Browsing Tag

raurkela news

ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ପରିଚାଳିତ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲରେ ଅଭିଭାବକ ଓ ବିଦ୍ୟାଳୟ ମ୍ୟାନେଜିଂ କମିଟି ମଧ୍ୟରେ ଏକ ଅଭିଭାବକ ସମ୍ମିଳନୀ ତଥା ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ବରିଷ୍ଠ
Read More...

ଶ୍ରୀ ଶ୍ରୀ ହରିହର ଭେଟ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୨ ସିଟି ମାର୍କେଟ ଠାରେ ୬୪ତମ ଶ୍ରୀ ଶ୍ରୀ ହରିହର ଭେଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୩ ସ୍ଥିତ ରାମ ମନ୍ଦିରରୁ ହରି ଓ ସେକ୍ଟର ୨ ତ୍ରିନାଥ ମନ୍ଦିରରୁ ହରଙ୍କ ମେଢ ବାଣ ରୋଷଣୀରେ ଆସି ସେକ୍ଟର ୨ ମାର୍କେଟଠାରେ ମିଳନ
Read More...

ରାଉରକେଲା ଆଇନ ମହାବିଦ୍ୟାଳୟର ତ୍ରିଦିବସୀୟ କ୍ରୀଡା ମହୋତ୍ସବ
ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ୍ ମହାବିଦ୍ୟାଳୟର ତ୍ରିଦିବସୀୟ କ୍ରୀଡା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡକ୍ଟର ବିଭୁରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ଉପାଧ୍ୟକ୍ଷ ଡକ୍ଟର ସମ୍ପାଦିକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦ୍‌ଯାପନୀ ଉତ୍ସବରେ
Read More...

ବଡ଼ନୂଆଗାଁ ମିଶନ ବିଦ୍ୟାଳୟରେ ଶତ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଢେଲୁଆ ଗ୍ରାମ ପଂଚାୟତ ଅନ୍ତର୍ଗତ ବଡ଼ ନୂଆଗାଁ ମିଶନ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ଶତ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉର୍ମିଳା କିରଣ ବେକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ
Read More...

ବାପା ପୁସ୍ତକ ଉନ୍ମୋଚନ ଓ ଶୀତ କବିତା ଆସର

ବାପା ଭରସାର ପାନ୍ଥଶାଳା ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ଓ ସର୍ବ ପୁରାତନ ସାହିତ୍ୟ ଅନଷ୍ଠାନ ବୈଶାଖୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶୀତ କବିତା ଆସର ଓ କବି ସୁଶାନ୍ତ କୁମାର ନାୟକଙ୍କ ସଂପାଦିତ "ବାପା" କବିତା ସଂକଳନ ଉନ୍ମୋଚନ ଉତ୍ସବ, ଇସ୍ପାତ ସାହିତ୍ୟ ସଂସଦ
Read More...

ସୁବର୍ଣ୍ଣରେଖା ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ସହରର ଅଗ୍ରଣୀ ଅନୁଷ୍ଠାନ "ସୁବର୍ଣ୍ଣରେଖା" ତରଫରୁ ତୁମକେଲା, ସେକ୍ଟର -୧୬ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସାମ୍ବାଦିକ ଅଶୋକ କୁମାର ପାତ୍ର ଯୋଗଦେଇ
Read More...

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ୧ରୁ ୧୦

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳା ଆସନ୍ତା ଫେବୃଆରୀ ମାସ ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭଞ୍ଜଭବନ ପରିସରରେ ଅନୁଷ୍ଠିତ ହେବ ବୋଲି ପାଠାଗାର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପାଠାଗାରର
Read More...

ବାପି ଦା ଫ୍ୟାନ୍ସ କ୍ଲବ ତରଫରୁ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବାପି ଦା ଫ୍ୟାନ୍ସ କ୍ଲବ ତରଫରୁ ପ୍ରଖ୍ୟାତ ଗାୟକ ବାପି ଲାହିରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଜିତେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତା, ସଭାପତି ଜଗନ୍ନାଥ ସାହୁ
Read More...

ସେକ୍ଟର ୧୯ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ତରଫରୁ ଏକ ନିଃଶୁଳ୍କ ମେଗା ରକ୍ତଦାନ ଶିବିର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରାଉରକେଲା ଏସ୍‌ପି ନିତେଶ ୱାଡ଼ୱାନୀ ମୁଖ୍ୟ ଅତିଥି, ଡିଏସ୍‌ପି ପୁଷ୍ପାଞ୍ଜଳି ନେଗୀ ଉଦ୍‌ଘାଟକ ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ
Read More...

ଭବାନୀ ମହାପାତ୍ର ସିଜିନ ୨ର ଶ୍ରେଷ୍ଠ ଓଡ଼ିଆଣୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ଆୟୋଜିତ ସିଜିନ ୨ର ଶ୍ରେଷ୍ଠ ଓଡ଼ିଆଣୀ ଭାବେ ଭବାନୀ ମହାପାତ୍ର ବିଜୟିନୀ ହୋଇ ବହୁ ପୁରସ୍କାର ଲାଭ କରିଛନ୍ତି । ସିଭିକ ସେଣ୍ଟର୍ ଠାରେ ମୋନାଲିସା ସାହୁ ଓ ମୌସୁମୀ ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଶ୍ରେଷ୍ଠ ଓଡ଼ିଆଣୀ ସିଜନ୍ ୨ ଫାଇନାଲ
Read More...