Browsing Tag

paradip news

୬୧ ଦିନ ଯାଏ ମାଛଧରା ବନ୍ଦ

ପାରାଦୀପ : ମତ୍ସ୍ୟ ସଂରକ୍ଷଣକୁ ଆଖି ଆଗରେ ରଖି ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ସମୁଦ୍ରରେ ମାଛ ଧରା ବନ୍ଦ ରହିବ । ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଛି । ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ
Read More...

୧୭ଟି ବିରଳ ତେଲିଆ ବୋରେଇ ମାଛ ୧୭ ଲକ୍ଷ ଟଙ୍କାରେ ବିକ୍ରି

ପାରାଦ୍ୱୀପ : ପାରାଦ୍ୱୀପ ସମୁଦ୍ରରୁ ଧରାପଡ଼ିଥିବା ୧୭ଟି ବିରଳ ତେଲିଆ ବୋରେଇ ମାଛ ୧୭ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ଓ କଲିକତାର ଜଣେ ମାଛ ବ୍ୟବସାୟୀ ଏହି ମାଛକୁ ୧୭ ଲକ୍ଷ ଟଙ୍କାରେ ନିଲାମ ଧରିଛନ୍ତି । ମାଛଗୁଡିକୁ ବରଫ ଦିଆଯାଇ ରଖାଯାଇଛି । ଖୁବଶୀଘ୍ର ଏହା କଲିକତା ପଠାଯିବ ବୋଲି
Read More...

ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ୫ କିଲୋ ବ୍ରାଉନ ସୁଗାର ଜବତ କଲା କଷ୍ଟମ୍‌ ବିଭାଗ

ପାରାଦୀପ : ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ୫ କିଲୋ ବ୍ରାଉନ ସୁଗାର ଜବତ କରିଛି କଷ୍ଟମ୍‌ ବିଭାଗ । ପାରାଦୀପ ବନ୍ଦର ନିଷିଦ୍ଧାଂଚଳରୁ ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ଧରାପଡିଥିବା ସୂଚନା ମିଳିଛି । ଇଣ୍ଡୋନେସିଆରୁ ଆସି ପାରାଦୀପ ଦେଇ
Read More...

କୂଳକୁ ଫେରିଲେ ନିଖୋଜ ୧୩ ମତ୍ସ୍ୟଜୀବୀ

ପାରାଦୀପ : ୮ ତାରିଖରୁ ସମୁଦ୍ରକୁ ଯାଇଥିବା ୨ଟି ବୋଟ୍‌ର ୧୩ ଜଣ ମତ୍ସ୍ୟଜୀବୀ ନିଖୋଜ ଥିଲେ । ତାଙ୍କୁ ସୋମବାର ମଧ୍ୟାହ୍ନରେ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର କରାଯାଇଛି । ସେମାନଙ୍କ ବୋଟ୍‌ ସହିତ ଆସି ପାରାଦୀପ ମାଛଧରାବନ୍ଦର ପୋତାଶ୍ରୟରେ ପହଞ୍ଚିଛନ୍ତି । ଉଦ୍ଧାର ବୋଟର ଡ୍ରାଇଭର ଅଶୋକ
Read More...

ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ

ପାରାଦୀପ : ଗଭୀର ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ନିଖୋଜ ହୋଇଯାଇଥିଲା । ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ ହୋଇଥିବା ସୂଚନା ମିଳିଛି । ଯୋଗାଯୋଗ ହୋଇଥିବା ନେଇ ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା ସୂଚନା ଦେଇଛନ୍ତି । ଜେଟି ଅଭିମୁଖେ ଫେରୁଥିବା ସୂଚନା ରହିଛି । ସୂଚନା
Read More...

