Browsing Tag

rourakela news

ଯୁବ କ୍ରୀଡ଼ା ପ୍ରତିଭା ଅନ୍ୱେଷଣରେ ବିଶେଷ ସହାୟକ ହେବ ‘ନୂଆ-ଓ’ କାର୍ଯ୍ୟକ୍ରମ

ରାଉରକେଲାରେ ଆରମ୍ଭ ହେଲା ମହାନଗର ନିଗମ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା୬ କ୍ରୀଡ଼ାରେ ଭାଗ ନେବେ ୨୨ ଶହରୁ ଅଧିକ କ୍ରୀଡ଼ାବିତ ରାଉରକେଲା, (ସସ୍ମିତା ପ୍ରଧାନ) : ତୃଣମୂଳ ସ୍ତରରୁ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପାଇଁ ସାରା ଓଡ଼ିଶାରେ ରାଜ୍ୟ ସରକାରଙ୍କ ତରଫରୁ 'ନୂଆ-ଓ ଯୁବ…
Read More...

ସୁଶିଳାବତୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଉତ୍ସବ ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ସ୍ଥିତ ସୁଶିଳାବତୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ୩ଦିନିଆ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଏକାଦଶ ସନ୍ଧ୍ୟା : ସଂକଳ୍ପ ତରଫରୁ ନାଟକ ଭଲ ପାଇବାର ରଙ୍ଗ ମଞ୍ଚସ୍ଥ

ରାଉରକେଲା, (ସସ୍ମତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଏକାଦଶ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ସଂକଳ୍ପ ତରଫରୁ ନାଟକ ଭଲ ପାଇବାର ରଙ୍ଗ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ଦିଲ୍ଲୀଶ୍ୱର ମହାରଣା ରଚନା , ନିର୍ଦ୍ଦେଶକ କୁଞ୍ଜନଲାଲ ବୋଷ…
Read More...

କାନ୍ତ କବିଙ୍କ ସାହିତ୍ୟରେ ସାମାଜିକ ଜୀବନର ଚିନ୍ତନ ପ୍ରତିଫଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କାନ୍ତ କବିଙ୍କ ୧୩୬ତମ ଜୟନ୍ତୀ ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉଦ୍‌ଘାଟକ ଭାବେ ଭାରତ ସେବାଶ୍ରମ, ବୃନ୍ଦାବନ ଶାଖାର ମୁଖ୍ୟ ସ୍ୱାମୀ…
Read More...

ରାଉରକେଲା ମିଡିଆ କ୍ଲବର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମିଡିଆ କ୍ଲବର ବାର୍ଷିକ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ବ୍ରହ୍ମା ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଲବର ପ୍ରମୁଖ କର୍ମକର୍ତ୍ତାଙ୍କ…
Read More...

ରାଉରକେଲା ମହାବିଦ୍ୟାଳୟରେ ନୂଆ-ଓ ପରିଯୋଜନା ଅନ୍ତର୍ଗତ ପାରମ୍ପରିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ପରିଯୋଜନା ଅନ୍ତର୍ଗତ ପାରମ୍ପରିକ ନୃତ୍ୟ ପ୍ରତିଯୋଗିତା ସେକ୍ଟର-୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା…
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଅଷ୍ଟମ ସନ୍ଧ୍ୟା : ଆମେ ନାଟୁଆ ତରଫରୁ ନାଟକ ମହାଶୂନ୍ୟ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଅଷ୍ଟମ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ଆମେ ନାଟୁଆ ତରଫରୁ ନାଟକ ମହାଶୂନ୍ୟ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ଗଙ୍ଗାଧର ଜେନା ରଚନା ଓ ନିର୍ଦ୍ଦେଶନା ଦେଇଥିଲେ । ଏହି ନାଟକରେ…
Read More...

ଉଡାନ୍‌ ଯୋଜନାକୁ ନେଇ ସଂସଦରେ ଜୁଏଲ ଓରାମଙ୍କ ପ୍ରଶ୍ନ

ରାଉଲକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ୍ ଓରାମ ଉଡାନ୍‌ ଯୋଜନାରେ ରାଉରକେଲା ବିମାନ ବନ୍ଦର ଉପରେ ସଂସଦରେ ପ୍ରଶ୍ନ ଉତ୍ଥାପନ କରିଥିଲେ । କେନ୍ଦ୍ର ସରକାର ଦେଶରେ ୧୦୦ଟି ବିମାନ ବନ୍ଦର ଉଡ଼ାନ୍‌ ଯୋଜନାରେ କରିବା ପାଇଁ ସ୍ଥିର…
Read More...

ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ମାସିକ ଋତୁସ୍ରାବ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୭ରେ ଥିବା ମହିଳା ଅନୁଷ୍ଠାନ ଯାଜ୍ଞସେନୀ ଓ ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ମିଳିତ ସହଯୋଗରେ ମହିଳାମାନଙ୍କ ପାଇଁ ମାସିକ ଋତୁସ୍ରାବ ସମୟରେ ବିଭିନ୍ନ ପ୍ରକାର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯିବାକୁ ନେଇ ଏକ କର୍ମଶାଳା ଆୟୋଜନ…
Read More...

ଲାୟନ୍ସ କ୍ଲବ ଅଫ୍ ରାଉରକେଲାରେ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାୟନ୍ସ କ୍ଲବ ଅଫ୍ ରାଉରକେଲାର ୬୪ତମ ପ୍ରତିଷ୍ଠା ଦିବସ ରାଉରକେଲା କ୍ଲବଠାରେ ପାଳିତ ହୋଇଯାଇଛି । କ୍ଲବର ସଭାପତି ଲାୟନ ଭାଗ୍ୟଲକ୍ଷ୍ମୀ ପରିଡ଼ାଙ୍କ ସଭାପତିତ୍ୱ ଓ ସମ୍ପାଦକ ଲାୟନ ଡ଼ଃ ଅର୍ସ ଚୋପ୍ରାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...