Daily Archives

ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ଆଜି ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଚଲକି ଛକର ବଜାର ପ୍ରା‌ଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଭାରତୀୟ କିଶାନ ସଂଘ ବଲାଙ୍ଗୀର ଜିଲ୍ଲା କମିଟି ସଦସ୍ୟ ମୋହନ ନାଏକ ଉପସ୍ଥିତ ରହି ଭାରତୀୟ କିଶାନ ସଂଘ…
Read More...

ବ୍ଳକ ସ୍ତରୀୟ ମଶାରୀ ବଣ୍ଟନ ସଚେତନତା ତାଲିମ ଶିବିର

ତୁରେକେଲା, (କୌଳାଶ ସଗ୍ରିଆ) : ମେଳେରିଆ ପ୍ରବଣ ତୁରେକେଲା ବ୍ଲକ ସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଭା ଗୃହରେ ତୁରେକେଲା ବ୍ଳକରେ କାର୍ୟ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବ୍ଳକ ସ୍ତରୀୟ ମଶାରୀ ବଣ୍ଟନ ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ତାଲିମ…
Read More...

ଧାନ ବିକ୍ରୀ ଦାବୀରେ ରାସ୍ତାରୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ଧାନ କିଣାରେ ଅବ୍ୟବସ୍ଥା ନେଇ ରାଜ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ । ପଦ୍ମପୁର ଉପଖଣ୍ଡର ୭୦ ଗୋଟି ମଣ୍ଡିରେ ପ୍ରାୟ ୭ ଲକ୍ଷ ଧାନ ପଡି ରହିଛି । ଦୀର୍ଘ ଦିନ ହେବ ଚାଷୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ଆଣିଥିଲେ ମଧ୍ୟ ବିକ୍ରି ହୋଇ…
Read More...

ବଲାଙ୍ଗୀରରେ ୩୨ ତମ ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭ

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସର ଶୁଭାରମ୍ଭ ହୋଇଛି । ଜାନୁୟାରୀ ୧୮ ତାରିଖରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ୩୨ ତମ ସଡକ ସୁରକ୍ଷା ମାସ ଶୁଭାରମ୍ଭ ହୋଇଥିଲା ।…
Read More...

ସମାଜସେବୀ ଲଳିତ ନାୟକଙ୍କ ବିୟୋଗରେ କୋଶଳ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ରଙ୍କ ଶୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର‌) : ବଲାଙ୍ଗିର ଜିଲ୍ଲା ବିଶିଷ୍ଠ ସମାଜସେବୀ ତଥା ବରିଷ୍ଠ କର୍ମଚାରୀ ନେତା ଲଳିତ ନାୟକଙ୍କ ବିୟୋଗରେ ସାରା ବଲାଙ୍ଗିର ଜିଲ୍ଲା ଶୋକରେ ମର୍ମାହତ । ଶ୍ରୀ ନାୟକ ଜଣେ ପ୍ରବୀଣ ସମାଜସେବୀ ଓ ସଂଗ୍ରାମୀ ଉଭୟ ପରିଚୟ ହାସଲ କରିଥିଲେ । ୧୯୮୫/୮୬ ମସିହାରେ ସେ ରାଜେନ୍ଦ୍ର…
Read More...

ଲଳିତର ଅସମୟ ମୃତ୍ୟୁରେ ମୁଁ ମର୍ମାହତ : ନରସିଂହ

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଲଳିତର ଅସମୟ ମୃତ୍ୟୁ ଖବର ସାରା ବଲାଙ୍ଗିରକୁ ସ୍ତବ୍ଧ କରି ଦେଇଛି । ଏ ଖବରରେ ମୁଁ ମଧ୍ୟ ଗଭୀର ଭାବରେ ମର୍ମାହତ । ବଲାଙ୍ଗିର ଆଜି ତାର ଏକ ସୁସନ୍ତାନକୁ ହରାଇଲା । ସମାଜସେବା ହେଉ କି ଶ୍ରମିକଙ୍କ ଅଧିକାରକୁ ଲଢେଇ ହେଉ ଏ ସବୁରେ ଲଳିତ ଥିଲା ଏକ ଅଭିଚ୍ଛେଦ୍ୟ…
Read More...

ଆଜିଠୁ ଖୋଲିଲା ଘଟଗାଁର ମା’ ତାରିଣୀ ମନ୍ଦିର

କେନ୍ଦୁଝର, (କେପିଏନ୍‌ଏସ୍‌) : ଆଜିଠୁ ଖୋଲିଲା ଘଟଗାଁର ମା' ତାରିଣୀ ମନ୍ଦିର । କୋଭିଡ କଟକଣା ସହ ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି । ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବାବେଳେ ସାନିଟାଇଜ ସହ…
Read More...

ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କୁ ଟ୍ୱିଟ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛ‌ନ୍ତି ଯେ, 'ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଲୋକଙ୍କ କଲ୍ୟାଣ ସହ…
Read More...

ଜାତୀୟ ରାଜପଥରେ ଅମାନିଆ ଗାଡି ଚାଳକଙ୍କୁ ଜଗିବ ସିସିଟିଭି କ୍ୟାମେରା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଏବେ ଚାଳକଙ୍କୁ ଜଗିବ ସିସିଟିଭି କ୍ୟାମେରା । ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଠାରୁ ଯାଜପୁରର ପାଣିକୋଇଲି ପର୍ୟ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲଗାଯିବ । ତେବେ ଏହି କ୍ୟାମେରା ଏନ୍ଏଚର ପ୍ରତି ୪ରୁ ୫ କିଲୋମିଟର ମଧ୍ୟରେ ଲଗାଯିବ । ଏ…
Read More...

ବିଦ୍ୟା ବାଲାନଙ୍କ ସିନେମା ‘ନଟଖଟ’ ୨୦୨୧ ଓସ୍କାର ପୁରସ୍କାର ପାଇଁ ସାମିଲ ହୋଇଛି

ମୁମ୍ବାଇ : ଅଭିନେତ୍ରୀ ବିଦ୍ୟା ବାଲାନ ଓ ରୋନି ସ୍କୁୱାଲାଙ୍କ ଦ୍ୱାରା ନିର୍ମିିତ କ୍ଷୁଦ୍ର ଚଳଚ୍ଚିତ୍ର 'ନଟଖଟ' ୨୦୨୧ ଓସ୍କାର ପୁରସ୍କାର ପାଇଁ ସାମିଲ ହୋଇଛି । ସିନେ ଜଗତରେ ସବୁଠାରୁ ଶ୍ରେଷ୍ଠ ପୁରସ୍କାର ହେଉଛି ଓସ୍କାର । ୩୩ ମିନିଟ ଅବଧିର 'ନଟଖଟ' ଚଳଚ୍ଚିତ୍ରଟି ଏକ ଘର ବାର ପରିବାର ଜଣେ…
Read More...