Browsing Tag

nirakarapur news

ନିରାକାରପୁର ରେଳ ଫାଟକରେ ଟ୍ରାଫିକ୍ ଯନ୍ତ୍ରଣା, ଓଭରବ୍ରିଜ୍ ନିର୍ମାଣ ଦାବି ଜୋରଦାର

ନିରାକାରପୁର : ଶ୍ରୀକ୍ଷେତ୍ର ପୁରୀକୁ ଯୋଗାଯୋଗର ମୁଖ୍ୟ ରାସ୍ତା ପାଲଟିଥିବା ନୂଆ ଜଗନ୍ନାଥ ସଡ଼କ ଏବେ ଯାତ୍ରୀଙ୍କ ପାଇଁ ଯନ୍ତ୍ରଣାର କାରଣ ପାଲଟିଛି। ନିରାକାରପୁରସ୍ଥିତ ୨୧୯ ନମ୍ବର ରେଳ ଫାଟକରେ ପ୍ରତିଦିନ ଲାଗି ରହୁଛି ଅସମ୍ଭାଳ ଭିଡ଼। ବିଶେଷକରି ଦୀପାବଳି ଅବସରରେ ପୁରୀରେ ବଡ଼ବଡ଼ୁଆ…
Read More...