Browsing Tag

rourakela news

ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ଡିଷ୍ଟ୍ରିକ୍ଟ ଅଧ୍ୟକ୍ଷାଙ୍କ ରାଉରକେଲା ଗସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) ଇନରହୁଇଲ କ୍ଲବ ରାଉରକେଲା ରିଭରସାଇଡ ଡିଷ୍ଟ୍ରିକ୍ଟ ଅଧ୍ୟକ୍ଷା ରାଉରକେଲା ଗସ୍ତ କରି ଅନୁଷ୍ଠାନର ସଭ୍ୟାଙ୍କ ସହ ଭାବ ଓ ମତ ବିନିମୟ କରିଥିଲେ । ରିଭରସାଇଡର ସଭାପତି ଡଃ ମୀନତି ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଧିକା ରିଜେନ୍ସିରେ ଆୟୋଜିତ ଏହି…
Read More...

କ୍ଲିନ ଆଣ୍ଡ ଗ୍ରୀନ୍ ତରଫରୁ ଏନ୍‌ଆଇଟିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିବା ରାଉରକେଲାର କ୍ଲିନ ଆଣ୍ଡ ଗ୍ରୀନ ଅନୁଷ୍ଠାନ ତରଫରୁ ସ୍ୱଛତା କାର୍ଯ୍ୟକ୍ରମରେ ଏନ୍‌ଆଇଟିର ଅନ୍ତେବାସୀଙ୍କ ସହ ମିଶି ପରିସରକୁ ସଫା କରିଥିଲେ । ଶିକ୍ଷାନୁଷ୍ଠାନର ସୌହାର୍ଦ୍ଦ୍ୟପୂର୍ଣ୍ଣ ଆମନ୍ତ୍ରଣ ତଥା ଅନୁଷ୍ଠାନର ବରିଷ୍ଠ…
Read More...

ଗୋପବନ୍ଧୁ ପାଠାଗାରରେ କର୍କଟ ରୋଗ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : 'ଓଡିଶା ମୋ ପରିବାର'ର ରାଜ୍ୟ ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ମିହିର ରାୟଙ୍କ ଆବାହକତ୍ୱ, ଗୋପବନ୍ଧୁ ପାଠାଗାର, ଅବସରପ୍ରାପ୍ତ କର୍ମଚାରୀ ସଂଘ, ଉତ୍କଳ ସ୍ନେହୀ ମହିଳା ସମିତି ଓ ରୋଟାରୀ କ୍ଲବ ରିଭରସାଇଡ୍‌ର ମିଳିତ ସହଯୋଗରେ ପାଠାଗାରର ସତ୍ୟବାଦୀ କକ୍ଷରେ…
Read More...

ଜ୍ଞାନଲୋକର ସମାଜସେବା

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବା ପାଇଁ ପ୍ରତିବଦ୍ଧତା ଥିବା ଜ୍ଞାନଲୋକ ଅନୁଷ୍ଠାନ ତରଫରୁ ସେକ୍ଟର ୨ ସ୍ଥିତ ଖରିଆବାହାଲ ବସ୍ତିଠାରେ ସଫେଇ ଅଭିଯାନ ସହ ଡେଙ୍ଗୁ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଅନୁଷ୍ଠାନର ସଭାପତି ଅଜିତ କୁମାର ଦାସଙ୍କ ସଭାପତିତ୍ୱ ଓ ସଂପାଦକ…
Read More...

ଗୋପବନ୍ଧୁ ପାଠାଗାରରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ଛେଣ୍ଡ୍ କଲୋନୀର ଗୋପବନ୍ଧୁନଗର ସ୍ଥିତ ଗୋପବନ୍ଧୁ ପାଠାଗାର ଏବଂ ସ୍ୱସ୍ତି ସାହିତ୍ୟ ସଂସଦର ମିଳିତ ସହଯୋଗରେ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳେ ପାଠାଗାର ସମ୍ମୁଖସ୍ଥ ଏବଂ ନଗର ଆରମ୍ଭରେ ଥିବା…
Read More...

କୁମାର ପୂର୍ଣ୍ଣିମା ଓ ଓଡିଆ ପରମ୍ପରା ତଥା ପର୍ବପର୍ବାଣୀ ଆମ ପରିଚୟ

ରାଉରକେଲା, (ସସ୍ମିତା ପ୍ରଧାନ) : କୁମାର ପୂର୍ଣ୍ଣିମା ଓ ଓଡିଆ ପରମ୍ପରା ତଥା ପର୍ବପର୍ବାଣୀ ଆମ ପରିଚୟ ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ ରଖିଛନ୍ତି । ଭଞ୍ଜ ସାଂସ୍କୃତିକ ନ୍ୟାସ ଓ ଆଦର୍ଶ ପାଠାଗାରର ମିଳିତ ଆନୁକୂଲ୍ୟରେ…
Read More...

ପ୍ରବନ୍ଧ ସାହିତ୍ୟ ଜଗତରେ ବୌଦ୍ଧିକ ଚେତନାର ମୂଳମନ୍ତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଅବସରରେ ପ୍ରବନ୍ଧ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ନୃସିଂହ ଚରଣ…
Read More...

ଶ୍ରଦ୍ଧାରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ତାଲୁକ ଆଇନ ସେବା କମିଟି, ପାନପୋଷ, ରାଉରକେଲା ଆନୁକୁଲ୍ୟରେ ଶ୍ରଦ୍ଧା ଅନୁଷ୍ଠାନ ପରିସରରେ 'ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ' ପାଳିତ ହୋଇଯାଇଛି । ତାଲୁକ ଆଇନ କମିଟିର ଅଧ୍ୟକ୍ଷା ତଥା ଅତିରିକ୍ତ ଜିଲ୍ଲା ଜଜ୍ ଡ. ଭି.ସୁଜାତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
Read More...

ଉତ୍କଳମଣି ଗୋପବନ୍ଧୁ ୱେଲ୍‌ଫେୟାର ଟ୍ରଷ୍ଟ ପକ୍ଷରୁ ଗୋପନ୍ଧୁଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲ୍‌ଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ବାଲିଯୋଡି ଛକ ନିକଟସ୍ଥ ଗୋପବନ୍ଧୁ ପ୍ରତିମୂର୍ତ୍ତି ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ୧୪୫ତମ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡାଙ୍କ…
Read More...

ଆଇଡ଼ିଏଲ୍‌ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଇଡ଼ିଏଲ୍‌ ଏକ୍ସପ୍ଲୋସିଭ୍ ଲିମିଟେଡ଼ରେ ଦୀର୍ଘବର୍ଷ ଧରି ଉପୁଜି ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ହିନ୍ଦ ମଜଦୁର ସଭା ସହବନ୍ଧିତ ଇଣ୍ଡିଆନ ଡିଟୋନେଟର୍ସ ମଜଦୁର ସଭାର ନେତା ମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ଯୁଗ୍ମ କମିଟି ବୈଠକ କାରଖାନାର ସମ୍ମିଳନୀ କକ୍ଷରେ…
Read More...