Daily Archives

ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ହୃଷୀକେଶ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନିପାଲି ପଞ୍ଚାୟତ ବବଜା ଗାଁର ହୃଷିକେଶ ଗଡତ୍ୟା । ସେ ଗତ ୨୦୧୨ ମସିହାରୁ ଭିନ୍ନକ୍ଷମ ଅବସ୍ଥାରେ ଅଛନ୍ତି । ସାଙ୍ଗରେ ତାଙ୍କର ସ୍ତ୍ରୀ ମଧ୍ୟ ରହନ୍ତି । ତାଙ୍କ ସ୍ତ୍ରୀ ଦିନ ମଜୁରିଆ ଭାବେ କାମ କରି କଷ୍ଟେ
Read More...

ରାଜ୍ୟ ରାଜ୍ୟ ମଧ୍ୟରେ ମେଡିକାଲ ଅକ୍ସିଜେନ ପରିବହନ ନେଇ କୌଣସି କଟକଣା ନଲଗାଇବାକୁ ରାଜ୍ୟ ଓ କେନ୍ଦ୍ରଶାସିତ…

● ହସ୍ପିଟାଲରେ ଥିବା କୋଭିଡ ରୋଗୀମାନଙ୍କୁ ଅକ୍ସିଜେନ ଯୋଗାଇବା ଦାୟିତ୍ଵ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବହନ କରିବେନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ ଧାରା ଓ ଉପଧାରାର ଉପଯୋଗ କରି କେତେକ ରାଜ୍ୟ ଆନ୍ତଃରାଜ୍ୟ ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କରୁଥିବାର ବିଷୟ କେନ୍ଦ୍ର ସ୍ୱାସ୍ଥ୍ୟ
Read More...

କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା

● ଦୈନିକ ନୂତନ ଆରୋଗ୍ୟଙ୍କ ମଧ୍ୟରୁ ୬୦ ପ୍ରତିଶତ ୫ଟି ରାଜ୍ୟରୁ● ମୋଟ ସୁସ୍ଥଙ୍କ ସଂଖ୍ୟା ପାଖାପାଖି ୩୫.୫ ଲକ୍ଷନୂଆଦିଲ୍ଲୀ, (ପିଆଇବି) : ଭାରତରେ କ୍ରମାଗତ ଭାବରେ ଆରୋଗ୍ୟ ସଂଖ୍ୟା ଅଧିକ ହେବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୭୦,୮୮୦ ଜଣ ସୁସ୍ଥ ହୋଇଛନ୍ତି । ଏଥି ମଧ୍ୟରୁ
Read More...

ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ : ଦିଲ୍ଲୀ ଡାକ୍ତରଖାନାରେ ହୃଦ୍‌ଘାତରେ ପରଲୋକ

ନୂଆଦିଲ୍ଲୀ : ବେଶ୍‌ ଜଣାଶୁଣା ଆର୍ଯ୍ୟ ସମାଜର ନେତା ସ୍ୱାମୀ ଅଗ୍ନିବେଶଙ୍କ ଆଜି ଦିଲ୍ଲୀର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ସେ ଲିଭର୍‌ ସିରୋସିସ୍‌ରେ ପୀଡ଼ିତ ଥିଲେ ଏବଂ ଗଂଭୀର ଭାବରେ ରୋଗାଗ୍ରସ୍ତ ଥିଲେ । ମଲ୍‌ଟିପଲ୍‌ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କ ପରଲୋକ ହୋଇଥିବା
Read More...

କିସ୍ କରୋନା ହସ୍ପିଟାଲରେ ଆହୁରି ୧୦ ଆଇସିୟୁ ବେଡ୍ ବୃଦ୍ଧି କରାଯାଉ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଜନସଂଖ୍ୟା ଦୃଷ୍ଟିରୁ କରୋନା ସଂକ୍ରମଣ ବହୁତ ଅଧିକ । ରାଜ୍ୟର ଅନ୍ୟାନ୍ୟ ଅଂଚଳକୁ ତୁଳନା କଲେ ବଲାଙ୍ଗିରର ସଂକ୍ରମଣ ସଂଖ୍ୟା ଆଶାତୀତ ଭାବେ ବଢୁଛି । ଏଠାକାର ସଂକ୍ରମିତ ତଥା ସଂଗୀନ ଅବସ୍ଥାରେ ଥିବା ରୋଗୀ ଆଇସିୟୁ ବେଡ୍ ଅଭାବରୁ ବହୁ ଅସୁବିଧାରେ
Read More...

ବାବୁଫାସଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ପଧାନଙ୍କ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ବାବୁଫାସଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ପଧାନ(୪୨)ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ପଧାନ ଜଣେ ଅତ୍ୟନ୍ତ ମେଳାପୀ ବ୍ୟକ୍ତି ଥିଲେ ତଥା ସମାଜ ସେବୀ ସଂସ୍ଥା ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ
Read More...

ଦୁର୍ଗାପୂଜା,କାଳୀପୂଜା, ଲକ୍ଷ୍ମୀପୂଜାରେ କଳାକାରମାନଙ୍କୁ ସହାୟତା ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନା ଭାଇରସ ରାଜ୍ୟ, ଦେଶ ତଥା ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଛାଡିବାର ନାଁ ନାହିଁ । କେବେ ଛାଡିବ ତାହା ଜଣା ପଡୁ ନାହିଁ । ବହୁତ କ୍ଷୟ କ୍ଷତି ହେବା ସହ ଜୀବନ ଚାଲିଯାଉଛି । ବିଶେଷ କରି କଳାକାରମାନଙ୍କର ଜୀବନ ଜୀବିକା ଉପରେ ବେଶି
Read More...

ଉମା ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଅଭିଯୋଗର ସମୀକ୍ଷା କଲେ ବିଡିଓ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା ଅସନ୍ତୋଷ ପ୍ରକାଶ କରି ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର
Read More...

ମୁଖ୍ୟ ଶାସନ ସଚିବଙ୍କ କୋଭିଡ଼୍‌ ସ୍ଥିତି ସମୀକ୍ଷା ପାଇଁ ବାଲେଶ୍ୱର ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କୋଭିଡ଼୍‌ ସ୍ଥିତି ସମୀକ୍ଷା ପାଇଁ ବାଲେଶ୍ୱର ଗସ୍ତ କରିଛନ୍ତି । ସେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟସବୁ କୋଭିଡ଼୍‌ ହସ୍‌ପିଟାଲ୍‌ ବୁଲି
Read More...

ସେପ୍ଟେମ୍ବର ୧୪ରୁ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର : ଚଳିତ ସେପ୍ଟେମ୍ବର ୧୪ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ହାଇସ୍କୁଲ ସାର୍ଟିଫିକେଟ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ହାଇସ୍କୁଲ ସାର୍ଟିଫିକେଟ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୧୨ ହଜାର ୯୩୯ ଜଣ ଛାତ୍ରଛାତ୍ରୀ
Read More...