ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୭୫ ହଜାର ଟଙ୍କା ଦାନ କଲେ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ
ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୭୫ ହଜାର ଟଙ୍କା ଦାନ କଲେ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଜଣେ ଅଧିକାରୀ । ଅବସରପ୍ରାପ୍ତ ଅଧିକାରୀ ବିଜୟ କୁମାର ନନ୍ଦ ମଙ୍ଗଳବାର ପୂର୍ବାହ୍ନରେ ଏହି ଅର୍ଥ ପୁରୀ ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରଦାନ ପାଇଁ ଅତିରିକ୍ତ!-->…
Read More...
Read More...