Browsing Tag

Titlagarh news

ଟିଟିଲାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କଲେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକରେ ବିଧାୟକଙ୍କ ମନୋମୁଖୀ ଶାସନ ଓ ବିଡ଼ିଓଙ୍କ ଅଣଦେଖା କରିବା ପ୍ରତିବାଦରେ କିଛି ଦିନ ତଳେ ବ୍ଲକ ଚେୟାରମେନ ସଂଯୁକ୍ତା ନାଏକ ବ୍ଲକରେ ଧାରଣା ଦେଇଥିଲେ । ତାପରେ ବି ସେମାନଙ୍କ ବିରୁଦ୍ଧରେ କିଛି ପଦକ୍ଷେପ ଗ୍ରହଣ ନ କରିବାରୁ ଟିଟିଲାଗଡ଼
Read More...

ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଯୋଗଦେଲେ ଯଶୋବନ୍ତ ନାରାୟଣ ପ୍ରଧାନୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରି ଭାବେ ଯୋଗଦେଲେ ଯଶୋବନ୍ତ ନାରାୟଣ ପ୍ରଧାନୀ । କାର୍ଯ୍ୟାଳୟରେ ପୂଜାର୍ଚ୍ଚନା କରିବା ପରେ ଦାୟିତ୍ଵ ଗ୍ରହଣ କରିଛନ୍ତି ଶ୍ରୀ ପ୍ରଧାନୀ । ଏହା ପୂର୍ବରୁ ସେ ରାଉରକେଲା ଜିଆରପି ଡିଏସପି ତଥା ତୁଷୁରା ଓ ପୁଇନ୍ତଲା
Read More...

ଅଭିମନ୍ୟୁ ସାହୁ କଲ୍ୟାଣ ମଣ୍ଡପର ନାମ ପରିବର୍ତ୍ତନ ହୋଇ କୁମୁଡ଼ା କଲ୍ୟାଣ ମଣ୍ଡପର ଲାଗିଲା ବୋର୍ଡ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଜେଡ଼ି ଶାସନ ସମୟରେ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିର ସାମ୍ନାରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପର ନାମ ଅଭିମନ୍ୟୁ ସାହୁ କଲ୍ୟାଣ ମଣ୍ଡପ ରଖାଯାଇଥିଲା । ଏବେ ବିଜେପି କ୍ଷମତାକୁ ଆସିବା ପରେ ଯେହେତୁ ସରକାରୀ ଅନୁଦାନରେ ସେହି କଲ୍ୟାଣ ମଣ୍ଡପ ନିର୍ମିତ
Read More...

ଟିଟିଲାଗଡ଼ ବ୍ଲକ୍ ଅଧ୍ୟକ୍ଷା ସଂଯୁକ୍ତା ନାୟକଙ୍କ ବିରୋଧରେ ଆସିଲା ଅନସ୍ଥା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକର ଅନେକ ସମିତି ସଭ୍ୟ ଏବଂ ସରପଞ୍ଚ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସଂଯୁକ୍ତା ନାୟକଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କ ବିରୁଦ୍ଧରେ ଅନସ୍ଥା ପ୍ରସ୍ତାବ ପାରିତ କରିବା ପାଇଁ ଟିଟିଲାଗଡ଼ ଉପଜିଲ୍ଲପାଳଙ୍କୁ ସାକ୍ଷାତ କରିଛନ୍ତି ।
Read More...

ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ପ୍ରସ୍ତାବ କ୍ରମେ ଶିବରାତ୍ରି ମେଳାରେ ଦୋକାନର ଭଡ଼ାକୁ ୧୦ ପ୍ରତିଶତ ହ୍ରାସ କଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ମଧ୍ୟ ଧୁମ୍‌ଧାମରେ ପାଳନ କରାଯିବ ଟିଟିଲାଗଡ଼ର ପ୍ରସିଦ୍ଧ ମହାଶିବରାତ୍ରି । ଦୋକାନୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମହାଶିବରାତ୍ରି ମେଳାରେ ଦୋକାନୀଙ୍କୁ ବଡ ଉପହାର ଦେଲେ ବିଧାୟକ ନବୀନ ଜୈନ । ବିଧାୟକ ଶ୍ରୀ ଜୈନଙ୍କ ପ୍ରସ୍ତାବକୁ ଗ୍ରହଣ କରିଲା
Read More...

