ମହିଳା ସୈନ୍ୟ ପୋଲିସ ନିମନ୍ତେ ନିଯୁକ୍ତି ରାଲି ପାଇଁ ନାମ ପଞ୍ଜିକରଣ : ଆସନ୍ତା ୨୦ ପର୍ଯ୍ୟନ୍ତ ଖୋଲାରହିବ ୱେବ୍ସାଇଟ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆସନ୍ତା ୨୦/୦୭/୨୧ପର୍ଯ୍ୟନ୍ତ ୨୦୨୧-୨୨ ବର୍ଷ ନିମନ୍ତେ ମହିଳା ପ୍ରାର୍ଥୀନୀ (ବୟସ ୧୭ବର୍ଷ ୦୬ ମାସରୁ ୨୧ବର୍ଷ ମଧ୍ୟରେ/ଜନ୍ମ ତାରିଖ- ୦୧ଅକ୍ଟୋବର ୨୦୦୦ରୁ ୦୧ଅପ୍ରେଲ ୨୦୦୪ ମଧ୍ୟରେ )ଙ୍କ ପାଇଁ ସୈନିକ ସାଧାରଣ କର୍ତ୍ତବ୍ୟ (ମହିଳା ସୈନ୍ୟ ପୋଲିସ )ଅଧିକାରୀ!-->…
Read More...
Read More...