Daily Archives

ଫସଲ ବୀମା ପ୍ରଦାନ ସଂପର୍କିତ ମିଳିତ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକର ଅନ୍ତର୍ଗତ ଲଖମରା, ବାଦିକଟା ଏବଂ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ଚାଷୀମାନେ ୨୦୧୯-୨୦ ଖରିଫ ଫସଲ ବୀମା ପାଇ ପାରିନଥିବାରୁ ଗତ ତା ୨୩.୯.୨୦ ଦିନ ପଦ୍ମପୁର ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।
Read More...

କବିତା : ଜୀବନର ରେଲପଟରି

ଲକ୍ଷ୍ମୀକାନ୍ତ ସାହୁ( ୧)ଖୋବ୍ ମନେ ପଡ଼ସିସେ ଝିପିର ଝାପିର ବର୍ଷାଲଗାତର ରାଏତ ସରତା ଟ୍ଟଟ୍ଟ.ରାତିର ଏଗାର ବାଜଲା ଏଭେକବାଟ ଠକ୍ ଠକ୍ କଲା ଅନାମିକା,କାବା ହେସି ତାହାକେ ଦେଖିହାତେ ଖାଲି ଛୋଟଟେ ବେଗଆରୁ ବେଗ ଭିତରେ ଦୁଇ ସାର୍‌ ଡ୍ରେସ ,ବିନତି କରି କହୁଛେ--"ଚାଲ ଆମେ ପଲେଇ ଯିମାଇ' ସହର
Read More...

ଗ୍ରାମାଞ୍ଚଳରେ ଭାରତ ବନ୍ଦ ଉପଲକ୍ଷେ ଏଆଇକେକେଏମ୍‌ଏସ୍‌ ତରଫରୁ ରାଲି ଓ ପଥପ୍ରାନ୍ତ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚାଷୀ ଉତ୍ପାଦନର ବାଣିଜ୍ୟ କାରବାର ପ୍ରୋତ୍ସାହନ ଓ ସୁଗମିକ ବିଲ ୨୦୨୦ ଉତ୍ପାଦନ ଦର ସ୍ୱୀକୃତି ଉପରେ କୃଷକର ରାଜିନାମା ବିଲ ୨୦୨୦, ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ ୨୦୨୦, ଚୁକ୍ତି ଚାଷ ଅଧ୍ୟାଦେଶ ୨୦୨୦ ପ୍ରତ୍ୟାହାର, ବିଦ୍ୟୁତ ବିଲ ୨୦୨୦ ଅଧ୍ୟାଦେଶ
Read More...

ଜିଲ୍ଲାପାଳ ଆସି ଡାକ୍ତରଖାନା ସମସ୍ୟା ବୁଝିଲେ : ଯଥା ଶୀଘ୍ର ସମସ୍ୟାର ସମାଧାନ ପାଇଁ ସୁପରିଷ୍ଟେଣ୍ଡେଣ୍ଟଙ୍କୁ କହିଲେ

କଂଟାବାଂଜ, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା କଂଟାବଂଜି ସହରକୁ ଆଜି ଅପରାହ୍ନରେ ପ୍ରଥମ କରି ଅଚାନକ ପରିଦର୍ଶନ କରିଛନ୍ତି । ସେ କଂଟାବାଂଜିକୁ ପାଦ ଦେବାର ପ୍ରଥମ ପାହାଚରେ ସ୍ଥାନୀୟ ଡାକ୍ତରଖାନାକୁ ଅଚାନକ ପରିଦର୍ଶନ କରିଛନ୍ତି । ତାଙ୍କ ପରିଦର୍ଶନ ବେଳେ ସେ
Read More...

ଟିଟିଲାଗଡ ବିକାଶ ସେନା ତରଫରୁ ଫ୍ରି ସେନିଟାଇଜେସନ୍‌ କାର୍ଯ୍ୟକ୍ରମ

ଟିଟିଲାଗଡ଼, (ଗୌରବ ଦର୍ଜି) : ଟିଟିଲାଗଡରେ କୋରୋନା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସହରର ସବୁ ୱାର୍ଡରୁ ପ୍ରତିଦିନ କିଛି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଯେଉଁ ଅଂଚଳରୁ କୋରୋନା ରୋଗୀ ଚିହ୍ନଟ ହେଉଛନ୍ତି, ସେଠାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି ଏବଂ ଜନସାଧାରଣ
Read More...

