ଲୋଇସିଂହାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା- ଜଣେ ମୃତ, ଦୁଇ ଗୁରୁତର
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ଲୋଇସିଂହା - ଭରସୁଜା ରାସ୍ତାର ପତ୍ରାପାଲି ରାଇସ ମିଲ ନିକଟରେ ଶନିବାର ସନ୍ଧ୍ୟା ୫ ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକରେ ଥିବା ଅନ୍ୟ ଦୁଇଜଣ ଗୁରୁତର ଥିବା ଜଣାଯାଇଛି । ମୃତାହତ!-->…
Read More...
Read More...