Browsing Tag

padmpur news

ସାହୁ ଫ୍ୟାମିଲି ହୋଟେଲକୁ ଫିତାକାଟି ଶୁଭାରମ୍ଭ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର-ପାଟଣାଗଡ ରୋଡ ରଜାପଡା ଏଲ୍‌ଆଇସି ଅଫିସ୍‌ ନିକଟରେ ଆର୍ଯ୍ୟ ସାହୁଙ୍କ ଦ୍ବାରା ପ୍ରତିଷ୍ଠିତ ସାହୁ ଫ୍ୟାମିଲି ହୋଟେଲକୁ ଫିତାକାଟି ଶୁଭାରମ୍ଭ କଲେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ପ୍ରଥମେ ପରିବାର ବର୍ଗ ଓ ଆଖପାଖର ପଡୋଶୀମାନଙ୍କ
Read More...

ଶିକ୍ଷକ ନିରୋଜ କୁମାର ପାଢ଼ୀଙ୍କ ବିୟୋଗରେ ଶୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ମୂଳ ବାସିନ୍ଦା ଓ ଗାଇସିଲେଟ ବ୍ଲକର ଡାଙ୍ଗବାହାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନିରୋଜ କୁମାର ପାଢ଼ୀଙ୍କ ଅକାଳ ବିୟୋଗରେ ସମଗ୍ର ବରଗଡ଼ ଜିଲ୍ଲାର ସମସ୍ତ ବର୍ଗର ଶିକ୍ଷକ ତଥା ଅଧ୍ୟାପକ ମହଲରେ ଶୋକର ଛାୟା ଖେଳିଯାଇଛି । ଜିଲ୍ଲାର ଶିକ୍ଷକ ମହାସଂଘ
Read More...

କ୍ଷୁଦ୍ର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଅଧୀନରେ ମାଣ୍ଡିଆ ପ୍ରକ୍ରିୟାକରଣ ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଲିଆରୀ ଗ୍ରାମରେ ଦେବଦତ୍ତ କ୍ଲବ ତରଫରୁ ନାବାର୍ଡ ସହାୟତାରେ ମାଣ୍ଡିଆ ପ୍ରକ୍ରିୟା କରଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟ ୫ଟିରେ ରୂପାନ୍ତରିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟ ଛିନ୍ଦେଇକେଲା ୫ଟିରେ ରୂପାନ୍ତରିତ ହୋଇଯାଇଛି । ବାଣିଜ୍ୟ, ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବାଜା, ବାଣ ସହିତ ଏକ ବର୍ଣ୍ଣାଢ୍ୟ
Read More...

ସାପ୍ତାହିକ ବଜାର କାଦୁଅ ପଚ୍‌ପଚ୍‌, ନିରବଦ୍ରଷ୍ଟା ସାଜିଛି ପାଇକମାଲ ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଐତିହାସିକ ନୃସିଂହାନାଥ ମନ୍ଦିର ତଥା ତୀର୍ଥସ୍ଥଳୀ ପାଇଁ ବିଶ୍ୱ ପ୍ରସିଦ୍ଧ କିନ୍ତୁ ଏସବୁ ସତ୍ତ୍ୱେ ପାଇକମାଲ ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ପାଇକମାଲ ସହର ତଥା ଅନ୍ୟାନ୍ୟ ଜାଗା ଆବର୍ଜନାମୟ ହୋଇ
Read More...

ବିଶ୍ୱ ଏଡ଼୍‌ସ ସଚେତନତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ଏଡ଼୍‌ସ ସଚେତନତା ଦିବସ ଉପଲକ୍ଷେ ପାଇକମାଲ ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ପରିସରରେ ଏକ ସଭା ଓ ରାଲି ଅନୁଷ୍ଠିତ ହୋଇଥିଲା । ଅଧକ୍ଷ ଲୋହିତ କୁମାର ବାରିକଙ୍କ ଅଧକ୍ଷତାରେ ହୋଇଥିବା ଏହି ସଭାରେ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ମୁଖ୍ୟବକ୍ତା ରୂପେ
Read More...

ପାଉଁରୁଟି ବିକି ପରିବାର ଚଳାଉଛି ଦଶ ବର୍ଷର ବାଳକ ସୁମନ୍ତ : ସରକାରୀ ଯୋଜନା ତା’ ପାଇଁ ସାତ ସପନ ପାଲଟିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ଭବିଷ୍ୟତ ନିଜ ପରିବାର ପୋଷଣ ପାଇଁ ବୁଲି ବୁଲି ବିକ୍ରି କରୁଛି ପାଉଁରୁଟି । ଯେଉଁ ହାତରେ ବର୍ତ୍ତମାନ ଖାତା, କଲମ, ବହି ବସ୍ତାନୀ ଧରିବା କଥା, ସେହି ହାତରେ ଏବେ ବିକ୍ରି କରିବାକୁ ପଡୁଛି ପାଉଁରୁଟି । କଅଁଳ ବୟସରେ ପରିବାରର ବୋଝ । ବାପା ମା'
Read More...

ପିଡବ୍ଲୁଡି ବିଭାଗର ଫିରିଙ୍ଗି ଶାସନ, ଆଦିବାସୀ ଜମିକୁ ଜବରଦସ୍ତ ଦଖଲ କରି ରାସ୍ତା କାମ : ଥାନାରେ ଏତଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ମଲଦା ଗ୍ରାମରେ ପିଡବ୍ଲୁଡି ବିଭାଗ ଦ୍ବାରା ନିର୍ମିତ ହେଉଥିବା ବିଜୁ ଏକ୍ସପ୍ରେସ ୱେ ନିର୍ମାଣରେ ପିଡବ୍ଲୁଡି ବିଭାଗର ଫିରିଙ୍ଗି ଶାସନ ଚାଲିଥିବା ଆଲୋଚନା ହେଉଛି । ଅଭିଯୋଗ
Read More...

ପୂର୍ବତନ ମଣ୍ଡଳ ସଭାପତି ମଦନ ମୋହନ ପଟେଲ ହେଲେ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଝାରବନ୍ଧ ବ୍ଲକ ଜଗଦଲପୁର ପୂର୍ବତନ‌‌‌ ମଣ୍ଡଳ ସଭାପତି ମଦନମୋହନ ପଟେଲଙ୍କୁ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ଆଜି ବିଧି ବଦ୍ଧ ଭାବରେ
Read More...

ମୁନିଚନ୍ଦ ମାଝୀ ମେମୋରିଆଲ କ୍ରିକେଟ : ମାଣ୍ଡୋସିଲ ୱାନ ଇଲେଭେନ ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ମାଣ୍ଡୋସିଲ ମୁନିଚନ୍ଦ ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପତ୍ରାପାଲିକୁ(ବେଲପଡା) ହରାଇ ମାଣ୍ଡୋସିଲ ‌ୱାନ ଇଲେଭେନ ଚମ୍ପିୟାନ ହୋଇଛି । ମାଣ୍ଡୋସିଲ ପ୍ରଥମ ବ୍ୟାଟିଂ କରି ୮ ଓଭରରେ ୭୯ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ
Read More...