ମନସାପାଲି ଗାଁରୁ ପାଣି ମୋଟର ଚୋରୀ ଅଭିଯୋଗ
ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ଥାନା କରକଚିଆ ନିକଟସ୍ଥ ମନସାପାଲି ଗ୍ରାମରେ ଥିବା ଏକମାତ୍ର ପୋଖରୀଟି ଖରାଦିନେ ଶୁଖିଯାଇଥାଏ । ଫଳରେ ନିକଟରେ ଏକ ଗଭୀର ନଳକୂପ ଖୋଲାଯାଇ ତହିଁରୁ ପାଣି ଆଣି ପୋଖରୀରେ ଭର୍ତ୍ତି କରାଯାଇଥାଏ । ତେବେ ଗତକାଲି ରାତିରେ କିଛି ଦୁବୃର୍ତ୍ତ ଉକ୍ତ ନଳକୂପ!-->…
Read More...
Read More...