Browsing Tag

rourakela news

ଇନର ହ୍ୱିଲ୍ କ୍ଲବର ନୂତନ ବର୍ଷର କାର୍ଯ୍ୟ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମିଡ୍ ଟାଉନ୍ ର ଇନର୍ ହ୍ବିଲ କ୍ଲବ୍ ଜୁଲାଇ ୧ ତାରିଖ ୨୦୨୩ରୁ ଆରମ୍ଭ କରିଛି । ପୁରାତନ ବର୍ଷର କାର୍ୟ୍ୟକାରିଣୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରାଯିବା ସହିତ ନୂତନ ବର୍ଷର କମିଟିକୁ ସ୍ଵାଗତ କରାଯାଇଛି । ନୂତନ କାର୍ଯ୍ୟକାରିଣୀ ଟିମ୍‌ର ନେତୃତ୍ୱ…
Read More...

ଜାତୀୟ ଡାକ୍ତର ଦିବସ ପାଳନ ଓ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଛି । ଏହି ଅବସରରେ ଆର୍‌ଜିଏଚ୍‌ଠାରେ ଅନୁଷ୍ଠାନ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ କରାଯାଇ ୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରକ୍ତଭଣ୍ଡାରର…
Read More...

ଏକଲ ସୁର ତାଲର ୪ ସଦସ୍ୟ ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ ତରଫରୁ ଏକଲ ସୁର ତାଲର ୪ଜଣ ସଦସ୍ୟଙ୍କୁ ସମ୍ମାନିତ କରାଯାଇଛି । ପରିଷଦର ଅନୁପମ ଗୁପ୍ତାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅଶୋକ କକ୍କଡ ସ୍ୱାଗତ ଭାଷଣ ସହ…
Read More...

ରାଉରକେଲା ବିକାଶ ମଞ୍ଚର ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ପାଞ୍ଚ ଗୁଣ୍ଡିଚା ମନ୍ଦିର ପାଖରେ ରାଉରକେଲା ବିକାଶ ମଞ୍ଚର ଏକ ବୈଠକର ଆୟୋଜନ କରାଯାଇଥିଲା । ହକି ବିଶ୍ୱ କପ୍‌ ପୂର୍ବରୁ ବିମାନବନ୍ଦର ଛକରେ ତିଆରି ହୋଇଥିବା ହକି କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କର ପ୍ରତିମୂର୍ତ୍ତି ଭାଙ୍ଗି ପଡିବା, ହକି…
Read More...

ଆଭା ଅନ୍ଵେଷ ପକ୍ଷରୁ କୁତ୍ରାର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସହର ଉଚ୍ଚ ବିଦ୍ୟାଳୟରେ ଆଭା ଅନ୍ଵେଷ ପକ୍ଷରୁ ସଂଗଠନର ସଭାପତି ଆର୍ତ୍ତତ୍ରାଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସମ୍ପାଦକ ଶରତ କୁମାର ପତି ଲାଠିକଟା ବ୍ଲକରେ ଅତିରିକ୍ତ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରିଆସୁଥିଲେ । ଶ୍ରୀ…
Read More...

ଆକାଶବାଣୀ ରାଉରକେଲା କେନ୍ଦ୍ରର ୨୯ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରେଡ଼ିଓ କାଲି ଥିଲା, ଆଜି ଅଛି, ଆଉ ଆଗକୁ ବି ରହିଥିବ । ଆକାଶବାଣୀର ସ୍ଥାନ ଅନନ୍ୟ । ଆଜିର ସମୟରେ ବି ଆକାଶବାଣୀ ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରିଛି । ଶ୍ରୋତାଗ୍ରାହୀ ହୋଇ ରହିପାରିଛି । ଯେତେ ଯାହା ଆସିଲେ ବି ଆକାଶବାଣୀର ସ୍ଥାନ କେହି ବି ନେଇପାରିବେ…
Read More...

ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଜିଲ୍ଲାସ୍ତରୀୟ ଶ୍ରମିକ କର୍ମଚାରୀ କନଭେନସନ, ଜିଲ୍ଲାର ବିକାଶ ପ୍ରସଙ୍ଗରେ ଏକ…

ରାଉରକେଲା, (ସସ୍ମିତା ପ୍ରଧାନ) : ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଆଜି ଭଞ୍ଜ ଭବନ ସ୍ଥିତ ଆଦର୍ଶ ପାଠାଗାରଠାରେ ଏକ ମିଳିତ ଜିଲ୍ଲାସ୍ତରୀୟ ଶ୍ରମିକ କର୍ମଚାରୀ କନଭେନସନ ଅନୁଷ୍ଠିତ ହୋଇଯାଇଛି । ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ସଂଜୀବ ମହାନ୍ତି, ଶ୍ରୀମନ୍ତ ବେହେରା, ସତ୍ୟପ୍ରିୟ…
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା…
Read More...

ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ସାମାଜିକ ଅନୁଷ୍ଠାନ ‘ସମର୍ପଣ’

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କ୍ଲବଠାରେ ସାମାଜିକ ଅନୁଷ୍ଠାନ ସମର୍ପଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛି । ସମର୍ପଣର ସଭାପତି ଝୁନୁ ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଇନ୍ଦରଜିତ ସିଂଙ୍କ ଆବାହକତ୍ୱ ତଥା ବିଶ୍ୱଜିତ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି…
Read More...

ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ଋଣ ଆଦାୟ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ଋଣ ଆଦାୟ ମେଳା ୨୦୨୩ କୋଏଲ ନଗର ସି ବ୍ଲକ ପାର୍କଠାରେ ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ବ୍ୟାଙ୍କ ପ୍ରାୟ ୧୦୪ କୋଟି ଲୋନ ଆକାରରେ ଦେଇଛି । ତେଣୁ ଗ୍ରହିତାଙ୍କ ସୁବିଧା ପାଇଁ ଏହି ମେଳା ଆୟୋଜନ କରାଯାଇଥିଲା । ଫଳରେ…
Read More...