ଗଛକୁ ଗଣେଶ ଭାବେ ସଜେଇ ପୂଜାକଲେ ସିହିନୀବାସୀ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ସାରା ଦେଶରେ କରୋନା ସଂକ୍ରମଣ ଯୋଗୁଁ କଟକଣା ବଳବତ୍ତର ରହିଥିବା ବେଳେ ସାର୍ବଜନୀନ ପୂଜନ ମହୋତ୍ସବ ବି ବନ୍ଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ନିକଟସ୍ଥ ସିହିନୀ ଗ୍ରାମର ଜନସାଧାରଣ ନିଆରା ଢଙ୍ଗରେ ଗଣେଶ ପାଳନ କରିଛନ୍ତି । ଗୋଟିଏ ଗଛକୁ ଗଣେଶ ଭାବେ ସଜେଇ ପୂଜା କରିଛନ୍ତି ଗ୍ରାମବାସୀ । ତାଙ୍କର ଏଭଳି ପଦକ୍ଷେପରେ ଆଖପାଖ ଅଂଚଳର ଜନସାଧାରଣ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

fourteen − thirteen =