Browsing Tag

rourakela news

ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ତରଫରୁ ସେଲ ଗୌରବ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ମାକ୍ସମୁଲାର ଭବନଠାରେ ଭାରତୀୟ ଯୁବ ହଷ୍ଟେଲ ତରଫରୁ ସେଲ ଗୌରବ ଦିବସ ପାଳିତ ହୋଇଯାଇଛି । ହଷ୍ଟେଲର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ଅନୀଲ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ମିକ ନିର୍ବାହୀ…
Read More...

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ ଅଟୋ ୱାର୍କର୍ସ ଆସୋସିଏସନ୍ ତରଫରୁ ସିୟର କାର୍ୟ୍ୟାଳୟ ଠାରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସୋସିଏସନ୍‌ର ସଭାପତି ତଥା ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ଦାସ ଉଭୟ…
Read More...

ନେତାଜୀ ଜୟନ୍ତୀ ଓ ଭାବ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରରେ ନିଃଶୁଳ୍କ ଶିକ୍ଷାଦାନ ଦେଉଥିବା ରାଧାକାନ୍ତ ମହାରଣାଙ୍କ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଭାବ ବିନିମୟ ସହ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ରେଲୱେ କଲୋନୀ ଠାରେ ପାଳିତ ହୋଇଯାଇଛି । ରାଧାକାନ୍ତ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା…
Read More...

ସଂକ୍ରାନ୍ତି ପୁରୁଷ ଫକୀର ମୋହନଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସଂକ୍ରାନ୍ତି ପୁରୁଷ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।…
Read More...

ପ୍ରଗତି ଉତ୍କଳ ସଂଘ ଦ୍ଵାରା ଜନସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଆୟୋଜିତ ହୋଇଛି ଜନସ୍ୱାସ୍ଥ୍ୟ ସଚେତନତା ଶିବିର । ଏ ବର୍ଷ ସେକ୍ଟର ୬ ସ୍ଥିତ ଭଗବତୀ ପଲ୍ଲୀରେ ଥିବା ୱେଲ୍ ଫେୟାର କମିଟି ସଭା ଗୃହରେ ଏହି ଶିବିରର ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ…
Read More...

ପୁରୀ-ରାଉରକେଲା ଦିନବେଳା ସ୍ୱତନ୍ତ୍ର ଟ୍ରେନ ସବୁଦିନିଆ ହେଉ : ଇଂ ଉତ୍ତମ କୁମାର ସାମଲ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାରେ ଭୁବନେଶ୍ୱର ଏବଂ ରାଉରକେଲାରେ ବଶ୍ୱକପ୍ ହକି ମ୍ୟାଚ ହେଉଥିବାରୁ ଭାରତୀୟ ରେଳବାଇ ପୁରୀ-ଭୂବନେଶ୍ୱର-ରାଉରକେଲା ମଧ୍ୟରେ ଦିନବେଳା ଏକ ସ୍ୱତନ୍ତ୍ର ଟ୍ରେନ ପ୍ରଚଳନ କରିଛନ୍ତି । ବହୁ ପୂର୍ବରୁ ଭୁବନେଶ୍ୱର ପଟୁ ସକାଳୁଆ ଏକ ଟ୍ରେନ ରାଉରକେଲାକୁ ପ୍ରଚଳନ…
Read More...

ହାତିଆ ପଞ୍ଚାୟତ ଭବନରେ ଝାଡ଼ଖଣ୍ଡ ସରକାରଙ୍କ ଓଡ଼ିଆ ମାରଣ ନୀତି ବିରୁଦ୍ଧରେ ଲଢେଇ ଜୋରଦାର କରିବା ପାଇଁ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଅପରାହ୍ନରେ ଚକ୍ରଧରପୁର ବ୍ଲକ ଅନ୍ତର୍ଗତ ହାତିଆ ଗାଆଁରେ ଓଡ଼ିଆ ଭାଷାଭାଷୀ ଲୋକ ଏକାଠି ଜମା ହୋଇ ହାତିଆ ପଞ୍ଚାୟତ ଭବନରେ ଝାଡ଼ଖଣ୍ଡ ସରକାରଙ୍କ ଓଡ଼ିଆ ମାରଣ ନୀତି ବିରୁଦ୍ଧରେ ଲଢେଇ ଜୋରଦାର କରିବା ପାଇଁ ଜରୁରୀ ବୈଠକରେ ଉପସ୍ଥିତ ହୋଇଥିଲେ । ଶୋକ…
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ମାତୃଭୂମି ଓ ମାତୃଭାଷା ପ୍ରତି ସମର୍ପିତ ପ୍ରାଣ ତଥା ଜୀବନର କବି ମଧୁସୂଦନ : ଶ୍ରୀ ପାଟ୍ଟଶାଣୀ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି…
Read More...

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଥମ ଗ୍ଲୋବାଲ୍ ଆଲୁମନି ମିଟ୍ ଆସନ୍ତା ୨୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ପ୍ରଥମ ଗ୍ଲୋବାଲ୍ ଆଲୁମନି ମିଟ୍ ଆସନ୍ତା ୨୯ ତାରିଖରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ପ୍ରାକ୍ତନ ଛାତ୍ର…
Read More...

ହିନ୍ଦ୍‌ ମଜଦୁର ସଭାକୁ ଅଧିକ କ୍ରିୟାଶୀଳ କରାଯିବ : ରବି ରଥ

ରାଉରକେଲା, (କେପିଏନ୍‌ଏସ୍‌) : ଭାରତ ବର୍ଷର ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌)କୁ ଅଧିକ କ୍ରିୟାଶୀଳ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ରାଜ୍ୟ ଉପସଭାପତି ରବି ରଥ ଗୁରୁତ୍ୱାରୋପ କରିଛନ୍ତି । ସ୍ଥାନୀୟ ପାନ୍ଥ ନିବାସଠାରେ ଏଚ୍‌ଏମ୍‌ଏସ୍‌ ସହ…
Read More...