ରାଜ୍ୟରେ ସୁସ୍ଥ ହେଲେ ୨୫୧୯ ଆକ୍ରାନ୍ତ : ସୁସ୍ଥତା ସଂଖ୍ୟା ୫୬,୯୨୫କୁ ଛୁଇଁଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୨୫୧୯ ଜଣ ଆକ୍ରାନ୍ତ । ଏହି ସଂଖ୍ୟାକୁ ମିଶାଇ ଏବେ ୫୬,୯୨୫ ଜଣ ସୁସ୍ଥ ହୋଇଛନ୍ତି । ତେବେ ଜିଲ୍ଲା ଆଧାରରେ ଖୋର୍ଦ୍ଧାରୁ ୪୨୮, ବାଲେଶ୍ୱରରୁ ୨୭୬, ଗଂଜାମରୁ ୨୩୭, କଟକରୁ ୧୫୨, ରାୟଗଡ଼ାରୁ ୧୪୪, ଭଦ୍ରକରୁ ୧୪୦, ସୁନ୍ଦରଗଡ଼ରୁ ୧୩୮, କୋରାପୁଟରୁ ୯୮, ପୁରୀରୁ ୯୭, ନୟାଗଡ଼ରୁ ୯୬, ବଲାଙ୍ଗିରରୁ ୮୫, ଢେଙ୍କାନାଳରୁ ୬୧, କନ୍ଧମାଳରୁ ୬୦, ସମ୍ବଲପୁରରୁ ୫୯, ଯାଜପୁରରୁ ୫୮, ମୟୁରଭଂଜରୁ ୫୪, ବରଗଡ଼ରୁ ୫୩, ଜଗତସିଂହପୁରରୁ ୫୩, ମାଲକାନଗିରିରୁ ୫୨, ଗଜପତିରୁ ୪୨, ନବରଙ୍ଗପୁରରୁ ୩୧, କଳାହାଣ୍ଡିରୁ ୨୩, କେନ୍ଦ୍ରାପଡ଼ାରୁ ୨୨, ଦେବଗଡ଼ରୁ ୧୯, କେଉଁଝରରୁ ୧୯, ଝାରସୁଗୁଡ଼ାରୁ ୧୮, ଅନୁଗୁଳରୁ ୩ ଏବଂ ବୌଦ୍ଧରୁ ୧ ସୁସ୍ଥ ହୋଇ ଫେରିଛନ୍ତି ।

Leave A Reply

Your email address will not be published.