ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ସାଇବର ଠକେଇ ସଚେତନତା ଶିବିର
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବ୍ଲକ ମିଶନ୍ ଶକ୍ତି ଭବନ ସୋନପୁର ଠାରେ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସାଇବର ଠକେଇରୁ ସୁରକ୍ଷା ନିମନ୍ତେ ବ୍ଲକ ସ୍ତରୀୟ ସଚେତନତା ବା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ!-->…
Read More...
Read More...