Browsing Tag

patangarh news

ପାଟଣାଗଡ଼ ଭାରତ ମାତା କ୍ଲବରେ ଆଜାଦୀ କା ଅମୃତ ମହୋତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ

ପାଟଣାଗଡ, (ସଦାଶିବ ସରାଫ) : ସ୍ଵାଧୀନତାର ୭୫ ବର୍ଷ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତମାତା କ୍ଲବ ପରିସରରେ ଅଗଷ୍ଟ ୧୫ ତାରିଖ ସନ୍ଧ୍ୟା ସମୟରେ ଅମୃତ ମହୋତ୍ସବ ଧୁମଧାମ୍‌ରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା
Read More...

ସଡ଼କ ଦୁର୍ଘଟଣାଗ୍ରସ୍ତ କରୁଣାକର ବରିହାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସରକାରୀ ସହାୟତା ଯୋଗାଇ ଦେବାକୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ସଡ଼କ ଦୁର୍ଘଟଣାଗ୍ରସ୍ତ କରୁଣାକର ବରିହାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସୂଚନା ଅନୁସାରେ ପାଟଣାଗଡ ବ୍ଲକ ପଣ୍ଡାମୁଣ୍ଡା ଗାଁର କରୁଣାକର ବରିହା କିଛିଦିନ ତଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କର ଚିକିତ୍ସା ପରେ ମଧ୍ୟ ସ୍ଵାସ୍ଥ୍ରବସ୍ଥାରେ ସୁଧାର
Read More...

ପାଟଣାଗଡ଼ ବ୍ଲକ ନିକଟସ୍ଥ ବଙ୍ଗଳା ପରିସରଠାରେ ଏଲଆଇସି କ୍ରିକେଟ କ୍ଲବ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ସକାଳେ ଏଲ୍‌ଆଇସି କ୍ରିକେଟ କ୍ଲବ ଅନୁକୂଲ୍ୟରେ ପାଟଣାଗଡ଼ ବ୍ଲକ ନିକଟସ୍ଥ ବଙ୍ଗଳା ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ, ପାଟଣାଗଡ଼ ଏନ୍‌ଏସି ଏହି ବଙ୍ଗଳା ପରିସର ଅନେକ ଦିନରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା
Read More...

ବିଧାୟକ ସରୋଜଙ୍କ ଦ୍ୱାରା ବାଗଦୋର ପଞ୍ଚାୟତର ୫ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ

ପାଟଣାଗଡ : ପାଟଣାଗଡ ବିଧାୟକ ସରୋଜ ମେହେର ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲପଡା ବ୍ଲକର ବାଗଦୋର ପଞ୍ଚାୟତକୁ ଗସ୍ତ କରି ୫ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ସ୍ଥାନୀୟ ଲୋକଙ୍କ ଅସୁବିଧା ବୁଝିଥିଲେ । ଆଗାମୀ ଦିନରେ ଅଂଚଳର ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି
Read More...

କିସ୍‌ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ…

ପାଟଣାଗଡ, (ଗୋରେଖନାଥ ବରିହା) : ସମଗ୍ର ବିଶ୍ୱରେ କରୋନା ମହାମାରୀ ଜନିତ କଟକଣା ସମୟରେ ସମ୍ପୂର୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିସ୍‌ କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ କନ୍ୟା କିରଣର ପ୍ରତିଷ୍ଠାତା, ଅନ୍ତର୍ଜାତୀୟ ଆର୍ଟ ଅଫ
Read More...

ପାଟଣାଗଡ ସିଟିଜେନ କମିଟି ଦ୍ୱାରା ଉପଜ଼ିଲ୍ଲାପାଳଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡରେ ଦୀର୍ଘ ତିନି ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଉପଜ଼ିଲ୍ଲାପାଳ ସୋମନାଥ ପ୍ରଧାନକୁ ଓଡିଶା ସରକାର ପଦୋନ୍ନତି କରି ରାୟଗଡା ଅତିରିକ୍ତ ଜ଼ିଲ୍ଲାପାଳ ଦାୟିତ୍ୱ ଦେଇଛନ୍ତି । ପାଟଣାଗଡରୁ ବଦଳି ହୋଇ ଗତକାଲି ରିଲିଭ ହୋଇଥିବା ଉପଜ଼ିଲ୍ଲାପାଳ
Read More...

କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ଜତୀଶ ଖମାରୀଙ୍କ ପରିବାର ଲୋକଙ୍କୁ ଭେଟିଲେ କଳିକେଶ

ପାଟଣାଗଡ, (ଗୋରେଖନାଥ ବରିହା) : କରୋନା ଯୁଦ୍ଧରେ ହାରିଯାଇଥିବା ପାଟଣାଗଡର କରୋନା ଯୋଦ୍ଧା ତଥା ସମ୍ବାଦର ସାମ୍ବାଦିକ ସ୍ୱର୍ଗତ ଯତୀଶ ଖମାରୀଙ୍କ ବାସଭବନରେ ତାଙ୍କର ବାପା ଓ ପରିବାର ବର୍ଗଙ୍କୁ ସାକ୍ଷାତକରି ସମବେଦନା ଜଣାଇଛନ୍ତି ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ।
Read More...

ଜୁରିଆ ବସଷ୍ଟାଣ୍ଡରେ ଅନ୍ତତଃ ଟିକେ ପାନୀୟ ଜଳର ବ୍ୟବସ୍ଥା କରାଯାଉ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ରୁ ପଦ୍ମପୁର ଓ ଖପ୍ରାଖୋଲକୁ ସଂଯୋଗ କରୁଥିବା ଜୁରିଆ ବସଷ୍ଟାଣ୍ଡରେ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଲୋକେ ବାହାରୁ କିଣି ପିଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବସକୁ ଅପେକ୍ଷା କରୁଥିବା ଯାତ୍ରୀ ଓ ଜୁରିଆରେ ସମବାୟ ସମିତି ବ୍ୟାଙ୍କ, କିଓସ୍କ
Read More...

ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ତାଲିମ ଶିବିର

ପାଟଣାଗଡ଼, (ଗୋରେଖନାଥ ବରିହା) : ଆତ୍ମା ବଲାଙ୍ଗୀର, ୱ।ସନ, ୱ।ଇ.ସି.ଡ଼ିଏଙ୍କ ମିଳିତ ଉଦ୍ୟମରେ ବଲାଙ୍ଗିର ଜିଲ୍ଲାରେ ଦୁଇ ପର୍ୟ୍ୟାୟରେ ଖପ୍ରାଖୋଲ ଏବଂ ହରିଶଙ୍କର ଠାରେ ଚାରିଦିନ ଧରି ଖୁଦ୍ର ଶସ୍ୟ ମାଣ୍ଡିଆ, ଗୁର୍ଜୀ, କୋଦରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ କିପରି ପ୍ରସ୍ତୁତ କରାଯିବ ତାଉପରେ
Read More...