Browsing Tag

titilagarh news

ଟିଟିଲାଗଡ଼ ବିପାସନା ଧ୍ୟାନ କେନ୍ଦ୍ର ତରଫରୁ ଜୈନ ଭବନ ଠାରେ ଏକ ଆଧ୍ୟତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସଂଧ୍ୟାରେ ସ୍ଥାନୀୟ ଜୈନ ଭବନ ଠାରେ ଟିଟିଲାଗଡ ବିପାସନା ଧ୍ୟାନକେନ୍ଦ୍ର ତରଫରୁ ଏକ ଆଧ୍ୟତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟବକ୍ତା ଭାବେ ସୁଦୂର ଗୁଜୁରାଟ ରାଜ୍ୟର ରାଜକୋଟରୁ ମାନ୍ୟବର ଗୁରୁଜୀ ରାଜୁଭାଇ
Read More...

ଟିଟିଲାଗଡ ଆଇ ଲଭ୍‌ ଟିଟିଲାଗଡ ପାର୍କ ପରିସରରେ ନୂତନ ଭାବେ ନିର୍ମିତ ଗଣେଶ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ୟାଙ୍କ ଛକ ଠାରେ ଥିବା ଗଣେଶ ମନ୍ଦିର ପାଇଁ ରାସ୍ତା ସଙ୍କୁଚିତ ହେବା ସହ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ତେବେ ଟ୍ରାଫିକ ସମସ୍ୟାର ସମାଧାନ ତଥା ରାସ୍ତା ସମ୍ପ୍ରସାରଣ ପାଇଁ ବ୍ୟାଙ୍କ ଛକରେ ଥିବା ଗଣେଶ ମନ୍ଦିରକୁ ହଟାଇବା ପାଇଁ ପ୍ରସ୍ତାବ
Read More...

ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କୁ ନ୍ୟାୟ ସଂଗତ ଦରମା ଓ ସୁବିଧା ପ୍ରଦାନ ନ କରିବା ଯୋଗୁଁ କାର୍ଯ୍ୟ ବନ୍ଦ ଡାକରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡିଶାର ବିଭିନ୍ନ ବିଭାଗରେ ଆଉଟ ସୋର୍ସିଙ୍ଗ ଭିତ୍ତିରେ କାମ କରୁଥିବା କର୍ମଚାରୀ ଦୀର୍ଘ ସମୟ ଧରି ଅତ୍ୟନ୍ତ କମ୍ ଦରମାରେ ଓ ଅନିଶ୍ଚିତ ପରିସ୍ଥିତିରେ କାମ କରୁଛନ୍ତି । ସରକାରୀ କାମର ମୁଖ୍ୟ ଭାଗ ସେମାନେ କରୁଥିଲେ ମଧ୍ୟ ଯଥାର୍ଥ ସୁବିଧା ଓ ସୁରକ୍ଷା ପାଇ
Read More...

ଟିଟିଲାଗଡ଼ ପୌରପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ସପ୍ତାହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ତେବେ ଆଜି ଟିଟିଲାଗଡ଼ ପୌର ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ସପ୍ତାହ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ
Read More...

ଟିଟିଲାଗଡ ରେଳ ଷ୍ଟେସନରେ ଅଜଣା ବ୍ୟକ୍ତିଙ୍କ ଟ୍ରେନକୁ ଡେଇଁ ଆତ୍ମହତ୍ୟା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସକାଳ ପ୍ରାୟ ୭.୪୦ମିନିଟ୍ ସମୟରେ ଟିଟିଲାଗଡ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ଜଣେ ଅଜଣା ବ୍ୟକ୍ତି ବୟସପାଖାପାଖି ୩୦ରୁ ୩୫ ବର୍ଷ ହେବ ଗୋଟିଏ ମାଲବାହୀ ଟ୍ରେନ ଆସୁଥିବା ସମୟରେ ଟ୍ରେନ ଲାଇନ୍ ମଝିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ଏ
Read More...

