ଏମ୍ଏମ୍ଡିଆର୍ ସଂଶୋଧନକୁ ବିରୋଧ : ସୁନ୍ଦରଗଡ଼ରେ ବିଜେଡିର ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ
ସୁନ୍ଦରଗଡ଼, (କେପିଏନ୍ଏସ୍) : ଏମ୍ଏମ୍ଡିଆର୍ ସଂଶୋଧନ ଆଇନ-୨୦୨୬କୁ ବିରୋଧ କରି ସୁନ୍ଦରଗଡ଼ରେ ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯାଇଛି । ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର ଓ ରାଜ୍ୟର ରାଜସ୍ୱ ସ୍ୱାର୍ଥ ସୁରକ୍ଷା ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି!-->…
Read More...
Read More...