Yearly Archives

2020

କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଗପ-ଗୀତ-କବିତାର ଫ୍ୟୁଜନ୍ ‘ନୂଆମିଲନ୍‌’

ଭବାନୀପାଟଣା,(କେପିଏନ୍‌ଏସ୍‌) : ମହାପାର୍ବଣ ନୂଆଖାଇ ଅବସରରେ ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଆୟୋଜିତ ହୋଇଯାଇଛି ଗପ-ଗୀତ-କବିତାର ଫ୍ୟୁଜନ୍ ‘ନୂଆମିଲନ୍‌’ କାର୍ୟ୍ୟକ୍ରମ । ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଓ ଡିଜିଟାଲ୍ ମିଡିଆ ‘ଓଡ଼ିଆ ବାର୍ତ୍ତା’
Read More...

ଆଗଲପୁର ଗଡଜାତ ଅମଳର ଫାଣ୍ଡିକୁ ଥାନାର ମାନ୍ୟତା ଓ କୋର୍ଟ ପାଇଁ ଦାବୀପତ୍ର

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଛୁଆ ବ୍ଲକ ଆଗଲପୁରକୁ ରାଜ୍ୟସରକାର ବାରମ୍ବାର ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗି । ଆଗଲପୁର ଫାଣ୍ଡିକୁ ଥାନା ମାନ୍ୟତା ଓ ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା
Read More...

‘ଡେଜିନ୍‌’ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶା କୃଷି ଭବନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱସ୍ତରରେ ସୁନାମ ଅର୍ଜନ କରିଥିବା ପତ୍ରିକା ‘ଡେଜିନ୍‌’ରେ ସ୍ଥାନ ପାଇଛି ଓଡ଼ିଶା କୃଷି ଭବନ । ସମ୍ବଳପୁରୀ ଶାଢ଼ି ଡିଜାଇନ୍‌ରେ ନିର୍ମିତ ହୋଇଥିବା କୃଷି ଭବନର ଆକର୍ଷଣୀୟ ଦୃଶ୍ୟ ସାରା ବିଶ୍ୱରେ ଚମକ ସୃଷ୍ଟି କରିଛି । ରାଜ୍ୟର ଏହା ପ୍ରଥମ ବିଲଡ଼ିଂ ଯାହା
Read More...

ମୁକ୍ତିଲାଭ କଲା କୋଶଲୀ ସର୍ଟ ଫିଲ୍ମ ‘ନୂଆଁଖାଇର ଫଏସଲା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁକ୍ତିଲାଭ କରିଛି କୋଶଲୀ ସର୍ଟ ଫିଲ୍ମ ‘ନୂଆଁଖାଇର ଫଏସଲା’ । ଏହାର ନିର୍ମାତା ହେଉଛନ୍ତି ରବି ଖମାରୀ । ଏହାକୁ ରଚନା କରିଛନ୍ତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ । ଏସ୍‌. ସରୋଜ କୁମାର ଓ ବିନୋଦ କୁମାର କାଏସାଏ ଏହା ନିର୍ଦ୍ଦେଶନା ଦାୟିତ୍ୱ ନିଭେଇଥିବା ବେଳେ
Read More...

୯୦ ବର୍ଷୀୟା ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ୬୦ ବର୍ଷରୁ ଅଧିକ ହେଲେ ୫ ଶହ ଓ ୮୦ ବର୍ଷରୁ ଅଧିକ ବୟସର ବୁଢ଼ାବୁଢ଼ୀଙ୍କ ପାଇଁ ମାସିକ ୭ ଶହ ଟଙ୍କା ଭତ୍ତା ପ୍ରଦାନ କରାଯିବାର
Read More...

ବିଦ୍ୟୁତ ତାର ଲାଗି ଯୁବକଙ୍କ ପ୍ରାଣହାନୀ

ସୋନପୁର, (କେପିଏନ୍‌ଏସ୍‌) : ବିଦ୍ୟୁତ ତାର ଲାଗିବା ଫଳରେ ଜଣେ ଯୁବକଙ୍କ ପ୍ରାଣହାନୀ ଘଟିଛି । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ରାଏପାଲିର ଅଭିମନ୍ୟୁ ବାଘ (୧୮) ଏହି ଘଟଣାର ଶିକାର ହୋଇଥିବା କୁହାଯାଇଛି । ସୂଚନା ଅନୁସାରେ ତାଙ୍କ ବାସଗୃହର କବାଟ ଉପରେ ଏକ ବିଦ୍ୟୁତ ତାର
Read More...

ଗଛରେ ପିଟି ହୋଇ ବାଇକ ଆରୋହୀ ମୃତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା କନ୍ଦାଜୁରୀ ଛକ ଠାରେ ଆଜି ପୂର୍ବାହ୍ନ ସାଢେ ନଅଟା ରେ ଗଛରେ ପିଟି ହୋଇ ଜନୈକ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ନିକଟସ୍ଥ କୁଟେନପାଲି ଗ୍ରାମର ନିତେଶ କୁମାର ବାଗ(୩୦) । ଆଜି ନିତେଶ କରକଚିଆ ଛକ ଠାରୁ ବାଇକରେ
Read More...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମ ପଞ୍ଚାୟତ ନିକଟସ୍ଥ ସାଲେପାଲି ଗ୍ରାମର ନରେନ୍ଦ୍ର ପଧାନ ନାମକ ୨୦ ବର୍ଷୀୟ ଯୁବକଙ୍କୁ ଆଜି ଗାଇ ଚରାଇ ଯାଇଥିବା ବେଳେ ପୂର୍ବାହ୍ନ ୧୧ଟା ସମୟରେ ଭାଲୁ ଆକ୍ରମଣ କରିକରିଛି।ଭାଲୁ ତାଙ୍କୁ ବାରମ୍ବାର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୧୪ ଆକ୍ରାନ୍ତ : ୧୨ ବଲାଙ୍ଗିର ପୌରାଂଚଳର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ବଲାଙ୍ଗିର ପୌରାଂଚଳର ସାମିଲ୍‌ ଅଛନ୍ତି । ବଲାଙ୍ଗିର ପୌରାଂଚଳର ଗେଟ୍‌ସରବରପଡ଼ାରୁ ୧, ପେଲେସ ଲାଇନରୁ ୨, ରୁଗୁଡ଼ିପଡ଼ାରୁ ୨, ରାଜେନ୍ଦ୍ର କଲେଜରୁ ୧, ସାଗରପଡ଼ାରୁ ୧,
Read More...

ଟିଟିଲାଗଡରେ କରୋନା ଡର : ପ୍ରଶାସନ ଉପରୁ ଜନସାଧାରଣଙ୍କ ଭରସା ହଟୁଛି

ଟିଟିଲାଗଡ଼, (ଗୌରବ ଦର୍ଜୀ) : କରୋନା ମହାମାରୀ ଦିନକୁ ଦିନ ସାରା ପୃଥିବୀରେ ତାର କାୟା ବିସ୍ତାର କରିବାକୁ ଲାଗିଛି । ପୃଥିବୀର ପ୍ରାୟତଃ ସମଗ୍ର ଦେଶ କୋରୋନା ମହାମାରୀରେକରୋନା ହୋଇ ପଡିଛନ୍ତି । ଆମ ଦେଶରେ ୩୧ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇ ୨୪ ଲକ୍ଷରୁ ଅଧିକ ସୁସ୍ଥ ହେଲେଣି । ଆମ ରାଜ୍ୟ
Read More...