ଶିଶୁ ସାହିତ୍ୟ ପତ୍ରିକା “ଟିକି କାଇଁଚ” ପକ୍ଷରୁ କବିତା ଓ ଗଳ୍ପ ଆସର
ବଲାଙ୍ଗିର,(କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରୁ ପ୍ରକାଶିତ ଶିଶୁ କିଶୋର ସାହିତ୍ୟ ପତ୍ରିକା “ଟିକି କାଇଁଚ” ପକ୍ଷରୁ ଅନଲାଇନ୍ ମାଧ୍ୟମରେ ସୋମବାର ଶିଶୁ କବିତା ଓ ଗଳ୍ପ ଆସର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପତ୍ରିକାର ପ୍ରତିଷ୍ଠାତା ସଂପାଦକ ଗୋପୀନାଥ ଦଣ୍ତସେନାଙ୍କ ସଂଯୋଜନାରେ!-->…
Read More...
Read More...