Browsing Tag

subarnapur news

ନିଉଜ୍ ମେକର୍ ଅଫ ଦି ଇୟର ୨୦୨୫ ଆୱାର୍ଡ଼ରେ ସମ୍ବର୍ଦ୍ଧିତ ହେଲେ ଜିଲ୍ଲାପାଳ ଡ. ନୃପରାଜ ସାହୁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ "ନିଉଜ୍ ମେକର୍ ଅଫ ଦି ଇୟର ୨୦୨୫" ଭାବେ କନକ ନିଉଜ ଚେନେଲ୍ ତରଫରୁ ସମ୍ବର୍ଧିତ ହୋଇଥିବା ଜଣାପଡିଛି । ଭୁବନେଶ୍ୱର ହୋଟେଲ ପଲ୍ ହାଇଟ ସଭାଗୃହ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନକ ନିଉଜ ସିଇଓ
Read More...

ଅନୁସୂଚୀତ ଜାତି ଓ ଜନଜାତି ହଷ୍ଟେଲକୁ ଅଚାନକ ପରିଦର୍ଶନ କଲେ ପ୍ରତିନିଧି ଦଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲା ତରଭା ବ୍ଲକ ଚାରଭଟା ସ୍ଥିତ ଆଦିବାସୀ ହଷ୍ଟେଲରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ଦୁର୍ଭାଗ୍ୟ ଜନକ ମୃତ୍ୟୁ ଘଟଣା ପରେ ଗତକାଲି ଅପରାହ୍ନରେ ସୋନପୁର ବ୍ଲକ ଅନ୍ତର୍ଗତ ଅସୁରମୁଣ୍ଡା ଠାରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚୀତ ଜାତି ଓ
Read More...

ଜିଲ୍ଲା ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟିର ଉପକାରାଗାର ପରିଦର୍ଶନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗୃହ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟି ଗତକାଲି ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବାଶିଷ ଦାସଙ୍କ ତତ୍ୱାବଧାନରେ କମିଟିର ସଦସ୍ୟ
Read More...

ସ୍ପୋର୍ଟସ ହଷ୍ଟେଲ ଚୟନ ଶିବିର ପାଇଁ ଜିଲ୍ଲାର ୧୨ ଜଣ ଫୁଟବଲ ଖେଳାଳୀଙ୍କ ଯାତ୍ରା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମରେ ହୋଇଥିବା ୟୁ -୧୫ ସିଏମ ଟ୍ରଫିରେ ସୁବର୍ଣ୍ଣପୁର ଫୁଟବଲ ଦଳର ୧୨ ଜଣ ଫୁଟବଲ ଖେଳାଳୀ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିବାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ହେବାକୁ ଥିବା ଫୁଟବଲ ସ୍ପୋର୍ଟ୍ସ ହଷ୍ଟେଲ ଚୟନ
Read More...

ଯୁକ୍ତ ଦୁଇ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା : ସହକାରୀ ଅଧିକ୍ଷକ ନିଲମ୍ବିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଚାରଭଟ୍ଟା ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ଯୁକ୍ତଦୁଇ ଦ୍ଵିତୀୟ ବର୍ଷ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣାରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବିତ ହେଲେ ଚାରଭଟ୍ଟା ଆଶ୍ରମ ଉଚ୍ଚ
Read More...

ସମ୍ବଲପୁର ରିଜିଓନାଲ ଡାଇରେକ୍ଟରଙ୍କ ମହିଳା ମହାବିଦ୍ୟାଳୟ ପରିଦର୍ଶନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ଅପରାହ୍ନରେ ସୋନପୁର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟକୁ ସମ୍ବଲପୁର ରିଜିଓନାଲ ଡାଇରେକ୍ଟର ଡ. ମୁରଲୀଧର ମାଝୀ ପରିଦର୍ଶନରେ ଆସି ଫେରିଯାଇଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଓ ସମସ୍ତ ଅଧ୍ୟାପକ ତଥା କର୍ମଚାରୀ ମାନଙ୍କୁ ନେଇ
Read More...

ବିଜେପିର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲେ ଜିଲ୍ଲା ପ୍ରଭାରୀ ସୁରେଶ୍ଵର ଶତପଥୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ସର୍କିଟ୍ ହାଉସ୍‌ ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାରୀ ସୁରେଶ୍ୱର ଶତପଥୀ ଏବଂ ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ
Read More...

ନିର୍ବାଚନ ସଂସ୍କାର ସମ୍ବନ୍ଧୀୟ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭାରତୀୟ ଜନତା ପାର୍ଟି ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ନିର୍ବାଚନ ସଂସ୍କାର ସମ୍ବନ୍ଧୀୟ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବେଣୁଧର ଦାସଙ୍କ ଅଧ୍ୟକ୍ଷତାରେ
Read More...

ବିଜୁ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗାନ୍ଧୀପଡିଆ ଠାରେ ଚାଲିଥିବା ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଯୋଗ ଦେଇ କୃତୀ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଭୁସୁଡୁଛି ବିଜେଡି ଗଡ଼ : ଉପ ସଭାପତିଙ୍କ ସମେତ ୩ ଜଣଙ୍କ ଇସ୍ତଫା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ଭୁସୁଡ଼ୁଛି ବିଜେଡିର ଗଡ଼ । ଇସ୍ତଫା ଦେଲେ ୩ ତୁଙ୍ଗନେତା ତଥା ବିଧାୟକ ନିରଞ୍ଜନ ପୂଜାରୀଙ୍କ ଅନୁଗତ । ଗତକାଲି ବିଜେଡି ସାଙ୍ଗଠନିକ ପଦରୁ ଉପ ସଭାପତି ରମେଶ ପୂଝାରୀ, ଯୁବ ବିଜେଡ଼ି ଉପ ସଭାପତି ମନୋଜ ପୁରୋହିତ ଓ ଉମେଶ
Read More...