Monthly Archives

January 2021

୧୫ତମ ଶେଖ୍‌ ହାଇଦର୍‌ ମେମୋରିଆଲ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ଆନୁକୂଲ୍ୟରେ ୧୫ତମ ଶେଖ ହାଇଦର ମେମୋରିଆଲ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଅଛି । ଦୀର୍ଘ ଦୁଇ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୫୦ଟି ଟିମ ଯୋଗ ଦେବାକୁ ଥିବା ବେଳେ ପ୍ରଥମ ଦିନରେ ୨୫ଟି ଦଳ
Read More...

ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ସହାୟତାରେ ଓ ଶିଳ୍ପ ନିର୍ଦେଶାଳୟ ଓଡ଼ିଆ ଭୁବନେଶ୍ୱରଙ୍କ ଜରିଆରେ ଏବଂ ସମ୍ବଲପୁରୀ ବସ୍ତ୍ରାଳୟଙ୍କ ତତ୍ବାବଧାନରେ ପଦମପୁର ବ୍ଳକର ଘନାମାଲ ଓ ଖଇରପାଲି ଗ୍ରାମରେ ସୁତା ରଙ୍ଗେଇ ତାଲିମ ଶିବିରକୁ ବରଗଡ
Read More...

ସର୍ବାଧିକ ଆବଶ୍ୟକତା ରହିଥିବା ଲୋକଙ୍କୁ ସର୍ବପ୍ରଥମେ ଟୀକା ଦିଆଯିବ : ପ୍ରଧାନମନ୍ତ୍ରୀ

• ଭାରତ ନିଜର ଟୀକାକରଣ ଅଭିଯାନରେ ମାନବ-କୈନ୍ଦ୍ରିକ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ହେଉଛି : ପ୍ରଧାନମନ୍ତ୍ରୀ• ସତର୍କତା ବଜାୟ ରଖିବା ଏବଂ ଟୀକା ପ୍ରୋଟୋକଲ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ
Read More...

ପାଇଖାନା ପାଇଁ ଦୁଇ ବିଡିଓ ନିଲମ୍ୱିତ

ଭୁବନେଶ୍ୱର : ପାଇଖାନା ଦୁର୍ନୀତି ଅଭିଯୋଗରେ ଦୁଇ ବିଡିଓ ନିଲମ୍ୱିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ୩ ଅଧିକାରୀଙ୍କୁ ନିଲମ୍ୱିତ କରିଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ ଓ ଯନ୍ତ୍ରୀ ସୁନୀଲ ସାମଲଙ୍କ ନାଁରେ ପାଇଖାନା
Read More...

ସମ୍ବଲପୁରରେ ଜବତ ହେଲା ୨୫୦୦୦ ପ୍ୟାକେଟ୍ ନକଲି ସର୍ଫ ଏକ୍ସେଲ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁରରେ ନକଲି ଡିଟର୍ଜେଣ୍ଟ ଗୋଦାମ ଉପରେ ଚଢାଉ । ଅଇଁଠାପାଲି ପୋଲିସ ନକଲି କାରଖାନା ଉପରେ ଚଢାଉ କରି ପାଖାପାଖି ୨୫୦୦୦ ପ୍ୟାକେଟ୍‌ ସର୍ଫ ଜବତ କରିଥିବା ବେଳେ ନକଲି ସର୍ଫ ତିଆରି କରୁଥିବା ଗୋଦାମ ମାଲିକ ଆଶିଷ ଅଗ୍ରଓ୍ବାଲଙ୍କ ଠାରୁ ୨୩୯ ବ୍ୟାଗ୍‌ ଜବତ
Read More...

ହାର୍ଡକୋର୍‌ କୋଇଲା ଲୁଟ୍‌ ହେଉଥିବା ବେଳେ ଧରିଲା ଏସଟିଏଫ୍‌

କଟକ : ଏସଟିଏଫ ହାବୁଡରେ କୋଇଲା ଚୋର । କଟକ ଚୈାଦ୍ୱାର ଅଞ୍ଚଳରେ ଏସଟିଏଫ ବଡ ଧରଣର ଚଢାଉ କରି ଦାମୀ ହାର୍ଡକୋର କୋଇଲା ଜବତ କରିଛି । ଏସବୁ କୋଇଲା ଗୁଡିକୁ ବେଆଇନ୍‌ ଭାବେ ଡିପୋରେ ବାହାର କରାଯାଇ ପୁଣି ଓଦା କୋଇଲା ଲୋଡ୍‌ କରି ଦାମୀ ଲୋଡ୍‌ କରି ଚାଲାଣ କରାଯାଉଥିବା ସୂଚନା ମିଳିଛି । କୋଇଲା
Read More...

ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ-କଣ୍ଟାବାଞ୍ଜି ଓ ବଡଗମଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ମନିଗାଁ ଗ୍ରାମରେ ମଣିଶ୍ରୀ ଫୁଟବଳ କ୍ଲବ ପକ୍ଷରୁ ଚାଲିଥିବା ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିନରେ ପହଂଚିଛି । ଏହି ଅବସରରେ ଆୟୋଜିତ ଆଜିର ଏହି ଷଷ୍ଠ
Read More...

ଫେବୃୟାରୀ ମାସରୁ ଆରମ୍ଭ ହେବ କୋସଲ ଯୁବ ଜାଗରଣ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱତନ୍ତ୍ର କୋସଲ ରାଜ୍ୟ ଗଠନ, ସ୍ଥାନୀୟ ନିଯୁକ୍ତି ତଥା ଏ ଅଂଚଳର ବିଶ୍ୱବିଦ୍ୟାଳୟମାନଙ୍କ ଏ ଅଞ୍ଚଳର ଛାତ୍ରମାନଙ୍କ ପାଇଁ ୮୦% ସ୍ଥାନ ସଂରକ୍ଷଣର ଦାବୀ ନେଇ ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ କୋସଲ ଯୁବ ସମନ୍ୱୟ ସମିତି ତରଫରୁ ଏକ ଯୁବ ସମ୍ମିଳନୀ
Read More...

ଝିଙ୍କରପାଲି ଗ୍ରାମରେ ଥିବା ପୁରାତନ ଐତିହ୍ୟ ଶିଳାଲେଖର ଦୃଷ୍ଟି ଆକର୍ଷଣ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଅଧିନ ଝିଙ୍କରପାଲି ଗ୍ରାମରେ ଥିବା ପୁରାତନ କୀର୍ତ୍ତିରାଜିର ପୁନରୁଦ୍ଧାର ପାଇଁ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ବ ଗବେଷଣା ପ୍ରତିଷ୍ଠାନ ପ୍ରତିନିଧି ଦଳଙ୍କ ଦ୍ବାରା ସର୍ବେକ୍ଷଣ କରାଯାଇ ଏହାର ପୁନରୁଦ୍ଧାର କରିବା ପାଇଁ ରାଜ୍ୟ
Read More...

ପଦ୍ମପୁରରେ କରୋନା ଟୀକାକରଣ ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସାରା ଦେଶରେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କ୍ରମରେ ଆଜି ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟ ଏମସିଏଚ ବିଲଡିଂ ଟୀକାକରଣ କେନ୍ଦ୍ରରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦାନକରି
Read More...