Browsing Tag

rourakela news

ସହିଦ୍‌ ମନୋଜ କୁମାର ସ୍ୱାଇଁଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଓଏସଏପି ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୪ ମାଟ୍ରିକ ବ୍ୟାଚର ପୂର୍ବତନ ବିଦ୍ୟାର୍ଥୀ ତଥା ଭାରତୀୟ ନୈାସେନାର ପଦସ୍ଥ ଅଧିକାରୀ ସହିଦ୍ ମନୋଜ କୁମାର ସ୍ୱାଇଁଙ୍କୁ ବିଦ୍ୟାଳୟ ପରିସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସହିଦ୍‌ ଶ୍ରୀ ସ୍ୱାଇଁଙ୍କ…
Read More...

ହମିରପୁର ଉନ୍ନୟନ ପରିଷଦର ସ୍ୱାସ୍ଥ୍ୟ ଓ ସାଇବର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁରସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱାସ୍ଥ୍ୟ ଓ ସାଇବର ସଚେତନତା ଶିବିର ହମିରପୁର ଉନ୍ନୟନ ପରିଷଦ ତରଫରୁ ଆୟୋଜନ ହୋଇଯାଇଛି । ସମସ୍ତଙ୍କୁ ଶାରଦୀୟ ଶୁଭେଚ୍ଛା ଜଣାଇବା ସହ ପରିଷଦର ସଭାପତି ଡ଼କ୍ଟର ସୁମନ ଦତ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ଯୋଜନାରୁ ବଞ୍ଚିତ ଅଂଚଳବାସୀଙ୍କୁ ସହାୟତା କରୁ ଆରଏମସି,
ଅଧିକାରୀଙ୍କୁ ଭେଟି ଆଲୋଚନା କଲେ ସମାଜସେବୀ ପ୍ରଶାନ୍ତ ସେଠୀ

ରାଉରକେଲା, (ସସ୍ମିତାପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ରରେ ବସବାସ କରୁଥିବା ସାଧାରଣ ଜନତା ସରକାର ୫ଟି ସଚିବଙ୍କ ଲୋକାଭିମୁଖୀ ଯୋଜନାରୁ କୌଣସି ସୁଫଳ ପାଉନାହାନ୍ତି । ରାଉରକେଲା ମହାନଗର ନିଗମ ଦ୍ୱାରା ବିଭିନ୍ନ ବସ୍ତି ଅଂଚଳରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଏମାନଙ୍କ ନିକଟରେ…
Read More...

ରକ୍ତଦାନ ଠାରୁ ମହାପୂଣ୍ୟ କାର୍ଯ୍ୟ ଆଉ କିଛି ନାହିଁ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏନ୍‌ଏସ୍‌ଏସ୍‌,…
Read More...

ସେୟାର ଅନୁଷ୍ଠାନ ତରଫରୁ ସୁରତରଙ୍ଗ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସେୟାର ତରଫରୁ ସୁରତରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ମହାନ୍ ସଙ୍ଗୀତକାର କିଶୋର କୁମାରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ସମ୍ପାଦନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ସହଯୋଗୀ ଗୌତମ ମିଶ୍ର,…
Read More...

ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ମିରର ଫାଉଣ୍ଡେସନର ଚେୟାରମ୍ୟାନ ବିଶ୍ୱଜିତ ରାଉତଙ୍କ ଆବାହକତ୍ୱରେ ଏବଂ ହାଇଟେକ ମେଡିକାଲର ସହଯୋଗରେ ଚକ୍ଷୁ ପରୀକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ବ୍ଲଡ ସୁଗାର ଏବଂ ବ୍ଲଡ ପ୍ରେସର ମଧ୍ୟ ପରୀକ୍ଷଣ କରାଗଲା । ଏହି କାର୍ଯ୍ୟକ୍ରମରେ ମିରର…
Read More...

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଖାଦ୍ୟ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଖାଦ୍ୟ ସହିତ ଭବିଷ୍ୟତରେ ପ୍ରଦୂଷଣମୁକ୍ତ ବାୟୁର ଆବଶ୍ୟକତା ଏବଂ ଗୁରୁତ୍ୱ ରହିଛି । ୧୯୪୫ ମସିହା ଅକ୍ଟୋବର ୧୬ ତାରିଖରେ ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ହୋଇଥିଲା । ତେଣୁ ସେହି ଦିନକୁ ବିଶ୍ୱ ଖାଦ୍ୟ ଦିବସଭାବେ ପାଳନ କରାଯାଏ । ଏହି କ୍ରମରେ…
Read More...

ଅନୁଭୂତି ସୃଷ୍ଟ ସାହିତ୍ୟ ପ୍ରାମାଣିକ ସତ୍ୟୋତ୍ତର : ଡ.ହୋତା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସନ୍ଧ୍ୟାରେ ଧାମରା ସଂଘରେ ଆୟୋଜିତ ଶାରଦୀୟ ସାହିତ୍ୟ ଆସର ଏବଂ କବିତା ପାଠୋତ୍ସବରେ ଯୋଗଦେଇ ବିଶିଷ୍ଟ ପ୍ରାବନ୍ଧିକ ସମାଲୋଚକ ଡ.ଚନ୍ଦ୍ରଶେଖର ହୋତା ସାହିତ୍ୟରେ ଅନୁଭୂତି ଓ ଅନୁଭବର ଉଡାଣ ବିଷୟରେ ଆଲୋକପାତ କରିଥିଲେ । ଡ.ହୋତା କହିଲେ ଯେ, ଗଭୀର ଅନୁଭବ…
Read More...

ହାପି ମୋମେଣ୍ଟ ଇଣ୍ଡିଆ ପକ୍ଷରୁ ଭାରତ ନିର୍ମାଣ ସମ୍ମାନ ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ହାପି ମୋମେଣ୍ଟ ଇଣ୍ଡିଆ ପକ୍ଷରୁ ଭାରତ ନିର୍ମାଣ ସମ୍ମାନ ଏବଂ ସର୍ବଭାରତୀୟ ସ୍ତରର ଶିଶୁ କଳାକାର ସମ୍ମାନ ଉତ୍ସବ ଭୁବନେଶ୍ୱର କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବରେ…
Read More...

ଇସ୍ପାତ ସାହିତ୍ୟ ସଂସଦର ୫୩ତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ୫୩ତମ ବାର୍ଷିକୋତ୍ସବ ସେକ୍ଟର ୭ ସ୍ଥିତ ସଂସଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳଙ୍କ ଆବାହକତ୍ଵ ତଥା…
Read More...