ଭୁଲିଆ ସମାଜର ମିଶ୍ରଣ ପର୍ବ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ପୁରୁଣା ସ୍ପା ଅଫିସରେ ଭୁଲିଆ (ମେହେର) ସମାଜର କେନ୍ଦ୍ରୀୟ ବୋର୍ଡ ବଲାଙ୍ଗିର ସହିତ ଗୋଟେ ମିଶ୍ରଣ ପର୍ବ ଟିଟିଲାଗଡ଼ ଭୁଲିଆ (ମେହେର)ସମାଜର ସଭାପତିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ସଭାକାର୍ଯ୍ୟକୁ ସଂପାଦକ ବୁଲବୁଲ ମେହେର ପରିଚାଳନା
Read More...

ଟିଟିଲାଗଡ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହିଟ୍ ୱେଭ୍ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଗକୁ ଆସୁଛି ଗ୍ରୀଷ୍ମ ଋତୁ, ତେବେ ହିଟ୍ ୱେଭ୍ ପରିସ୍ଥିତିକୁ ହ୍ରାସ କରିବା ପାଇଁ ପ୍ରସ୍ତୁତିମୂଳକ ସଭା ଟିଟିଲାଗଡ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉଷ୍ଣତା ତରଙ୍ଗ ପରିସ୍ଥିତିକୁ ହ୍ରାସ
Read More...

କୋଶଳ ପ୍ରବାହର ପ୍ରଭାବ : ଗତରାତିରେ ନଳକୂପ ଚୋରି – ସକାଳେ ବାଜିଲା ଖବର ସଂଧ୍ୟା ପୂର୍ବରୁ ଲାଗିଲା ନଳକୂପ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) ଦିନକୁ ଦିନ ସରକାର ଲୋକଙ୍କ ପାଇଁ ଯେତେ ଯୋଜନା କରୁଛନ୍ତି ତାହା ବି ଚୋର ଛାଡ଼ୁ ନାହାନ୍ତି । ଏପରି ଏକ ଘଟଣା ଘଟିଛି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଲୁଧିପଡ଼ା ସ୍କୁଲରେ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ନଳକୂପକୁ ଗତକାଲି ରାତିରେ କେହି ଦୁର୍ବୃତ୍ତ ଚୋରି
Read More...

ଟିଟିଲାଗଡ ପୌର ପରିଷଦ ପକ୍ଷରୁ ୱାର୍ଡ଼ ନମ୍ବର ୩ରେ ଜନ ଶୁଣାଣି କାର୍ଯ୍ୟକ୍ରମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାରଙ୍କ ଦ୍ୱାରା ନୂତନ ଅଭିଯାନ ଯାହାକି ୱାର୍ଡରେ ପୌର ପ୍ରଶାସନ କିଛିଦିନ ହେଲା ଆରମ୍ଭ କରିଛି । ପ୍ରତ୍ୟେକ ସପ୍ତାହରେ ଯେକୌଣସି ୱାର୍ଡରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ବୁଧବାର ଟିଟିଲାଗଡ ପୌର ପରିଷଦ ପକ୍ଷରୁ
Read More...

ଗଂଜେଇ ଚାଲାଣ ବେଳେ ମାଡି ବସିଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ଏବେ ଚାଲିଛି ମହାଶିବରାତ୍ରି ମେଳା । ତେବେ ଏହାର ସୁଯୋଗ ନେଇ ନୂଆ ଷ୍ଟାଇଲରେ ଗଞ୍ଜେଇ ଚାଲାଣ ହେଉଥିଲା । ପୋଲିସ ଆଖିରେ ଧୂଳି ଦେବା ସହ ସମସ୍ତଙ୍କୁ ମାତ ଦେଇ ଚାଲାଣ ହେଉଥିଲା ଗଞ୍ଜେଇ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଞ୍ଚଳର ଚାରି ଜଣ
Read More...