ଭାରସାମ୍ୟ ହରାଇ ଓଲଟିଲା ମାକ୍ସପିକଅପ : ୩ ଆହତ
ରାୟଗଡ଼ା, (ଅକ୍ଷୟ କୁମାର ପିଡିସିକା) : ରାୟଗଡା ଜିଲ୍ଲା କୋଲନରା ବ୍ଲକ କାର୍ଲାକଣା ଛକରେ ଭାରସାମ୍ୟ ହରାଇ ଓଲଟିଲା ମାକ୍ସ ପିକ୍ଅପ୍ । ଗାଡିର ନମ୍ୱର ଓଡ଼ି ୧୮ ଏଲ୍୧୬୪୧ ହୋଇଥିବା ବେଳେ ଭୋର ସକାଳୁ କଲ୍ୟାଣସିଙ୍ଗପୁରରୁ ରାୟଗଡା ଅଭିମୁଖେ ଯାଉଥିଲା । ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ!-->…
Read More...
Read More...