Yearly Archives

2020

ଓଲିଉଡ଼ ଅଭିନେତା ସବ୍ୟସାଚୀଙ୍କ ସହାୟତାରେ ଘରକୁ ଫେରିବେ ଦୁଇ ଦାଦନ ଶ୍ରମିକ : ଲକଡାଉନ ଦୁଶ୍ଚିନ୍ତାରୁ ମାନସିକ ରୋଗୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ହଜାର ହଜାର ଲୋକଙ୍କ କାମଧନ୍ଦା ଠପ ହୋଇଗଲା । ପୁର୍ବରୁ ସଞ୍ଚିତ ଟଙ୍କା ପଇସା ସବୁ ସରିଗଲା । ଏବେ କାମ ନାହିଁ, ପାଖରେ ଟଙ୍କା ବି ନାହିଁ । ଗୁଜରାଟରେ ସଙ୍ଗହୀନ ହୋଇ ଚଳିବା ଦୁର୍ବିସହ ହୋଇ ପଡିଥିଲା ।ଓଡ଼ିଶାକୁ ଫେରିବା ପାଇଁ
Read More...

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୦,୯୭୫ ଚିହ୍ନଟ : ଓଡ଼ିଶାରେ ୨୭୫୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୦,୯୭୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟରେ ୨୭୫୨ ଜଣ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୦୮
Read More...

ଆଗଲପୁର ବ୍ଲକ ପୂର୍ବତନ କଂଗ୍ରେସ ସଭାପତିଙ୍କ ଦେହାନ୍ତ

ଆଗଲପୁର, (ଦେବାଶିଷ ପଧାନ) : ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ବେହେରାଙ୍କ ୭୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ପ୍ରଥମେ ରେଙ୍ଗାଲି ସରକାରୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଶିକ୍ଷାଦାନ କରିଥିଲେ । କିଛିବର୍ଷ ଶିକ୍ଷାଦାନ କଲାପରେ ଶିକ୍ଷକ ପଦରୁ ଇସ୍ତଫା ପ୍ରଦାନ କରି
Read More...

ବୁର୍ଡା ମଧ୍ୟମପଡ଼ା ଗଳି ରାସ୍ତା ଅବସ୍ଥା ଶୋଚନୀୟ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁର୍ଡା ଗ୍ରାମ ମଧ୍ୟମପଡ଼ା ଭାଗବତ ମନ୍ଦିର ଠାରୁ କୁଲତାପଡ଼ା ଭିତରକୁ ଯିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ସାମାନ୍ୟ ବର୍ଷାରେ ରାସ୍ତାରେ କାଦୁଅ ଜମି ରହୁଥିବା ବେଳେ ଲୋକେ ଚାଲି ଚାଲି ମଧ୍ୟ ଯିବା ଆସିବା କରିବା ସମ୍ଭବପର
Read More...

ଗଛକୁ ଗଣେଶ ଭାବେ ସଜେଇ ପୂଜାକଲେ ସିହିନୀବାସୀ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ସାରା ଦେଶରେ କରୋନା ସଂକ୍ରମଣ ଯୋଗୁଁ କଟକଣା ବଳବତ୍ତର ରହିଥିବା ବେଳେ ସାର୍ବଜନୀନ ପୂଜନ ମହୋତ୍ସବ ବି ବନ୍ଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ନିକଟସ୍ଥ ସିହିନୀ ଗ୍ରାମର ଜନସାଧାରଣ ନିଆରା ଢଙ୍ଗରେ ଗଣେଶ ପାଳନ କରିଛନ୍ତି । ଗୋଟିଏ ଗଛକୁ ଗଣେଶ ଭାବେ ସଜେଇ
Read More...

କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା “ୱେବିନାର ଯୁବ ସହିତି” କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାମ୍ପ୍ରତିକ କରୋନା କଟକଣା ଯୋଗୁଁ ବିଭିନ୍ନ ଅନୁଷ୍ଠାନ, ସାହିତ୍ୟ ସଭା ସମିତି ପାଳନ ବନ୍ଦଥିବା ବେଳେ ଏବେ ସମସ୍ତେ ୱେବିନାରକୁ ଆପଣେଇ ତାଙ୍କ କାର୍ୟ୍ୟକ୍ରମଗୁଡ଼ିକୁ ସୁରୁଖୁରୁରେ ଚଳେଇଛନ୍ତି । କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ "ୱେବିନାର ଯୁବ
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲକ୍ଷ୍ୟକୁ ନେଇ ଚର୍ଚ୍ଚା

ସମ୍ବଲପୁର, (ଦାମୋଦର ପଣ୍ଡା) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରତିଷ୍ଠା ହେବା ଦିନ ଠାରୁ ବହୁ ସମୟରେ ଚର୍ଚ୍ଚାରେ ରହିଛି । ପରିଷଦ ଯୋଗେଇ ଦେଉଥିବା ପାଣ୍ଠିର ମଧ୍ୟ ବିନିଯୋଗ ହୋଇ ପାରୁନାହିଁ । ଏପରିକି ୨୦୧୪ ମସିହାରୁ ମିଳିଥିବା ଅର୍ଥ ପଡି ରହିଥିବା ଦେଖା ଯାଉଛି। ଯେଉଁ କେତେକ ପ୍ରକଳ୍ପ
Read More...

‘କଢ଼ୋ’ ତରଫରୁ ଅନଲାଇନ ନୂଆଁଖାଇ ଭେଟଘାଟ ଓ କବିତା ଆସର

ପାଟଣାଗଡ଼, (କେପିଏନ୍‌ଏସ୍‌) : କୋଶଲି ସାହିତ୍ୟ ପତ୍ରିକା 'କଢ଼ୋ' ତରଫରୁ ଅନଲାଇନ ନୂଆଁଖାଇ ଭେଟଘାଟ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କଢ଼ୋ ପତ୍ରିକାର ସମ୍ପାଦକ କ୍ଷୀରୋଦ୍ର କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଶଲି ଡେରା ପାଟଣାଗଡ଼ର
Read More...

ଡିସେମ୍ବର ୩୧ ଯାଏଁ ବଢ଼ିଲା ମଟର ଯାନ କାଗଜପତ୍ରର ବୈଧତା

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ପରିସ୍ଥିତି ଯୋଗୁଁ ମଟର ଯାନ କାଗଜପତ୍ର ତଥା ଲାଇସନ୍ସର ବୈଧତା ଡିସେମ୍ବର ୩୧ ତାରିଖ ଯାଏ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ବଢ଼ାଇ ଦେଇଛନ୍ତି । ମଟର ଯାନ ଆଇନ ୧୯୮୮ ଏବଂ କେନ୍ଦ୍ରୀୟ ମଟର ଯାନ ନିୟମ ୧୯୮୯ ଅନ୍ତର୍ଗତ ଫିଟ୍‌ନେସ୍‌,
Read More...

“କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ’ ତରଫରୁ ଅନଲାଇନ ନୂଆଁଖାଇ ଭେଟଘାଟ୍‌ ଓ କବିତା ଆସର

ଗାଇସିଲାଟ, (ଦିଲିପ କୁମାର ସରାପ) : କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଅନ୍‌ଲାଇନ୍‌ ନୂଆଁଖାଇ ଭେଟ୍‌ଘାଟ୍‌ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଫିରୋଜ କୁମାର ପଟେଲ । ଦିଲିପ କୁମାର ସରାପଙ୍କ ସଂପାଦନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...