ସଇଁନ୍ତଲା କଲେଜରେ ଅସାମାଜିକ ବ୍ୟକ୍ତିଙ୍କ ବଢୁଛି ପ୍ରାଦୁର୍ଭାବ ଘଟଣା : ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କଲେ…
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପଞ୍ଚାୟତ ସମିତି କଲେଜରେ ଅସାମାଜିକ ବ୍ୟକ୍ତିଙ୍କ ବଢୁଥିବା ପ୍ରାଦୁର୍ଭାବ ଘଟଣାକୁ ନେଇ 'କୋଶଳ ପ୍ରବାହ'ରେ ଦୁଇ ଦିନ ତଳେ ଖବର ପ୍ରସାରିତ ହେବା ପରେ ଆଜି କଲେଜ ଅଧ୍ୟକ୍ଷ ଶିବ ପ୍ରସାଦ ବିଶ୍ୱାଳ ଆମ ପ୍ରତିନିଧିଙ୍କ ସହ ଆଲୋଚନା!-->…
Read More...
Read More...