Browsing Tag

rourakela news

ମହାସମାରୋହରେ ପାଳିତ ହେଲା ଗରିମା-୨୦୨୨

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ 'ଗରିମା-୨୦୨୨ ମହାସମାରୋହରେ ସିଭିକ ସେଣ୍ଟରଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କାୟଲଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ପ୍ରଗତିର ତୃତୀୟ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ବରସୁଆଁ ସ୍ଥିତ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ "ପ୍ରଗତି" ପକ୍ଷରୁ ଏହାର ତୃତୀୟ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ବେହେରାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ବସନ୍ତ…
Read More...

ଜାଙ୍ଗିଦିରିରେ ହିନ୍ଦୁ ନବବର୍ଷ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକ ରାମଯୋଡି ପଞ୍ଚାୟତ ଅନ୍ତର୍ଗତ ବଣପାହାଡ଼ ଘେରା ଜାଙ୍ଗିଦିରି ଗ୍ରାମରେ ଆଜି ଚୈତ୍ରଶୁକ୍ଲ ପ୍ରତିପଦା ଅବସରରେ ହିନ୍ଦୁ ନବବର୍ଷ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ପ୍ରଭୁ ଶ୍ରୀରାମଙ୍କ ଫଟୋ ଚିତ୍ରରେ ଧୂପଦୀପ…
Read More...

ରାଉରକେଲାରେ ଉତ୍କଳ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହିକ୍ରମରେ କୋଏଲନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ୮୭ତମ ଉତ୍କଳ ଦିବସ ସଂଘ କାର୍ୟାଳୟଠାରେ ପାଳିତ ହୋଇଯାଇଛି । ସଂଘର ସଭାପତି ଅଭୟ କୁମାର ଦାସଙ୍କ ସଭପତିତ୍ୱ ଓ…
Read More...

ଲାଠିକଟା ଶିଶୁ ମନ୍ଦିରରେ ଉତ୍କଳ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ଏସ୍‌ବିଆଇ କଲୋନୀ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଆଜି ଧୁମ୍‌ଧାମ୍‌ରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ସର୍ବପ୍ରଥମେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫୋଟୋ ଚିତ୍ରରେ ଧୂପ, ଦୀପ, ପୁଷ୍ପ ଅର୍ପଣ ପୂର୍ବକ ପୂଜାର୍ଚନା ପରେ ସାମୁହିକ ଭାବରେ ବନ୍ଦେ…
Read More...

ଓପନ୍‌ ଫର୍‌ ଅଲ୍‌ ଫାଉଣ୍ଡେସନ୍‌ର ୫ ଦିନିଆ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଫୁଟବଲ ଖେଳକୁ ପ୍ରୋତ୍ସାହିତ କରିବା ତଥା ଗ୍ରାମାଞ୍ଚଳରୁ ପ୍ରତିଭାକୁ ଚିହ୍ନଟ କରିବା ପାଇଁ ନୂତନ କରି ଗଠନ ହୋଇଥିବା ଓପନ୍‌ ଫର୍‌ ଅଲ୍‌ ଫାଉଣ୍ଡେସନ୍‌ର ୫ଦିନିଆ ଫୁଟବଲ ପ୍ରତିଯୋଗିତା ଇସ୍ପାତ ଷ୍ଟାଡିୟମ ଠାରେ ଉଦ୍‌ଯାପିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ଗତ…
Read More...

ଗରିମା-୨୦୨୨ ଆସନ୍ତା ୨ ତାରିଖରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ 'ଗରିମା- ୨୦୨୨' ଆସନ୍ତା ଏପ୍ରିଲ ମାସ ୨ ତାରିଖ ଦିନ ସିଭିକ ସେଣ୍ଟରଠାରେ ସଂଧ୍ୟା ୬ ଘଟିକା ସମୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏନେଇ ସେକ୍ଟର ୨ ସେହେନାଇ ମଣ୍ଡପଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ…
Read More...

ଜନ ନାଟ୍ୟ ମ‌ଞ୍ଚର ବିଶ୍ୱ ନାଟ୍ୟ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ପ୍ରାଙ୍ଗଣରେ ବୈଜ୍ଞାନିକ ମନୋଭାବ ବିକାଶ ନିମିତ୍ତ ଦାତବ୍ୟ ଟ୍ରଷ୍ଟ କେନ୍ଦ୍ର ତରଫରୁ ‘ଜନ ନାଟ୍ୟ ମ‌ଞ୍ଚ’ର ସଂପାଦକ ଆର୍ତ୍ତତ୍ରାଣଙ୍କ ସଭାପତିତ୍ୱରେ ଜନ ନାଟ୍ୟ ମ‌ଞ୍ଚର ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି ।…
Read More...

ଅଖିଳ ଭାରତ ବୀମା କର୍ମଚାରୀ ସଂଘ ଆହ୍ଵାନରେ ଆଜି ସାରା ଦେଶରେ ମାର୍ଚ୍ଚ ୨୮ ଓ ୨୯ ତାରିଖ ଦୁଇ ଦିନିଆ ଧର୍ମଘଟ :…

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜୀବନ ବୀମା ନିଗମକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏବଂ ପୁଞ୍ଜି ବଜାରରେ ଏହାର ଶେୟାର ବିକ୍ରି କରିବାର ଉଦ୍ୟମକୁ ବନ୍ଦ କରିବା ଭାରତୀୟ ଜୀବନ ବୀମା ନିଗମ ତରଫରୁ ସରକାରଙ୍କ ଠାରେ ଦାବୀ କରାଯାଇଥିଲା । ସେଥିପାଇଁ ଆଜି ୨୮ ତାରିଖ ଓ ଆସନ୍ତା କାଲି…
Read More...

ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ୟର ଚତୁର୍ଥ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟାନୁଷ୍ଠାନ ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ୟ, ରାଉରକେଲାର ଚତୁର୍ଥ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା ଛେଣ୍ଡ ସ୍ଥିତ ଧାମରା ସଂଘ ଠାରେ ଅନୁଷ୍ଠିତ ହୋଇଯାଇଛି । ସାମୁଖ୍ୟର ସଭାପତି ଭୂପେନ ମହାପାତ୍ରଙ୍କ ସଭାପତିତ୍ବ ଓ ସାଧାରଣ…
Read More...