Browsing Tag

rourakela news

ମା’ ବାଟ ମଙ୍ଗଳା ପଞ୍ଚମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜୟଦେବ କଳା ବିକାଶ କେନ୍ଦ୍ର ଓ ଜଗଦା ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ମା' ବାଟ ମଙ୍ଗଳା ପଞ୍ଚମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଜଗଦା ସ୍ଥିତ ମା' ବାଟ ମଙ୍ଗଳା ଶକ୍ତିପୀଠର ଶକ୍ତିଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର…
Read More...

୧୦ ଲକ୍ଷ ଟଙ୍କାର ଧଳାଜହର ଜବତ : ୫ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ନାଲାରୋଡ ଅଞ୍ଚଳରୁ ୧୦ ଲକ୍ଷ ଟଙ୍କାର ଧଳାଜହର ଜବତ କଲା ପ୍ଲାଣ୍ଟସାଇଟ୍ ପୋଲିସ । ଏହା ସହିତ ଗୋଟିଏ କାର ଏବଂ ବାଇକ୍‌ ଜବତ କରିବା ସହ ୫ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଏହି ୫ ଅଭିଯୁକ୍ତ ଧଳାଜହର କାରବାରର ମାଷ୍ଟରମାଇଣ୍ଡ…
Read More...

ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଅବସରପ୍ରାପ୍ତ ଇସ୍ପାତ କାରଖାନା କର୍ମଚାରୀ ସଂଘ କାର୍ଯ୍ୟାଳୟଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଭୟ କୁମାର ଦାସ ଓ ସାଧାରଣ ସଂପାଦକ ଅରବିନ୍ଦ ପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି…
Read More...

ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ,…

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ଗୁରୁକୂଳ କଳ୍ପତରୁ ସେବାଶ୍ରମ ଠାରେ ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ, ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । କବି ରାଜୀବ ପାଣିଙ୍କ ପୌରାହିତ୍ୟରେ…
Read More...

ସ୍ୱରାଗିଣୀ ଅନୁଷ୍ଠାନର ମା’ ଖୁଦୁରୁକୁଣୀ ମେଲଣ ୨୦୨୨ ଆସନ୍ତା ୧୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂତନ କରି ଗଠନ ହୋଇଥିବା ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଗିଣୀ ତରଫରୁ ମା' ଖୁଦୁରୁକୁଣୀ ମେଲଣ ୨୦୨୨ ଆସନ୍ତା ୧୨ ତାରିଖ ଦିନ ସେକ୍ଟର ୨୦ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ପାଳନ କରାଯିବ । ଏନେଇ ରାଉରକେଲା କ୍ଲବଠାରେ ଅନୁଷ୍ଠାନ ତରଫରୁ ଆୟୋଜିତ…
Read More...

ଆମ ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତାପ୍ରଧାନ) : ସେକ୍ଟର ୧୯ ଥାନା ପ୍ରଭାରୀ ଭାବେ ମାନସ ବାରିକ ଯୋଗ ଦେବା ପରେ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଆମ ପୁଲିସ ତରଫରୁ ପଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌ପି ସଂଗ୍ରାମ କେଶରୀ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ଆମ…
Read More...

ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ତରଫରୁ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳାଙ୍କ ଜରାୟୁ ଓ ଗର୍ଭାଶୟ ସମସ୍ୟାର ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ତରଫରୁ ରାଉରକେଲା ସରକାରୀ ଡାକ୍ତରଖାନା ଠାରେ ଆୟୋଜିତ ହୋଇଯାଇଛି । କ୍ଲବର ସଭାପତି ଡ. ମୀନତି ପଣ୍ଡା ସ୍ୱାଗତ ଭାଷଣ ଦେବାସହ…
Read More...

ଇସ୍ପାତ ମାର୍କେଟରେ ସୁଇଟ ଆଣ୍ଡ ସ୍ନାକ୍ସ ଦୋକାନ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ମାର୍କେଟଠାରେ ବୃନ୍ଦାବନ ସୁଇଟ୍ସ ଆଣ୍ଡ ସ୍ନାକ୍ସ ଦୋକାନ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଦୋକାନରେ ସୁଲଭ ମୂଲ୍ୟରେ ମିଷ୍ଟାନ୍ନ ସହ ମିକ୍ସଚର ଇତ୍ୟାଦି ଉପଲବ୍ଧ ହେବ ବୋଲି ସତ୍ୱାଧିକାରୀ ହିମାଂଶୁ…
Read More...

ଧର୍ମ ପରାୟଣା ମହିଳାଙ୍କ ପ୍ରଥମ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବୀ ତଥା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷେତ୍ରିୟ ମହାସଭାର ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଧର୍ମପତ୍ନୀ ଶାନ୍ତିଲତା ପାତ୍ରଙ୍କ ସ୍ମୃତିଚାରଣ ସଭା ସେକ୍ଟର ୩ ସ୍ଥିତ ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହରର ପ୍ରମୁଖ ବ୍ୟକ୍ତିମାନେ…
Read More...

ସ୍ୱାମୀ ଶିବାନନ୍ଦଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମଠାରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡ. କିଶୋରୀ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ୱାମୀଙ୍କ ଜୀବନୀ ଓ ତାଙ୍କ ଦ୍ୱାରା ପ୍ରଦତ୍ତ କୋଡିଏଟି ଆଧ୍ୟାତ୍ମିକ…
Read More...