ ଗଭୀର ଆହତ ହୋଇଛନ୍ତି । ମୃତ ଯୁବକ ଟିଟିଲାଗଡ ଥାନା ଅନ୍ତର୍ଗତ ହଳଦୀ ପଞ୍ଚାୟତର ପାତଳପଡ଼ାର ବରୁଣ ଭୋଇ (ବୟସ -୨୮) ଭାବରେ ପରିଚୟ ମିଳିଥିବା ବେଳେ ଆହତ…
Read More...

ଖବରଦାତା ସମ୍ମିଳନୀରେ ତଦନ୍ତ ଦାବୀ କଲା ବିଜେଡି : ସାଂସଦଙ୍କ ନୋମିନି ତଥା ଖଗସା ସରପଂଚଙ୍କ କରୋନା ମହାମାରୀ ଫଣ୍ଡ…

କଂଟାବାଂଜି, (ମନିଶ କୁମାର ହଂସ) : ବୁଧବାର ସଂଧ୍ୟାରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସଙ୍କ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ଖବରଦାତା ସମ୍ମିଳନୀରେ କରୋନା ମହାମାରୀ ସମୟରେ ହୋଇଥିବା ଦୁର୍ନୀତି ଉପରେ ଭିଜିଲାନ୍ସ ତଦନ୍ତ ଦାବୀ କରାଯାଇଛି । କରୋନା…
Read More...

ସାଲେଭଟା ପ୍ରାଥମିକ ବିଦ୍ୟାଳୟ ତରଫରୁ ଜାତୀୟ ସଡକ ସୁରକ୍ଷା ସଚେତନତା ମାସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ମାନବ ଜୀବନ ଆଜିର ଦିନରେ କରୋନାରେ ଭୟତ୍ରସ୍ତ । କରୋନା ଯୋଗୁଁ ଆମ ଦିନଚର୍ୟ୍ୟା ବେଶ ପ୍ରଭାବିତ । ଲକ୍ଷ୍ୟାଧିକ ବ୍ୟକ୍ତି ଆମ ଗହଣରେ ଆଉ ନାହାନ୍ତି । ଏଥିରେ ମର୍ମ୍ମାହତ । କିନ୍ତୁ ଚିରାଚରିତ ଭାବରେ ସଡକ ଦୁର୍ଘଟଣାରେ କେତେ ଯେ ପ୍ରାଣ ଚାଲିଯାଉଛି ସେକଥାକୁ ଆମେ…
Read More...

ସାବିତ୍ରୀ ବାଇଙ୍କ ସ୍ମରଣ ଦିବସ ପାଳନ

ଖପ୍ରାଖୋଲ, ( କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନ ଲାଠୋର ଗୋଷ୍ଠୀ କେନ୍ଦ୍ର ଠାରେ ମୂଳ ନିବାସୀ ମହିଳା ସଂଘର୍ଷ ସମିତି ଆନୁକୁଲ୍ୟରେ ତଥା ହେମବତି ସୁନାଙ୍କ ନେତୃତ୍ବରେ ରାଷ୍ଟ୍ରମାତା ଜ୍ଞାନ ଜ୍ୟୋତି ସାବିତ୍ରୀ ବାଇ ଫୁଲେଙ୍କ ସ୍ମରଣ ଦିବସ ପାଳନ ହୋଇ ଯାଇଛି ।…
Read More...

ସାଇବର ଠକେଇର ଶିକାର ହେଲେ ଡାକ୍ତର

କଟକ : କଟକ ସିଡ଼ିଏ ସେକ୍ଟର ୭ର ଡାକ୍ତର ସନାତନ ମହାନ୍ତି । ମୋବାଇଲ ସିମ ଆକ୍ଟିଭ ବାହାନାରେ ସାଇବର ଠକମାନେ ଡାକ୍ତର ମହାନ୍ତିଙ୍କୁ ଠକିବାକୁ ଜାଲ ବିଛାଇଥିଲେ । ଆଉ ସେଇ ଜାଲରେ ଡାକ୍ତର ବାବୁ ବି ପଡ଼ିଗଲେ ବୋଲି ଡାକ୍ତର ସନାତନ ମହାନ୍ତି ଅଭିଯୋଗ କରିଛ‌ନ୍ତି । ମୋବାଇଲ ସିମ ଆକ୍ଟିଭ ପାଇଁ…
Read More...

ରାଜେନ୍ଦ୍ର କଲେଜ ପ୍ଲାଟିନମ ଗେଟ୍‌ ଭଙ୍ଗା ଘଟଣା : ସିସିଟିଭି ଭିଡିଓ ଜାରି କଲା ବିଜୁ ଛାତ୍ର ଜନତା ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବ୍‌ଲି ଗେଟ୍‌ ତଥା ରାଜେନ୍ଦ୍ର ୟୁନିଭର୍ସିଟିର ମାଷ୍ଟର ପ୍ଲାନ ଫଳକ ଭଙ୍ଗା ଘଟଣାରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ସହ ଏକ ସିସିଟିଭି ଭିଡିଓ ଜାରି କରିଛି । ବିଜୁ ଛାତ୍ର ଜନତା ଦଳର…
Read More...

ଇସ୍‌ଲାମିକ୍‌ କଟ୍ଟରବାଦ ବିରୋଧରେ ଫ୍ରାନ୍ସର କଡ଼ା ପଦକ୍ଷେପ : ମସ୍‌ଜିଦ୍‌ ମାଦ୍ରାସା ଉପରେ କଡ଼ା ନଜର ପାଇଁ ନିୟମ…

ପ୍ୟାରିସ୍ : ଦେଶରେ ବଢ଼ୁଥିବା ଇସଲାମ ଆତଙ୍କବାଦକୁ ଶେଷ କରିବା ପାଇଁ ଫ୍ରାନ୍ସ ଏକ ନୂତନ ନିୟମକୁ ଅନୁମୋଦନ କରିଛି । ଏହି ନିୟମ ଅନୁଯାୟୀ, ଯେତେବେଳେ ସେମାନେ ଚାହିଁବେ ଫ୍ରାନ୍ସର ମସଜିଦ ଏବଂ ମଦ୍ରାସା ବନ୍ଦ କରିବାକୁ ପୋଲିସର ଅଧିକାର ରହିବ । ଆହୁରି ମଧ୍ୟ ମୁସଲମାନମାନଙ୍କର ଏକରୁ ଅଧିକ…
Read More...

ରାଜେନ୍ଦ୍ର କଲେଜ ପ୍ଲାଟିନମ ଗେଟ୍‌ ଭଙ୍ଗା ଘଟଣା : ଛାତ୍ର କଂଗ୍ରେସ ଭେଟିଲା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବଲି ଗେଟ୍‌ ତଥା ରାଜେନ୍ଦ୍ର ୟୁନିଭର୍ସିଟିର ମାଷ୍ଟର ପ୍ଲାନ ଫଳକକୁ ଦୁର୍ବୁତ୍ତମାନେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ରାଜେନ୍ଦ୍ର କଲେଜ ପରିସରରେ ବାରମ୍ବାର ଅସାମଜିକ କାର୍ୟ୍ୟକଳାପ ଦିନକୁ ଦିନ ବଢି ବଢି…
Read More...