Browsing Tag

telkoi news

ଭୁଜାଲିରେ ହାଣି ଲୁଟି ନେଲେ ଲକ୍ଷାଧିକ ଟଙ୍କା

ତେଲକୋଇ : ସ୍ପଷ୍ଟ ଦିବାଲୋକରେ ଗୋରୁ ବ୍ୟବସାୟୀଙ୍କୁ ବନ୍ଧୁକ ମୁନ ଓ ଭୁଜାଲିରେ ହାଣି ୨ ଲୁଟେରା ଲକ୍ଷେ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏହି ଘଟଣା ଆଜି ସକାଳ ସମୟରେ ତେଲକୋଇ ଥାନା ଅଞ୍ଚଳର ଦୋବଲାପାଳ ଓ ଚନ୍ଦ୍ରଶେଖରପୁର ଗ୍ରାମ ମଧ୍ୟରେ ଥିବା ପେଟ୍ରୋଲ ପମ୍ପ ଅନତି ଦୂରରେ ଘଟିଥିବା
Read More...

ହାତୀ ଆକ୍ରମଣରେ ଭିନ୍ନକ୍ଷମ ମହିଳାଙ୍କ ମୃତ୍ୟୁ

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଶିରିଆ ବାହାଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଭିନ୍ନକ୍ଷମ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ବିଦେଶୀ ପେଣ୍ଠେଇଙ୍କ ଝିଅ ସ୍ଵସ୍ତିକା ପେଣ୍ଠେଇ (୩୫)। ସୂଚନାନୁଯାୟୀ, ସ୍ୱସ୍ତିକା ଶୁକ୍ରବାର ଭୋରୁ ନିକଟସ୍ଥ ମଗର
Read More...

ହୋଟେଲ ଭିତରେ ପଶିଗଲା କମଳା ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ହୋଟେଲ କର୍ମଚାରୀ

ତେଲକୋଇ : ହୋଟେଲ ଭିତରେ ପଶିଗଲା କମଳା ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଗଲେ ହୋଟେଲ କର୍ମଚାରୀ । ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଛକ ନିକଟରେ ଏଭଳି ଘଟଣା ଘଟିଛି । ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ରାୟପୁର ପଟୁ ଏକ କମଳା ବୋଝେଇ
Read More...

ପୁଅ ସାମ୍ନାରେ ଭାସିଗଲେ ବାପା

ତେଲକୋଇ : ନୟାକୋଟ ଥାନା କେନ୍ଦୁଗୋଟି ଗାଁ ନିକଟ ବୈତରଣୀ ନଦୀରେ ପୁଅ ସାମ୍ନାରେ ବାପା ଭାସି ଯାଇଥିବା ସୂଚନା ମିଳିଛି । ବାପା ଓ ପୁଅ ବାଇକରେ ଗଲା ବେଳେ ରାସ୍ତାରେ ଥିବା ପୋଲ ବୁଡ଼ିଥିଲା । ପୁଅ ବାଇକରେ ପୋଲ ପାରି ହୋଇଯିବା ପରେ ବାପା ଚାଲି ଚାଲି ଯାଉଥିଲେ । ହ୍ୟୁମ ପାଇପରେ ତିଆରି ପୋଲରେ
Read More...

ତେଲକୋଇରେ ଗୋଠଛଡ଼ା ହାତୀର ଉପଦ୍ରବ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇରେ ଗୋଠଛଡ଼ା ଦନ୍ତା ହାତୀର ଉପଦ୍ରବ । ସୋମବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ତେଲକୋଇ ରେଞ୍ଜ୍ ଖୁଣ୍ଟାପଡା ଗାଁ ତଳସାହିରେ ପଶି ତପସ୍ଵିନୀ ସେଠୀଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହ ଦଇତାରି ସାହୁଙ୍କ ମୁଗବାଡିରେ ପଶି ମୁଗ ଫସଲକୁ ନଷ୍ଟ କରିଦେଇଛି ।
Read More...