ଟିଟିଲାଗଡ଼ର ନୂତନ ଥାନା ଅଧିକାରିଣୀ ଭାବେ ଯୋଗଦେଲେ ଶ୍ରୀମତୀ କଲ୍ୟାଣୀ ବେହେରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଥାନାରେ ନୂତନ ଥାନା ଅଧିକାରୀଣୀ ଭାବେ ଯୋଗଦେଲେ ଶ୍ରୀମତୀ କଲ୍ୟାଣୀ ବେହେରା । ସେ ପୂର୍ବରୁ ବରଗଡ଼ ବିଜେପୁର ଠାରେ ଥାନାଧିକାରିଣୀ ଭାବେ କାର୍ଯ୍ୟ ଦାୟିତ୍ଵ ତୁଲାଉଥିଲେ । ବୁଧୁବାର ଦିନ ସେ ଟିଟିଲାଗଡ଼ ଥାନାରେ ଆସି ଯୋଗଦେଇଛନ୍ତି । ଯୋଗ
Read More...

ଟିଟିଲାଗଡ଼ ସିଟି ବ୍ୟାଚ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ନିକଟସ୍ଥ ଝାରଦେବନ୍ଧ ପାହାଡ ପାଖରେ ୧୯୯୮ ଓ ୨୦୦୦ ମସିହାର ସିଟି ବ୍ୟାଚ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ସି.ଟି ସ୍କୁଲର ସେ ସମୟର ପ୍ରଶିକ୍ଷାର୍ଥୀମାନେ ଦୀର୍ଘ ୨୫ ବର୍ଷ ପରେ ନିଜ ନିଜ ମଧ୍ୟରେ ଯୋଗାଯୋଗ କରି ଏହି
Read More...

ଦାଦନ ଖଟିବାକୁ ଯାଇ ବାପ ପୁଅଙ୍କ ମୃତ୍ୟୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପରିବାରର ପେଟ ପୋଷଣ ପାଇଁ ଦାଦନ ଖଟିବାକୁ ଯାଇ ବାପ ପୁଅଙ୍କ ମୃତ୍ୟୁ ହୋଇଯାଇଛି । ପ୍ରାପ୍ତ ସୁଚନା ଅନୁଯାୟୀ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁଶକେଲା ପଞ୍ଚାୟତ ଡଙ୍ଗରପଡା ଗାଁର ଅଭିରାମ କଟା (୪୫) ପୁଅ ଉତ୍ତମ କଟା (୨୨) ଓ ସ୍ତ୍ରୀ ସହ ତାମିଲନାଡୁର ଏକ
Read More...

ଘର ସମ୍ମୁଖରେ ମହିଳାଙ୍କ ଉପରକୁ ମାଡ଼ିଗଲା ଆମ୍ବୁଲାନ୍ସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସର୍ଗିଗୁଡ଼ା ମଦନ ଜାଲ ଛକ ନିବାସୀ ଗତ ଗୁରୁବାର ଭୋର ୫.୩୦ ମିନିଟରେ ପ୍ରତିମା ସାହୁ ପ୍ରତିଦିନ ଭଳି ନିଜ ଘର ଅଗଣାରେ ଝାଡୁ କରୁଥିବା ସମୟରେ OD03AC9355 ନମ୍ବର ବିଶିଷ୍ଟ ଗୋଟିଏ ଆମ୍ବୁଲାନ୍ସ ଗାଡ଼ି ହଠାତ୍‌ ଆସି ଧକ୍କା ମାରିବାରୁ ପାଖରେ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିକଶିତ ଗାଁ, ବିକଶିତ ଓଡିଶା କାର୍ଯ୍ୟକ୍ରମ ଶୁଭାରମ୍ଭ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାର ଆଭାଷୀ ମାଧ୍ୟମରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିକଶିତ ଗାଁ, ବିକଶିତ ଓଡ଼ିଶା ଭଳି ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା ମୁଖ୍ୟମନ୍ତ୍ରୀ ମୋହନ ଚରଣ
Read More...