Daily Archives

ଚକ୍ଷୁଦାନ କରିବେ ପ୍ରିୟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆଦର୍ଶପଡ଼ାର ପ୍ରିୟଙ୍କା ତ୍ରିପାଠୀ ଚକ୍ଷୁଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ସେ ଏଥିପାଇଁ ‘ଦୃଷ୍ଟି ଦାନ’କୁ ସଂପର୍କ କରିଛନ୍ତି । ତାଙ୍କ ମୃତ୍ୟୁ ପରେ ଆବଶ୍ୟକ ଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ତାଙ୍କ ଚକ୍ଷୁ କାମରେ ଆସୁ ବୋଲି ସେ
Read More...

ସଂପର୍କ ସ୍ୱେଚ୍ଛାସେବୀ ସଂଘ ମାତୃଛାୟା ଶାନ୍ତି ତପୋବନ ଆଶ୍ରମରେ ଅନ୍ତେବାସୀମାନଙ୍କ ସହିତ ନୁଆ ବର୍ଷ ପାଳନ କଲା

ବରଗଡ଼, (ନିରୋଜ କୁମାର ପାଣୀ) : ସମ୍ପର୍କ ସ୍ୱେଚ୍ଛାସେବୀ ସଂଘ ସଦା ସର୍ବଦା ଅସହାୟଙ୍କ ସେବାରେ ସମର୍ପିତ । ଯାହାର କେହି ନାହିଁ, ତାର ସଂପର୍କ ସ୍ୱେଚ୍ଛାସେବୀ ସଂଘ ଅଛି । ଆଜି ପୁଣି ଏକ ଉଦାହରଣ ସୃଷ୍ଟି କରିଛି ସଂଘ । ସଂପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ଚକରକେନ୍ଦ ସ୍ଥିତ ମାତୃଛାୟା ଶାନ୍ତି
Read More...

ସୁଜିତ ନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ସ୍ଥିତ ଜର୍ଜଗଡରେ ଚାଲିଥିବା ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ କୁଆପାଲି ଦଳ ଓ ପାଇକମାଲ କଲୋନୀ ଦଳକୁ ପରାସ୍ତ କରି ବିଜୟୀ ହୋଇଥିଲେ । କୁଆପାଲି ଦଳ ୨୦ ଓଭରରେ ୧୫୪ ରନ
Read More...

ଭିଲେଜର୍ସ‌ ଇଣ୍ଡିଆ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର‌) : ଜିଲ୍ଲାର ବିଭିନ୍ନ ପଛୁଆ ଅଂଚଳର ସ୍କୁଲ ବନ୍ଦ ବିରୁ‌ଦ୍ଧରେ ଆଜି ଭିଆପି ତରଫରୁ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଭିଆଇପି ଡାକରାରେ ବନ୍ଦ ହେବାକୁ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ବଲାଙ୍ଗିର
Read More...

ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅନୁମତି ମିଳିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଭିନ୍ନ ଧାର୍ମିକ ଅନୁଷ୍ଠାନର ଅନୁରୋଧକ୍ରମେ ଆଜି ଜିଲ୍ଳା ପ୍ରଶାସନ ଠାରୁ ସର୍ତ୍ତମୂଳକ ଭାବେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାର ଅନୁମତି ମିଳିଛି । କୋଭିଡ୍‌-୧୯ ପାଇଁ ଗତ ୨୦ ମାର୍ଚ୍ଚରୁ ଜିଲ୍ଳାର ସମସ୍ତ ଧର୍ମନୁଷ୍ଠାନ ବନ୍ଦକରାଯିବା ନେଇ ଘୋଷଣା ହୋଇଥିଲା ।
Read More...

ମୁକ୍ତିଲାଭ କଲା ୟୁଟ୍ୟୁବ୍‌ ଚେନାଲ୍‌ରେ ‘ମୁଇ ଖାଲେ ତୁଇ ନାଲେ’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମନୋଜ ସିଂ ଦ୍ୱାରା ଏକ ମ୍ୟୁଜିକ୍‌ ଭିଡ଼ିଓ ‘ମୁଇଁ ଖାଲେ ତୁଇ ନାଲେ’ ଏସ୍‌କେଏଫ୍‌ ପ୍ରଡକ୍‌ସନ୍‌ ପ୍ରେଜେଣ୍ଟ ସମୀର କୁମାର ଫିଲ୍ମ ଅଫିସିଆଲ ୟୁଟ୍ୟୁବ୍‌ ଚେନାଲ୍‌ରେ ଶୁଭମୁକ୍ତି ଲାଭ କରିଛି । ଏହାର ପ୍ରସ୍ତୁତିରେ କାଷ୍ଟ- ବରଗଡ଼ିଆ ମିଥୁନ୍‌ (ଗୁନୁ) ଓ ନିତୁ,
Read More...

