‘ଡେଜିନ୍‌’ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶା କୃଷି ଭବନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱସ୍ତରରେ ସୁନାମ ଅର୍ଜନ କରିଥିବା ପତ୍ରିକା ‘ଡେଜିନ୍‌’ରେ ସ୍ଥାନ ପାଇଛି ଓଡ଼ିଶା କୃଷି ଭବନ । ସମ୍ବଳପୁରୀ ଶାଢ଼ି ଡିଜାଇନ୍‌ରେ ନିର୍ମିତ ହୋଇଥିବା କୃଷି ଭବନର ଆକର୍ଷଣୀୟ ଦୃଶ୍ୟ ସାରା ବିଶ୍ୱରେ ଚମକ ସୃଷ୍ଟି କରିଛି । ରାଜ୍ୟର ଏହା ପ୍ରଥମ ବିଲଡ଼ିଂ ଯାହା ବିଶ୍ୱସ୍ତରୀୟ ଡେଜିନ୍‌ରେ ସ୍ଥାନ ପାଇ ପାରିଛି ।

Leave A Reply

Your email address will not be published.