ରାଜଗାଙ୍ଗପୁରରେ ଲଜ୍ଜାଜନକ ଘଟଣା, ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବାପାଙ୍କ ବନ୍ଧୁ ଗିରଫ
ସୁନ୍ଦରଗଡ଼ : ବାପାଙ୍କ ବନ୍ଧୁଙ୍କ ଘରେ ଅସୁରକ୍ଷିତ ହୋଇପଡ଼ିଲା ୧୩ ବର୍ଷୀୟା ନାବାଳିକା। ବିଶ୍ୱାସରେ ବିଷ ଦେଇ ଦୁଇ ଦିନ ଧରି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ। ଏଭଳି ଏକ ଲଜ୍ଜାଜନକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗ ପରେ ପୁଲିସ!-->…
Read More...
Read More...