ସମୁଦ୍ରରେ ୨ ମାଛଧରା ବୋଟ୍‌ ନିଖୋଜ

ପାରାଦୀପ : ପାରାଦୀପ ମାଛଧରା ବନ୍ଦର ପରିସରରୁ ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ରବିବାର ନିଖୋଜ ହୋଇଯାଇଛି । ସେମାନଙ୍କୁ ଉଦ୍ଧାର ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ରାତିରେ କୋଷ୍ଟଗାର୍ଡ ଓ ମେରାଇନ ପୋଲିସକୁ ଚିଠି (ନଂ-୧୫୭/୧୫-୦୧-୨୩)ଯୋଗେ ଅନୁରୋଧ କରାଯାଇଛି । ଏଥିରେ ଦର୍ଶାଯାଇଛି,
Read More...

ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା

ପାରାଦୀପ : ପାରାଦୀପ ନେହେରୁ ବଙ୍ଗଳା ନିକଟ ମୁହାଣ ପାଖରୁ କିଛି ଦୂରରେ ଶନିବାର ଏକ ଡ଼ଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଛି । ଡ଼ଙ୍ଗା ଓଲଟିବା ଫଳରେ ସେଥିରେ ଥିବା ୫ ଜଣ ମତ୍ସ୍ୟଜୀବୀ ପାଣୀକୁ ଖସି ପଡ଼ିଥିଲେ । ସେମାନେ ନିଜେ ନିଜକୁ ଉଦ୍ଧାର କରି ସେହି ଡ଼ଙ୍ଗାକୁ ଠିକ୍‌ କାି ପୁଣି ସେଥିରେ
Read More...

୧୭ ଦଫା ଦାବୀ ନେଇ ଧାରଣା ଦେଲେ ଆଇଓସିଏଲ୍ ଶ୍ରମିକ

ପାରାଦୀପ : ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଲେ ୩ ହଜାରରୁ ଅଧିକ ଶ୍ରମିକ । ୧୭ ଦଫା ଦାବୀ ନେଇ ପାରାଦ୍ଵୀପ-ଏର୍‌ସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ସଭାପତି ବାପି ସାର୍ଖେଲଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି ଶ୍ରମିକ । ଶ୍ରମିକ ଧାରଣା ଯୋଗୁଁ ପ୍ରଭାବିତ ହୋଇଛି ପାରାଦ୍ଵୀପ ତୈଳ
Read More...

ପାରାଦୀପରେ ମତ୍ସ୍ୟଜୀବୀଙ୍କୁ ମାଛଧରା ବାରଣ

ପାରାଦୀପ : ସମୁଦ୍ରକୂଳରେ ମାଛ ଧରିବା ମନା । ଆଜିଠାରୁ ସରକାରଙ୍କ ତରଫରୁ ଲାଗିଛି କଟକଣା । ଅଲିଭ ରିଡଲେ କଇଁଛଙ୍କ ଆଗମନ ଓ ବଂଶ ବୃଦ୍ଧିକୁ ଦୃଷ୍ଟିରେ ରଖି ବନ ବିଭାଗ, ତଟରକ୍ଷୀ ବାହିନୀ, ବିଭିନ୍ନ ସାମୁଦ୍ରିକ ଥାନା ସହିତ ମତ୍ସ୍ୟ ବିଭାଗ ତରଫରୁ ମତ୍ସ୍ୟଜୀବୀ ମାନଙ୍କୁ ସୂଚନା ଦିଆଯିବା ସହିତ
Read More...

ପାରାଦୀପ ମେଡିକାଲରେ ନର୍ସଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ସହ ଶବ ରଖି ଧାରଣାରେ ବସିଛନ୍ତି ପରିବାର ଲୋକେ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ମେଡିକାଲରେ ନର୍ସଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ସହ ଶବ ରଖି ଧାରଣାରେ ବସିଛନ୍ତି ପରିବାର ଲୋକେ ବୋଲି ଖବର ମିଳିଛି । ସୂଚନା ଅନୁସାରେ ଶନିବାର ମେଡିକାଲ୍ ଡ୍ୟୁଟିରେ ଥିବା ବେଳେ ନର୍ସଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵରର
Read More...