ସଂକ୍ରମଣ ଆଶଙ୍କା କରି ରାସ୍ତା ଅବରୋଧ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ଅଞ୍ଚଳରେ କେତେକ କରୋନା ପଜିଟିଭ ଚିହ୍ନଟ ହେବାପରେ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । କିନ୍ତୁ ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନେ ହୋମ୍ କ୍ୱାରେଣ୍ଟାଇନରେ ନରହି ଏଣେ ତେଣେ
Read More...

ଦଶହରାରେ ରିଲିଜ ହେବ କୋଶଲି କ୍ଷୁଦ୍ର ଚଳଚିତ୍ର ‘ଛି’

ବୌଦ୍ଧ, (ବଂଶୀଧର ମାଝୀ) : ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ବାଟବଣା ମଣିଷର କଥାବସ୍ତୁ ଉପରେ ଆଧାରିତ କୋଶଲି ଭାଷାର ଏକ କ୍ଷୁଦ୍ର ଚଳଚିତ୍ର 'ଛି' ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦେଢେଣମାଳ ଗ୍ରାମର ଆଖପାଖରେ ୨ଦିନ ଧରି ସୁଟିଂ ଶେଷ ହୋଇଛି । ଆର.ଡି ପ୍ରେଜେଣ୍ଟ ବ୍ୟାନରରେ ନିର୍ମିତ ଏହି ୨ୟ
Read More...

ବ୍ୟାପକ ଦେଶୀ ମହୁଲି ମଦ ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନାର ଏସ୍ ପତ୍ରାପାଲି ଜଙ୍ଗଲ ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ ହେଉଛି । ମଦ ବ୍ୟବସାୟ କରୁଥିବା ଲୋକମାନେ ଜଙ୍ଗଲକୁ ନିରାପଦ ସ୍ଥାନ ଭାବି ନାଳ, ଝରଣା ନିକଟରେ ମଦ ପ୍ରସ୍ତୁତ କରୁଛନ୍ତି । ଏହା ବନ୍ଦ କରାନଗଲେ ବିଷାକ୍ତ ମଦ
Read More...

ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦଙ୍କ ବିୟୋଗରେ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଶ୍ରଦ୍ଧାଂଜଳି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ, ସାଂବାଦିକ, ରାଜନୈତିକ, ସାମାଜିକ ସଂଗଠକ ତଥା ବୁଦ୍ଧିଜୀବୀ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦଙ୍କ ବିୟୋଗ ସମଗ୍ରକୋସଲାଂଚଳ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ । ଗାନ୍ଧୀବାଦୀ ବିଚାରଧାରାର ଏକ ମୂର୍ତ୍ତର୍ିର୍ିମନ୍ତ ପ୍ରତୀକ ଶ୍ରୀ ନନ୍ଦ ଦୀର୍ଘ
Read More...

ରାଏମନ୍ ଫାଉଣ୍ଡେସନ ତରଫରୁ ପକ୍ଷାଘାତ ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଆଗଲପୁର, (ଦେବାଶିଷ ମିଶ୍ର) : କରୋନା ମାହାମାରୀର ଦୁର୍ଦ୍ଦିନ ସମୟରେ ଅନେକ ନିରୀହ ଗରିବ ପରିବାର ନିଜ ରୋଜଗାର ମଧ୍ୟ ହରାଇଛନ୍ତି । ଲୋକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଠିକ୍ ନାହିଁ । ଏହି ସମୟରେ ଜଣେ ଅସହାୟଙ୍କୁ ଦେଖିବାକୁ ମିଳିଛି ଲୋଇସିଂହା ଆଗଲପୁର ବ୍ଲକ ଡୁଙ୍ଗୁରିପାଲି ଗାଁରେ ୩୦ ବର୍ଷୀୟ
Read More...