ସ୍ୱାମୀ ବିବେକାନନ୍ଦ ନିର୍ତ୍ତାର ଓ ମାହେଶ୍ଵରୀ ଅନୁଷ୍ଠାନର ମିଳିତ ପ୍ରୟାସରେ ଅଭିନବ ଟ୍ରେନିଂ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ୱାମୀ ବିବେକାନନ୍ଦ ନିର୍ତ୍ତାର ଓ ମାହେଶ୍ଵରୀ ଅନୁଷ୍ଠାନର ମିଳିତ ପ୍ରୟାସରେ ସ୍ବେଛାସେବୀ ମାନଙ୍କୁ ନିର୍ତ୍ତାରରେ ମିଳୁଥିବା ସୁବିଧା ସୁଯୋଗ ଓ ତାହା କିପରି ଲୋକାଭିମୁଖୀ ହେବ ଓ ସାଧାରଣ ଲୋକ କିପରି ସବୁ ପ୍ରକାର ସୁବିଧା ପାଇବେ ତଥା ସେମାନଙ୍କୁ
Read More...

ନୂଆ ସମ୍ବଲପୁରୀ ଆଧୁନିକ ଗୀତ ଦିଲ୍ ଜିଗର୍ ୟୁଟ୍ୟୁବରେ ଭାଇରାଲ୍

ବଲାଙ୍ଗିର : ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲ୍‌ର ପ୍ରଥମ ସମ୍ବଲପୁରୀ ଆଧୁନିକ ଗୀତ ଦିଲ୍ ଜିଗର୍ ୟୁଟ୍ୟୁବରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।ଏହି ଚେନାଲ୍‌ର ପ୍ରଥମ ସମ୍ବଲପୁରୀ ଆଧୁନିକ ଗୀତକୁ ଲୋକେ ବହୁତ ପସନ୍ଦ କରିଛନ୍ତି ।ଏହି ଗୀତକୁ ଲେଖିଛନ୍ତି ଗୀତିକାର ଜନକ ସେଠ୍ ଏବଂ ସଂଗୀତ
Read More...

ଅଦାନି ଗ୍ରୁପ ଧର୍ମା ପ୍ରଡକ୍ସନରେ ଇନଭେଷ୍ଟ କରିବ

ମୁମ୍ବାଇ : ଅଦାନି ଗ୍ରୁପର ଗୌତମ ଅଦାନି ଧର୍ମା ପ୍ରଡକ୍ସନର ୩୦ ପ୍ରତିଶତ ଅଂଶଧନ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବୋଲି ବଲିଉଡ ହଙ୍ଗାମାରେ ଖବର ଶୁଣିବାକୁ ମିଲିଛି । ସୁଶାନ୍ତ ସିଂ ରାଜପୁତଙ୍କ କେସ୍‌ ପରେ ଧର୍ମା ପ୍ରଡକ୍ସନର ମୁଖ୍ୟ କରନ ଜୋହର ପ୍ରଚୁର କ୍ଷତି ସହିଛନ୍ତି । ଯଦି ଏହା ହୁଏ
Read More...

ସ୍ଵର୍ଗତଃ ରାଏଧର ଲୁହାରଙ୍କ ୧୬ତମ ସ୍ମୃତି ସଭା ଓ ଲକ୍ଷେ ଘର ଗଣ୍ଡା ସମାଜ ବ୍ଳକ ସ୍ତରୀୟ ବାର୍ଷିକ ସାଧାରଣ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ ଅନ୍ତର୍ଗତ ବିକ୍ରମନଗର ଠାରେ ସମାଜସେବୀ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ବରେ ସ୍ଵର୍ଗତ ରାଏଧର ଲୁହାରଙ୍କ ୧୬ତମ ସ୍ମୃତି ସଭା ଓ ଲକ୍ଷେ ଘର ଗଣ୍ଡାସମାଜ ବ୍ଲକ ସ୍ତରୀୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ
Read More...